ପଦକ ବିଜେତା ହକି ଟିମ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଟିମ ସହ ଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତୀୟ ଟିମ ଆଜି ସ୍ପେନକୁ ୨-୧ରେ ହରାଇବା ପରେ ପ୍ରଧାନମନ୍ତ୍ରୀ ପ୍ରଥମେ ଏକ୍ସ ଯୋଗେ ଶୁଭେଚ୍ଛା…

ରାଜଧାନୀରେ ଖୋଲିଲା ୨୪ ଘଣ୍ଟିଆ ଶସ୍ୟ ଏଟିଏମ୍

ଭୁବନେଶ୍ବର: ସାଧାରଣତଃ ଏଟିଏମ୍‌ରୁ ଟଙ୍କା ବାହାରୁଥିବା କଥା ସମସ୍ତେ ଜାଣିଛନ୍ତି। ମାତ୍ର ଏଣିକି ଏଟିଏମରୁ ଖାଦ୍ୟଶସ୍ୟ ବାହାରିବ। ଏହି କ୍ରମରେ ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱରରେ ଏକ ‘ଶସ୍ୟ ଏଟିଏମ୍’ ସ୍ଥାପନ କରାଯାଇଛି । ଏହି ଏଟିଏମରେ ୨୪ ଘଣ୍ଟିଆ ଚାଉଳ /…

ଏହି ୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ପଶ୍ଚିମ ଝାଡ଼ଖଣ୍ଡ ଓ ତାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାସହ ମୌସୁମୀ ସକ୍ରିୟ ରହିଥିବା ବେଳେ ଆହୁରି ୪୮ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ଆଞ୍ଚଳିକ ପାଣିପାଗ ବିଜ୍ଞାନ…

ନାଫେଡ୍ ଯୋଗାଇବ ଆଳୁ, ଖାଉଟିଙ୍କୁ କିଲୋ ୩୦ଟଙ୍କାରେ ମିଳିବ

ଭୁବନେଶ୍ବର : ରାଜ୍ୟରେ ଆଳୁ ସଙ୍କଟ ଦୂର କରିବା ପାଇଁ ରାଜ୍ୟ ସରକାର ଆଜି ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି । ନାଫେଡ୍ ମାଧ୍ୟମରେ ରାଜ୍ୟ ସରକାର ଆଳୁ କିଣିବେ ଓ ଖାଉଟିଙ୍କୁ ଏଣିକି ଆଳୁ ୩୦ଟଙ୍କା ଦରରେ ଯୋଗାଇ ଦିଆଯିବ ବୋଲି…

ମହାପ୍ରଭୁଙ୍କ ମୂଲ୍ୟବାନ ଖଣି ଖାଇଗଲେ; ୧୯ ଲିଜଧାରୀଙ୍କୁ ନୋଟିସ୍‌

ଭୁବନେଶ୍ବର : କୋଟି ଓଡ଼ିଆଙ୍କ ମଉଡମୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଲ୍ୟବାନ ଖଣି ଖାଇଗଲେ ମାଫିଆ। ଉତ୍ତୋଳନ ପାଇଁ ଯେତିକି ଅନୁମତି ନେଇଥିଲେ, ତା’ଠାରୁ ଢ଼ର ଗୁଣା ପଥର ତାଡ଼ି ବିକିଦେଲେ। ଏଭଳି ମହାଲୁଟ୍‌ ଧରାପଡ଼ିବା ପରେ, ୧୯ ଜଣ ଖଣି ଲିଜଧାରୀଙ୍କୁ…

ଗାଡ଼ି ପାର୍କିଂକୁ ନେଇ ଡବଲ ମର୍ଡ଼ର: ଦୁଇ ଅଭିଯୁକ୍ତ ଅଟକ

ଭୁବନେଶ୍ବର: ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ହାଇଟେକ୍ ଆପାର୍ଟମେଣ୍ଟ ନିକଟ କଲ୍ୟାଣୀ ପ୍ଲାଜାରେ ଗାଡ଼ି ପାର୍କିଂକୁ ନେଇ ଦୁଇ ପରିବାରର ଭିତରେ କଥା କଟାକଟିରୁ ଗଣ୍ଡଗୋଳ ହୋଇଥିଲା। ପାର୍କିଂକୁ ନେଇ ଗଣ୍ଡଗୋଳରୁ ଦୁଇଜଣଙ୍କ ଛାତିରେ ଛୁରୀ ଭୁସି ହତ୍ୟା କରାଯାଇଥିଲା। ମୃତ…

ରସିକଙ୍କ ପାଇଁ ରାଜ୍ୟ ବାହାରକୁ ଯିବେ ପୁଲିସ୍: ଖୋଲିବ ରାଜ୍ୟ ବାହାରର ରହସ୍ୟମୟୀ ମହିଳାଙ୍କ ଲିଙ୍କ୍

ଭୁବନେଶ୍ବର: ଠକ ସତ୍ୟଜିତଙ୍କ ପାଇଁ ରାଜ୍ୟ ବାହାରକୁ ପୁଲିସ୍ ଯିବ। ରସିକନାଗର ସିଣ୍ଡିକେଟରେ ରହସ୍ୟମୟୀ ମହିଳାଙ୍କର ସମ୍ପୃକ୍ତି ଥିବା ପୁଲିସ୍ ଜାଣିବାକୁ ପାଇଛି। ରହସ୍ୟମୟୀ ମହିଳାଙ୍କ ଭୂମିକା ସନ୍ଦେହ ବଢ଼ାଉଛି। ସତ୍ୟଜିତ୍ ଏବଂ ରହସ୍ୟମୟୀ ମହିଳା ଭିତରେ ଟଙ୍କା ନେଣଦେଣକୁ ନେଇ…

ବେଆଇନ ଆଇସ୍କ୍ରିମ ଫ୍ୟାକ୍ଟ୍ରି ଉପରେ ଚଢ଼ଉ

ପାରାଦୀପ : ପାରାଦୀପରେ ଚାଲିଥିଲା ବେଆଇନ ଆଇସ୍କ୍ରିମ ଫ୍ୟାକ୍ଟ୍ରି। ଭିତରଗଡ଼ ବସ୍ତିରେ ଚାଲିଥିବା ଆଇସ୍କ୍ରିମ ଫ୍ୟାକ୍ଟ୍ରି ଉପରେ ଖାଦ୍ୟ ନିରାପତ୍ତା ଅଧିକାରୀ ଚଢ଼ାଉ କରିଛନ୍ତି। ବିନା ଲାଇସେନ୍ସ ଓ ବିନା ଆବଶ୍ୟକ କାଗଜପତ୍ରରେ ଦୀର୍ଘ ଦିନରୁ ସେଠାରେ ଫ୍ୟାକ୍ଟ୍ରି ଚାଲିଥିଲା। ପ୍ରସ୍ତୁତ…

ରାସ୍ତା ନଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ରୋଗୀ

ଦେବଗଡ଼ : ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ। ଖଟିଆରେ ବୁହା ହେଲେ ରୋଗୀ। ପ୍ରାୟ ଏକ କିଲୋମିଟର ତାଙ୍କୁ ଖଟିଆରେ ବୋହି ଆଣିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଯାଇଥିଲା। ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ରାମଚନ୍ଦ୍ରପୁର ଗାଁରେ ଦେଖିବାକୁ ମିଳିଛି…

୧୧୦କେଜିରୁ ଅଧିକ ପରିମାଣର ଗଞ୍ଜେଇ ଜବତ, ୨ ଗିରଫ

ବାଲେଶ୍ଵର: ଜିଲ୍ଲା ଅବକାରୀ ମୋବାଇଲ ଟିମ୍, ନୀଳଗିରି, ଜଳେଶ୍ଵର ଓ ଗୋପାଳପୁର ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଗୋପାଳପୁର ଥାନା ଜୁଣିଆ ଠାରେ  ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୧୧୦କେଜିରୁ ଅଧିକ ପରିମାଣର ଗଞ୍ଜେଇ, ଯାହାର ମୂଲ୍ୟ ୩ଲକ୍ଷ ଟଙ୍କାରୁ…