ଥାନା ସମ୍ମୁଖରେ ଦେହରେ ନିଆଁ ଲଗାଇଦେଲେ ମହିଳା
କଟକ: ଦେହରା ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲେ ମହିଳା। କଟକ ଜିଲ୍ଲା ମହାଙ୍ଗା ଥାନା ସମ୍ମୁଖରେ ଆଜି ଏପରି ଘଟଣା ଘଟିଛି। ଯାହାଫଳରେ ମହିଳାଙ୍କ ଶରୀରରେ ୫୪ ପ୍ରତିଶତ ପୋଡି ଯାଇଛି। ତାଙ୍କୁ ଏସ୍ସିବିରେ ଭର୍ତ୍ତି କରାଯାଇଛି। ଗୁରୁବାର ରାତିରେ ଖର୍ତ୍ତାଙ୍ଗ…
କଟକ: ଦେହରା ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲେ ମହିଳା। କଟକ ଜିଲ୍ଲା ମହାଙ୍ଗା ଥାନା ସମ୍ମୁଖରେ ଆଜି ଏପରି ଘଟଣା ଘଟିଛି। ଯାହାଫଳରେ ମହିଳାଙ୍କ ଶରୀରରେ ୫୪ ପ୍ରତିଶତ ପୋଡି ଯାଇଛି। ତାଙ୍କୁ ଏସ୍ସିବିରେ ଭର୍ତ୍ତି କରାଯାଇଛି। ଗୁରୁବାର ରାତିରେ ଖର୍ତ୍ତାଙ୍ଗ…
କୋରାପୁଟ: ପୁଣି ଆଉ ଏକ ବଜ୍ରକାପ୍ତା ଜବତ । କୋରାପୁଟ ଜିଲ୍ଲା ନନ୍ଦପୁର ସେମିଳିଗୁଡା ରାସ୍ତା ବଡେଗାଁ ଗ୍ରାମ ନିକଟରୁ ଫରେଷ୍ଟ ଡିଭିଜନ ଓ ପୋଲିସ ସହାୟତାରେ ବଜ୍ରକାପ୍ତା ସହ ଏକ ଅଲ୍ଟୋ କାର ଜବତ ହୋଇଛି । ଏହି ଘଟଣାରେ…
୨୦୨୨ ପାଇଁ ଜାତୀୟ ସିନେ ପୁରସ୍କାର ଘୋଷିତ । ଓଡ଼ିଆ ଫିଲ୍ମ ‘ଦମନ’କୁ ଜାତୀୟ ସିନେ ପୁରସ୍କାର ମିଳିଛି । ଆଞ୍ଚଳିକ ଫିଚର ଫିଲ୍ମ ବର୍ଗରେ ‘ଦମନ’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ବିବେଚିତ ହୋଇଛି । ବିଶାଲ ମୌର୍ଯ୍ୟ ଓ ଦେବୀ…
ଭୁବନେଶ୍ବର: ଅସରାଏ ବର୍ଷାରେ ଭୁଶୁଡି ପଡିଛି ରାଜଧାନୀ ଛାତିରେ ଥିବା ସ୍କୁଲ କାନ୍ଥ । ଅଲ୍ପକେ ବଞ୍ଚିଗଲା ଅନେକ ଜୀବନ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ୟୁନିଟ୍ ୯ ମହାରାଜା ହଲ ପଛପଟେ ଥିବା ଏକ ଘରୋଇ ସ୍କୁଲରେ…
କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ୱାସ୍ଥ୍ୟକର୍ମୀ ଓ ସାଧାରଣ ଜନତା। ସୁରକ୍ଷା ଦାବି ନେଇ ଚାଲିଥିବା ଏହି ହଟ୍ଟଗୋଳ ମଧ୍ୟରେ ଦେଶର ସମସ୍ତ…
ଘଟଗାଁ: ଘଟଗାଁ ଥାନା କାଶିବେଡା ଗ୍ରାମରେ ଅଭାବନୀୟ ଘଟଣା । ସ୍ୱାମୀକୁ ପଥରରେ ଛେଚି ହତ୍ୟା କଲା ସ୍ତ୍ରୀ । ପ୍ରତିଦିନ ନିଶାସକ୍ତ ସ୍ୱାମୀର ଅତ୍ୟାଚାର ଅସହ୍ୟ ହେବାରୁ ସହିନପାରି ସ୍ୱାମୀକୁ ହତ୍ୟା କରିଥିବା କୁହାଯାଉଛି । ମୃତକ ହେଲେ ସୁନାରାମ ମୁଣ୍ଡା…
ଭୁବନେଶ୍ବର: କୋଲକାତାରେ ମହିଲା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଧିରେ ଧିରେ ତୀବ୍ର ହେଉଛି ଡାକ୍ତର ଆନ୍ଦୋଳନ । ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ଜୋର ସୋର ଦେଖିବାକୁ ମିଳିଛି । ଆଜି ଏହାକୁ ନେଇ କଟକ…
ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଭଙ୍ଗାରୁଜା ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି କଲିକତା ହାଇକୋର୍ଟ। ରାଜ୍ୟ ପ୍ରଶାସନର ଏହା ସମ୍ପୂର୍ଣ୍ଣ ରୂପେ ବିଫଳତା ବୋଲି ହାଇକୋର୍ଟ କହିଛନ୍ତି। ଏଥିସହ ଏପରି ହେଲେ ମହିଳାମାନେ…
ବରଗଡ଼: ମୁଖା ପିନ୍ଧି ଆସିଲେ । ଆଉ ଘରେ ଥିବା ଝିଅର ହାତ ଗୋଡ଼ ବାନ୍ଧିଦେଲେ । ଝିଅ ବି କିଛି କହି ପାରୁ ନଥିଲା । ଘରେ ଯାହା କିଛି ଥିଲା ସବୁ ନେଇ ଫେରାର ମାରିଲେ ମୁଖାଧାରୀ ଦୁର୍ବୃତ୍ତ…
ଭୁବନେଶ୍ବର: ଦକ୍ଷିଣ ବାଂଲାଦେଶ ତତସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକା ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୁଳ ଏବଂ ତତ-ସଂଲଗ୍ନ ବାଂଲାଦେଶ ଉପକୁଳ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ…