ପୁଣି ଜଣେ ନର୍ସଙ୍କୁ ଦୁଷ୍କର୍ମ ପରେ ହତ୍ୟା, ୯ ଦିନ ପରେ ମିଳିଲା ମୃତଦେହ

କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଚାଲିଥିବା ଦେଶବ୍ୟାପୀ ଅସନ୍ତୋଷ ମଧ୍ୟରେ ଆଉ ଏକ ଏପରି ଖବର ସାମ୍ନାକୁ ଆସିଛି। ଉତ୍ତରାଖଣ୍ଡର ଘଟିଛି ସମାନ ଘଟଣା। ଜଣେ ନର୍ସଙ୍କୁ ଅପରଣ ପରେ ଦୁଷ୍କର୍ମ ଓ ହତ୍ୟା କରାଯାଇଛି। ମହିଳା ଜଣକ…

ଭୁବନେଶ୍ଵରରେ ପହଞ୍ଚିଲେ ହକି ତାରକା ଅମିତ ରୋହିଦାସ

ଭୁବନେଶ୍ୱର : ଓଡ଼ିଶା ଫେରିଲେ ଅଲିମ୍ପିକ୍ସ ହକି ହିରୋ ଅମିତ ରୋହିଦାସ । ଅଲିମ୍ପିକ୍ସରେ କ୍ରମାଗତ ବ୍ରୋଞ୍ଜ ପଦକ ଜିତିବା ପରେ ଆଜି ଭୁବନେଶ୍ବର ଫେରିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଭୁବନେଶ୍ଵର ଏକାମ୍ର ବିଧାୟକ…

ହାଇକୋର୍ଟଙ୍କ ନିର୍ଦ୍ଦେଶ, ଗିରଫ ହେବ ଆଉ ଏକ ଜାହାଜ

ପାରାଦୀପ: ଆ‌ଉ ଏକ ଜାହାଜକୁ ଗିରଫ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ। MV ୱାଡି ଆଲବୋଷ୍ଟନ ନାମକ ଇଜିପ୍ଟ ଫ୍ଲାଗସିପ୍‌କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ହାଇକୋର୍ଟଙ୍କ ପରବର୍ତ୍ତୀ ଆଦେଶ ନ ମିଳିବା ପର୍ଯ୍ୟନ୍ତ ପାରାଦୀପ ଛାଡ଼ିପାରିବନି ଜାହାଜ। ଏଥିପାଇଁ କୁଜଙ୍ଗ…

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଭୁବନେଶ୍ବର: ଦକ୍ଷିଣ ବଙ୍ଗୋପ ସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ।  ସକ୍ରିୟ ରହିଛି ମୌସୁମୀ ।  ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ।  ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା…

ରାଜ୍ୟର ଶ୍ରେଷ୍ଠ ମେଡିକାଲ୍ କଲେଜର ମାନ୍ୟତା ଲାଭ କଲା ଏମ୍ସ ଭୁବନେଶ୍ୱର

ଭୁବନେଶ୍ୱର: ଦେଶର ଶ୍ରେଷ୍ଠ ମେଡିକାଲ କଲେଜ ବର୍ଗରେ ୧୫ତମ ସ୍ଥାନରେ ରହିଛି ଏମ୍ସ ଭୁବନେଶ୍ୱର । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ତାଲିକା (ଏନଆଇଆରଏଫ) ଜାରି ହୋଇଛି । ଗତ ବର୍ଷ ଏହି ଜାତୀୟ ଅନୁଷ୍ଠାନ…

ମହଙ୍ଗା ପଡିଲା ଗଞ୍ଜେଇ ମାଫିଆଙ୍କୁ ଛାଡ଼ିଦେବା, ୧୧ ପୋଲିସ କର୍ମଚାରୀ ନିଲମ୍ବିତ

କୋରାପୁଟ : କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ପୋଲିସ କର୍ମଚାରୀ ।  ୩ SIଙ୍କ ସହ ୧୧ ପୋଲିସ କର୍ମଚାରୀ ନିଲମ୍ବିତ ।  ଗଞ୍ଜେଇ ମାଫିଆଙ୍କୁ ଛାଡ଼ିଦେବା ମାମଲାରେ ନିଲମ୍ବିତ ହୋଇଛନ୍ତି । ମାଛକୁଣ୍ଡ ଓ ଲମତାପୁଟ ଥାନାର ୧୧ ପୋଲିସ…

OYO ରୁମରୁ ଦୁଇ ବଙ୍ଗୀୟ ଯୁବତୀଙ୍କ ସହ ରଙ୍ଗୀଲା ସ୍ୱାମୀଙ୍କୁ ଧରିଲେ ସ୍ତ୍ରୀ

ଭୁବନେଶ୍ବର: ରାଜଧାନୀରେ ସ୍ଵାମୀ ଉପରେ ଜଣେ ମହିଳା ରସିକ ସ୍ବାମୀର ଷ୍ଟିଙ୍ଗ ଅପରେସନ କରିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପୁଲିସକୁ ସାଙ୍ଗରେ ନେଇ ମହିଳା ନିଜ ସ୍ବାମୀକୁ  ଓୟୋ ହୋଟେଲ ରୁମରୁ ଅନ୍ୟ ଦୁଇ ଯୁବତୀଙ୍କ ସହ ଧରିଛି। ଏମିତି ଅଭାବନୀୟ ଘଟଣା…

ଶେଖ ହସିନାଙ୍କ ମନ୍ତବ୍ୟ ନେଇ ଭାରତକୁ ବାଂଲାଦେଶର ଚେତାବନୀ

ଢାକା: ଶେଖ ହସିନାଙ୍କୁ କ୍ଷମତାଚ୍ୟୁତ କରିବା ପରେ ବାଂଲାଦେଶରେ ଏକ ନୂତନ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ନିକଟରେ ଦେଇଥିବା ମନ୍ତବ୍ୟକୁ ଦର୍ଶାଇ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଭାରତୀୟ ଉଚ୍ଚ କମିଶନରଙ୍କୁ ଏକ ବାର୍ତ୍ତା ଦେଇଛନ୍ତି।…

ପୁରୀରେ ପୁଣି ନିର୍ମମ ହତ୍ୟାକାଣ୍ଡ, ବେଳାଭୂମିରୁ ମିଳିଲା ଯୁବକଙ୍କ ମୃତଦେହ

ପୁରୀ : ପୁରୀରେ ପୁଣି ହତ୍ୟା । ବଳିଆପଣ୍ଡା ଥାନା ଅଞ୍ଚଳ ବେଳାଭୂମିରୁ ମୃତଦେହ ଉଦ୍ଧାର ।  ମୃତକ ବାଲେଶ୍ବର ସୋର ଅଞ୍ଚଳର ପ୍ରହଲ୍ଲାଦ ଦାସ । ପ୍ରହଲ୍ଲାଦଙ୍କ ମୁଣ୍ଡ, ବାମ ଆଖି ଓ କାନକୁ ଅତି ନିର୍ମମ ଭାବେ ଧାରୁଆ ଅସ୍ତ୍ରରେ…

ଏସସିବିରେ ରୋଗୀଙ୍କୁ ଦୁଷ୍କର୍ମ ଘଟଣା, ମୁହଁ ଖୋଲିଲେ ଗିରଫ ଡାକ୍ତରଙ୍କ ପତ୍ନୀ

କଟକ: ଏସସିବିରେ ରୋଗୀଙ୍କୁ ଜଣେ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗରେ ମୁହଁ ଖୋଲିଛନ୍ତି ତାଙ୍କ ପତ୍ନୀ। ତାଙ୍କର କହିବାନୁସାରେ, ମୋ ସ୍ବାମୀଙ୍କୁ ଫଶାଯାଉଛି, ଜାଣିଶୁଣି କ୍ୟାରିୟର ନଷ୍ଟ କରିଦେବାକୁ ଚାହୁଁଛନ୍ତି। ସେ ଆସନ୍ତା ମାସରେ ଡିଗ୍ରୀ ପାଇଥାନ୍ତେ ବୋଲି ସେ କହିଛନ୍ତି। ତାଙ୍କ…