ସ୍ମାର୍ଟ ମିଟର ଖୋଲି ଗ୍ରୀଡ୍ ଆଗରେ ଫୋପାଡ଼ିଲେ ଶହଶହ ଚାଷୀ
ବରଗଡ : ସ୍ମାର୍ଟ ମିଟର ନାଁରେ ଶୋଷଣ। ଟାଟା ପାୱାର ବିରୋଧରେ ହଲ୍ଲାବୋଲ। ତାତିଲେ ଲୋକେ। ଘରୁ ଉପାଡିଲେ ବିଦ୍ୟୁତ୍ ମିଟର। ଟାଟା ପାୱାର ଗ୍ରୀଡ୍ ଅଫିସ ଆଗରେ ଫିଙ୍ଗିଲେ। ଚାଷୀମାନେ ସ୍ମାର୍ଟ ମିଟର ଧରି ବିଶାଳ ଶୋଭାଯାତ୍ରାରେ ଟାଟା ପାୱାର…
ବରଗଡ : ସ୍ମାର୍ଟ ମିଟର ନାଁରେ ଶୋଷଣ। ଟାଟା ପାୱାର ବିରୋଧରେ ହଲ୍ଲାବୋଲ। ତାତିଲେ ଲୋକେ। ଘରୁ ଉପାଡିଲେ ବିଦ୍ୟୁତ୍ ମିଟର। ଟାଟା ପାୱାର ଗ୍ରୀଡ୍ ଅଫିସ ଆଗରେ ଫିଙ୍ଗିଲେ। ଚାଷୀମାନେ ସ୍ମାର୍ଟ ମିଟର ଧରି ବିଶାଳ ଶୋଭାଯାତ୍ରାରେ ଟାଟା ପାୱାର…
ପୁରୀ : ଶ୍ରୀମନ୍ଦିର ଆନନ୍ଦ ବଜାରରେ ଆଉ ଚାଲିବନି ଭକ୍ତଙ୍କୁ ଶୋଷଣ କି ଦୁର୍ବ୍ୟବହାର। ବିକ୍ରି ହେବନି ବାସି ଅବଢ଼ା। ସାବାଡ଼ ହେବେ ଅସାଧୁ ବ୍ୟବସାୟୀ ଓ ଅଣ ସେବକ। କାରଣ ଆନନ୍ଦ ବଜାରରେ ସେମାନଙ୍କୁ ଜଗିବେ ଦକ୍ଷ ଅବସରପ୍ରାପ୍ତ ସେନା…
ଭୁବନେଶ୍ଵର: ବିଶ୍ଵ ଖାଦ୍ୟ କାର୍ଯ୍ୟକ୍ରମର ଭାରତ ନିର୍ଦେଶକ ଏଲିଜାବେଥ୍ ଫୌରଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଲୋକସେବା ଭବନରେ ଏହି ସୌଜନ୍ୟ ସାକ୍ଷାତ କାର୍ଯ୍ୟକ୍ରମ ଅବସରରେ ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ…
କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ)ର ୧୬ତମ ପ୍ରତିଷ୍ଠା ଦିବସ ଗୁରୁବାର ଦିନ ଏହାର ମୁଖ୍ୟ କ୍ୟାମ୍ପସ ସୁନାବେଡ଼ାଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ବିଶ୍ୱବିଦ୍ୟାଳୟ ପତାକା ଉତ୍ତୋଳନ କରିବା ସହ ପ୍ରତିଷ୍ଠା ଦିବସ…
ଯାଜପୁର : ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଲୋଡ଼ିଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ସାହୁ। ଯାଜପୁର ଜିଲ୍ଲାପାଳ ଓ ଏସ୍ପିଙ୍କୁ ସେ ମାଗିଛନ୍ତି ସୁରକ୍ଷା। ହିମାଂଶୁ ସାହୁଙ୍କ ଧର୍ମଶାଳା କୁମାରି ସ୍ଥିତ କାର୍ଯ୍ୟାଳୟରେ ଗୁଳିମାଡ଼ ଅଭିଯୋଗ…
ଭୁବନେଶ୍ବର : ଆଜି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର। ପୂର୍ବ କେନ୍ଦ୍ରୀୟ ଓ ସନ୍ନିକଟ ଉତ୍ତର ବଙ୍ଗୋପ ସାଗରରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଆଗାମୀ ୨ ଦିନରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ମୁହାଇଁ ଦକ୍ଷିଣ ଓଡ଼ିଶା ଓ…
ଭୁବନେଶ୍ବର : ଜାତୀୟ କ୍ରୀଡ଼ା ଦିବସ ଅବସରରେ ଆଜି ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୨୩ ଏବଂ ବିଜୁ ପଟ୍ଟନାୟକ ସାହାସିକତା ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି। ରାଜ୍ୟ କନଭେନସନ ହଲରେ ମୁଖ୍ୟମନ୍ତ୍ରୀ ମୋହନ…
ଭୁବନେଶ୍ବର : ନୂଆଁଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେପ୍ଟେମ୍ବର ୮ ତାରିଖରେ ନୂଆଁଖାଇ ପର୍ବ ପଡ଼ୁଛି। ତେବେ ସେହିଦିନ ରବିବାର ପଡୁଛି। ରବିବାର ଛୁଟି ଦିବସ ହୋଇଥିବାରୁ ୯ ତାରିଖ…
ଭୁବନେଶ୍ବର : ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୃଦ୍ଧି ପାଇଲା ସିଂହ/ସିଂହୀଙ୍କ ସଂଖ୍ୟା। କାରଣ ଆଜି ୫ ଶାବକଙ୍କୁ ଜନ୍ମ ଦେଇଛି ସିଂହୀ ବିଜ୍ଲୀ। ସିଂହ ସମ୍ରାଟ ଓ ସିଂହୀ ବିଜ୍ଲୀଙ୍କ ମିଳନରୁ ଏହି ୫ ଶାବକ ଜନ୍ମ ହୋଇଛନ୍ତି। ବିଜ୍ଲୀ…
ଭୁବନେଶ୍ବର : ମଣିଷକୁ ସଂକ୍ରମଣ ହୋଇନି ବାର୍ଡ ଫ୍ଲୁ। ପୁରୀ ଜିଲ୍ଲାରୁ ସଂଗୃହୀତ ଅସୁସ୍ଥ ବ୍ୟକ୍ତିଙ୍କ ନମୁନା ନେଗେଟିଭ୍ ଆସିଛି। ବାର୍ଡ ଫ୍ଲୁକୁ ନେଇ ଜାରି ରହିଥିବା ଆତଙ୍କ ଭିତରେ ଆଜି ଏଭଳି ସୂଚନା ଦେଇ ଆଶ୍ୱସ୍ତି ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ…