ଦିଲ୍ଲୀ ଅବକାରୀ ନୀତି: ସିବିଆଇ ଓ ଇଡିର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତିକୁ ନେଇ ବଡ଼ ମତ ରଖିଛନ୍ତି ସୁପ୍ରିମକୋର୍ଟ। ଘଟଣାର ତଦନ୍ତ କରି ଇଡି ଓ ସିବିଆଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଠାରୁ ଆରମ୍ଭ କରି କେ କିବତାଙ୍କ ଭଳି ହେଭିୱେଟ ରାଜନେତାଙ୍କୁ ଗିରଫ କରିଛନ୍ତି। ହେଲେ ସିବିଆଇ…

ବିଧାନସଭାରେ ସଂରକ୍ଷଣ ତାତି

ଭୁବନେଶ୍ବର: ବିଧାନସଭାରେ ସଂରକ୍ଷଣ ତାତି। ଓବିସି ସଂରକ୍ଷଣ ଓ ଜାତିଭିତ୍ତିକ ଜନଗଣନା ନେଇ ସରକାରଙ୍କୁ ଘେରିଲେ ବିରୋଧୀ। ଉଭୟ ବିଜେଡି ଓ କଂଗ୍ରେସ ସଂରକ୍ଷଣ ଦାବିରେ ଗୃହରେ ହୋହଲ୍ଲା କରିଛନ୍ତି । ଶିକ୍ଷା କ୍ଷେତ୍ରରେ ଓବିସଙ୍କ ପାଇଁ ସଂରକ୍ଷଣ ସହ ଏସସି…

ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ମମତା

ଭୁବନେଶ୍ୱର: ରାଜ୍ୟସଭାକୁ ନିର୍ବାଚିତ ହେଲେ ମମତା ମହାନ୍ତ । ଆଜି ବିଧିବଦ୍ଧ ଭାବେ ସାର୍ଟିଫିକେଟ୍ ନେଇଛନ୍ତି । ଆଜି ସ୍ବାଧୀନ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ପରେ ସେ ଏକାମାତ୍ର ପ୍ରାର୍ଥୀ ଥିଲେ । ଆଉ ନିର୍ବାଚନର ଆବଶ୍ୟକତା…

ବାର୍ଡ ଫ୍ଲୁ; ୩୮ଟି ରାପିଡ୍‌ ରେସପନ୍‌ସ ଟିମ୍‌ ଗଠିତ

ଭୁବନେଶ୍ୱର: ବାର୍ଡ ଫ୍ଲୁ ନିୟନ୍ତ୍ରଣ ପାଇଁ ଗଠିତ ହେବ ୩୮ଟି ରାପିଡ୍‌ ରେସପନ୍‌ସ ଟିମ୍‌ l ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ l ୨୦ଟି ଟିମ୍‌ କୁକୁଡ଼ା ମରା ଓ ବିଶୋଧନ ପାଇଁ ଗଠିତ ହୋଇଛି l…

ଗାନ୍ଦେରବଲରୁ ନିର୍ବାଚନ ଲଢ଼ିବେ ଓମାର ଅବଦୁଲ୍ଲା

ଜମ୍ମୁ-କଶ୍ମୀର ବିଧାନସଭା ଆସନ ପାଇଁ ଆଜି ନ୍ୟାଶନାଲ କନଫରେନ୍ସ ପ୍ରଥମ ପର୍ଯ୍ୟାୟରେ ୩୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଦଳ କଂଗ୍ରେସ ସହ ମେଣ୍ଟ କରି ଏଠାରେ ବିଧାନସଭା ନିର୍ବାଚନ ଲଢ଼ୁଛି। ଡିଲ୍‌ ଅନୁସାରେ ଏନସି ୫୧ଟି ଓ କଂଗ୍ରେସ…

ଭଙ୍ଗାଯିବ ୧୯୧ଟି ବେଆଇନ ଆପାର୍ଟମେଣ୍ଟ

ଭୁବନେଶ୍ୱର: ଭଙ୍ଗାହେବ ଭୁବନେଶ୍ୱରରେ ୧୯୧ ବେଆଇନ ଆପାର୍ଟମେଣ୍ଟ । ଏନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି । ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ବେଆଇନ ଭାବେ ଗଢ଼ି ଉଠିଥିବା…

ଟଙ୍କା ବୁହା ଗାଡ଼ିରୁ ସୁନା ଓ ରୂପ ଜବତ ଘଟଣା: ଜିଏସଟି ଅଫିସରେ ଏକାଧିକ ସୁନା ଦୋକାନୀ

ଭୁବନେଶ୍ୱର: ଟଙ୍କା ବୁହା ଗାଡ଼ିରୁ ୮୦ କେଜି ସୁନା ଓ ରୂପ ଜବତ ଘଟଣାରେ ନୂଆ ମୋଡ l ଜିଏସଟି ଅଫିସରେ ପହଞ୍ଚିଲେ ଏକାଧିକ ସୁନା ଦୋକାନୀ l ବିଭିସି ଲଜିଷ୍ଟିକ୍ସ କୋରିଅର ଜରିଆରେ ସୁନା ଆଣୁଥିବା ନେଇ କହିଛନ୍ତି ଉକ୍ତ…

କେ. କବିତାଙ୍କୁ ମିଳିଲା ଜାମିନ୍‌

ଜେଲ୍‌ରୁ ମୁକୁଳିବେ ବିଆର୍‌ଏସ୍‌ ନେତ୍ରୀ କେ.କବିତା। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କେ.କବିତାଙ୍କୁ ମିଳିଲା ଜାମିନ୍‌। ସୁପ୍ରିମକୋର୍ଟରୁ ତାଙ୍କୁ ଆଜି ୧୦ ଲକ୍ଷ ଟଙ୍କା ମୁଚଲିକାରେ ସର୍ତ୍ତମୂଳକ ଜାମିନ ମିଳିଛି। କେ.କବିତାଙ୍କ ଜାମିନକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି…

ଦଳରୁ ବହିଷ୍କାର ହେଲେ ବିଜେଡି ନେତ୍ରୀ

ଭୁବନେଶ୍ବର: ଦଳରୁ ବହିଷ୍କାର ହେଲେ ବିଜେଡି ନେତ୍ରୀ ତଥା ମାଲକାନଗିରି ମାଥିଲି ବ୍ଲକ ଜୋନ-୩ର ଜିଲ୍ଲା ପରିଷଦ ସଦସ୍ୟ ସସ୍ମିତା ମାଝି । ମଙ୍ଗଳବାର ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ଲୋକ ବିରୋଧୀ କାର୍ଯ୍ୟକଳାପ…

ରାଜ୍ୟରେ ୨୭୫୯ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ: ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ବର: ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏଯାଏ ଓଡ଼ିଶାରେ ୭୦ ହଜାର ଟେଷ୍ଟିଂ ହୋଇଥିବା ବେଳେ ୨୭୫୯ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏଥିମଧ୍ୟରୁ ସୁନ୍ଦରଗଡ଼ରୁ ସର୍ବାଧିକ ୮୬୫ ଜଣ…