ଆଫ୍ରିକାର ୧୩ଟି ରାଷ୍ଟ୍ରରେ ଆତଙ୍କ ସୃଷ୍ଟି କଲାଣି ଏମ୍ ପକ୍ସ, ଗଲାଣି ୫୨୪ ଜଣଙ୍କ ଜୀବନ

କରୋନା ଭଳି ମାରାତ୍ମକ ହେବ କି ଏମ୍ –ପକ୍ସ । ଏଭଳି ଆଶଙ୍କା ସୃଷ୍ଟି ହେଲାଣି । ୧୩ଟି ରାଷ୍ଟ୍ରରେ ଏହା ଆତଙ୍କ ସୃଷ୍ଟି କଲାଣି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଏମ୍ -ପକ୍ସକୁ ବିଶ୍ୱରେ ସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି…

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୬ ଜଣଙ୍କ ମୃତ୍ୟୁ, ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

ଭୁବନେଶ୍ୱର : ଆଜି ରାଜ୍ୟର ୫ଟି ଜିଲ୍ଲାରେ ବଜ୍ରପାତ ଘଟି ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହିତ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି…

ଗାଜା ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ, ୧୯ ମୃତ

ଗାଜା: ଇସ୍ରାଏଲ ପୁଣି ଥରେ ଗାଜା ଉପରେ ବଡ଼ ଧରଣର ଆକ୍ରମଣ କରିଛି। ଅଲଗା ଅଲଗା ସ୍ଥାନରେ କରାଯାଇଥିବା ଆକ୍ରମଣରେ  ୬ ଜଣ ଶିଶୁଙ୍କ ସମେତ ୧୯ ଜଣଙ୍କ ମୃତ୍ୟୁ ଘଟିଛି। ଗାଜାର ଅଲ୍-ଆକ୍ସା ହସପିଟାଲ ଅନୁଯାୟୀ, ଇସ୍ରାଏଲ ରବିବାର ସକାଳେ…

ଭୁବନେଶ୍ବର ପରେ କଟକରୁ ଠାବ ହେଲା ସିମ ବକ୍ସ ସେଟ ଅପ୍, ୬ ଟି ସିମବକ୍ସ ଜବତ

କଟକ : ଭୁବନେଶ୍ବର ପରେ କଟକରୁ ଠାବ ହେଲା ସିମ ବକ୍ସ ସେଟ ଅପ୍ । ମଧୁପାଟଣା ଥାନା ରାଜେନ୍ଦ୍ର ନଗରରୁ ଠାବ ହେଲା ସିମ ବକ୍ସ ସେଟ ଅପ୍ । ବାଂଲାଦେଶୀ ଲିଙ୍କରେ ଥିବା ଅଭିଯୁକ୍ତ ରାଜୁ ମଣ୍ଡଳକୁ ରିମାଣ୍ଡରେ ନେଇ…

କୋଲକାତା ଲଜ୍ଜା:ନିଜ ଆଡ଼ୁ ହସ୍ତକ୍ଷେପ କଲେ ସୁପ୍ରିମକୋର୍ଟ

ଦେଶକୁ ଦୋହଲାଇ ଦେଇଥିବା କୋଲକାତା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ। କୋଲକାତାର ଗୋଟିଏ ସରକାରୀ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ଶୁଣାଣି ସୁପ୍ରିମକୋର୍ଟ କରିବେ। ୩ ଜଣିଆ ଖଣ୍ଡପୀଠ ଆସନ୍ତା ମଙ୍ଗଳବାର ଏହାର…

ରାଜ୍ୟର ୧୩ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱର ସମେତ ଓଡିଶାର ୧୩ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ରବିବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି- ଜଗତସିଂହପୁର, ଖୋର୍ଦ୍ଧା (ଭୁବନେଶ୍ୱର), ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ନୟାଗଡ଼,…

ବିଜ୍ଞାନ ଯୁଗରେ ଭୌତିକ କାଣ୍ଡ: ଭୂତ ଲାଗିଥିବା ୫ ଛାତ୍ରୀଙ୍କୁ ଝଡାଫୁଙ୍ଗା ପରେ ସୁସ୍ଥ

ମାଲକାନଗିରି: ମୋତେ କୁକୁଡା ଦେ, ମୋତେ ଅଣ୍ଡା ଦେ, ନଚେତ ମୁଁ ସମସ୍ତଙ୍କୁ ମୋଡି ଖାଇବି। ଏଭଳି ଚିତ୍କାର ଶୁଭୁଥିବା ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକର କଦମଗୁଡା ସେବାଶ୍ରମରେ।ପ୍ରାୟ ୫ ଜଣ ଝିଅ ଅସ୍ବାଭାବିକ ଅବସ୍ଥାରେ ରହିଥିଲେ। ସେହି ୫ ଜଣ…

କୋଲକାତା ଲଜ୍ଜା: ଟିଏମସି ସାଂସଦଙ୍କୁ ପୁଲିସ୍‌ର ସମନ

କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାକୁ ନେଇ ବିଭ୍ରାନ୍ତ କର ତଥ୍ୟ ପ୍ରଚାର କରିବା କ୍ଷମତାସୀନ ଟିଏସିର ସାଂସଦ ସୁଖେନ୍ଦୁ ଶେଖର ରୟଙ୍କୁ ମହଙ୍ଗା ପଡ଼ିଛି। ସେ ଭୁଲ…

ଖୁବ୍‌ ଶୀଘ୍ର ଦୂର ହେବ ଆଳୁ ସଙ୍କଟ, ୟୁପିରୁ ଟ୍ରେନ୍‌ରେ ଆସିବ ଆଳୁ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଥମିବାର ନାଁ ନେଉନି ଆଳୁ ସଂକଟ। ବଜାରରୁ ଗାଏବ ହେଲାଣି ଆଳୁ, ଚଢା ଦର ଦେଖି ଖାଉଟି ନିରାଶ । ଏହାରି ଭିତରେ ଓଡ଼ିଶାରେ ଆଳୁ ସଂକଟ ଦୂର ପାଇଁ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିବା ନେଇ…

ଗିରଫ ହେଲେ ଯାଜପୁର CT&GST ଆସିଷ୍ଟାଣ୍ଟ କମିସନର

ଭୁବନେଶ୍ୱର: ଗିରଫ ହେଲେ ଯାଜପୁର CT&GST ଆସିଷ୍ଟାଣ୍ଟ କମିସନର ବିନୟ ଭୂଷଣ ତ୍ରିପାଠୀ ।  ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କର ଦୁଇ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ । ବିଭିନ୍ନ ବ୍ୟାଙ୍କରେ ତାଙ୍କ ପରିବାର ଲୋକଙ୍କ ନାଁରେ…