ତେଲେଙ୍ଗାନାରୁ ଅଭିଷେକ ମନୁ ସିଂଭିଙ୍କୁ ରାଜ୍ୟସଭା ପଠାଇବ କଂଗ୍ରେସ
ନୂଆଦିଲ୍ଲୀ: କଂଗ୍ରେସ ନେତା ଅଭିଷେକ ମନୁ ସିଂଭି ସୋମବାର ତେଲେଙ୍ଗାନାରୁ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ଦଳର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ। ଯେତେବେଳେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବାକୁ ସିଂଭି ବିଧାନସଭାରେ ପହଞ୍ଚିଥିଲେ ସେତେବେଳେ ମୁଖ୍ୟମନ୍ତ୍ରୀ ଏ ରେଭନ୍ତ ରେଡ୍ଡୀ…
