‘ମୁଁ ମୋ ଆରାଧ୍ୟ ଶିବାଜୀଙ୍କ ଚରଣରେ ମଥା ରଖି କ୍ଷମା ମାଗୁଛି’

ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାରେ ଥିବା ଛତ୍ରପତି ଶିବାଜୀଙ୍କ ମୂର୍ତ୍ତି ଭୁଶୁଡିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାରାଜ ଛତ୍ରପତି ଶିବାଜୀ ଆମ ଦେବତା, ମୁଁ ମୋ ଆରାଧ୍ୟଙ୍କ ଚରଣରେ ମଥା ରଖି କ୍ଷମା ମାଗୁଛି ବୋଲି ପ୍ରଧାନମନ୍ତ୍ରୀ…

ୟୁଟ୍ୟୁବ ଓ ଇନଷ୍ଟାଗ୍ରାମ ରିଲ୍ସ ଦେଖି ଶିଖିଲେ ଡକାୟତି, କୌଶଳକ୍ରମେ ଚୋରଙ୍କୁ କାବୁ କଲା ପୋଲିସ

ସୋସିଆଲ ମିଡିଆ ସାହାଯ୍ୟରେ ଲୋକମାନେ ବହୁତ କିଛି ନୂଆ ନୂଆ ଜିନିଷ ଶିଖୁଛନ୍ତି । କିଏ ରୋଷେଇ କରିବା ଶିଖୁଛି ତ କିଏ ସୋସିଆଲ ମିଡିଆରୁ ପାଠ ପଢୁଛି । କିନ୍ତୁ ଏବେ ସୋସିଆଲ ମିଡିଆର ଅପ ବ୍ୟବହାର ହେଉଛି ।…

ଭିଜିଲାନ୍ସ ଜାଲରେ ଡିଇଓ ଅଫିସର କନିଷ୍ଠ କିରାଣୀ, ୬ଟି ସ୍ଥାନରେ ଚାଲିଛି ରେଡ୍‌

ବାଲେଶ୍ବର: ଭିଜିଲାନ୍ସ ଜାଲରେ ଡିଇଓ ଅଫିସର କନିଷ୍ଠ କିରାଣୀ। କନିଷ୍ଠ କିରାଣୀ ପ୍ରଦୀପ ଦାସଙ୍କ ଘରେ ଭିଜିଲାନ୍ସ ରେଡ୍‌। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚାଲିଛି ରେଡ୍‌। ବାଲେଶ୍ବର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚାଲିଛି…

ସୁପ୍ରିମକୋର୍ଟଙ୍କ ତାଗିଦ ପରେ କ୍ଷମା ମାଗିଲେ ରେଭନ୍ଥ ରେଡ୍ଡୀ

ବିଆରଏସ ନେତ୍ରୀ କେ କବିତାଙ୍କୁ ଜାମିନ ମିଳିବା ଉପରେ ତେଲାଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ ଦେଇଥିବା ବୟାନକୁ ନେଇ ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଏପରି ବୟାନ ପାଇଁ ମୁଁ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରୁଛି ବୋଲି ରେବନ୍ଥ ରେଡ୍ଡୀ…

ଓଡ଼ିଶା ଫେରିଲେ ଡାକ୍ତର ସ୍ୱୀକୃତି ମହାପାତ୍ର, ୱାୟନାଡ଼ ଭୂସ୍ଖଳନରେ ହୋଇଥିଲେ ଆହତ

ଭୁବନେଶ୍ୱର : ଓଡ଼ିଶା ଫେରିଲେ କେରଳ ଓ୍ୱାୟନାଡ ଭୂସ୍ଖଳନରେ ଆହତ ଡାକ୍ତର ସ୍ୱୀକୃତି ମହାପାତ୍ର । ଆଜି ନିଜ ଘର ଝାରସୁଗୁଡା କୁ ଫେରିଛନ୍ତି । ସୁସ୍ଥ ହେବା ପରେ ସେ ତାଙ୍କ ଭଉଣୀଙ୍କ ସହ ଝାରସୁଗୁଡ଼ା ଫେରିଛନ୍ତି । ସ୍ୱୀକୃତିଙ୍କୁ ଝାରସୁଗୁଡା…

ବିଦ୍ୟୁତ ଆଘାତରେ ଦନ୍ତାର ମୃତ୍ୟୁ !

ଖୋର୍ଦ୍ଧା: ବିଦ୍ୟୁତ ଆଘାତରେ ଦନ୍ତା ହାତୀର ମୃତ୍ୟୁ। ଖୋର୍ଦ୍ଧା ବନଖଣ୍ଡ ଡମଣଭୂଇଁ ଭଣ୍ଡାରୀଝର ନିକଟରେ ଦନ୍ତା ହାତୀର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିଦ୍ୟୁତ ଆଘାତରେ ହାତୀଟିର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ତଥାପି…

ସ୍ମାର୍ଟ ମିଟର ଖୋଲି ଗ୍ରୀଡ୍ ଆଗରେ ଫୋପାଡ଼ିଲେ ଶହଶହ ଚାଷୀ

ବରଗଡ : ସ୍ମାର୍ଟ ମିଟର ନାଁରେ ଶୋଷଣ। ଟାଟା ପାୱାର ବିରୋଧରେ ହଲ୍ଲାବୋଲ। ତାତିଲେ ଲୋକେ। ଘରୁ ଉପାଡିଲେ ବିଦ୍ୟୁତ୍‌ ମିଟର। ଟାଟା ପାୱାର ଗ୍ରୀଡ୍ ଅଫିସ ଆଗରେ ଫିଙ୍ଗିଲେ। ଚାଷୀମାନେ ସ୍ମାର୍ଟ ମିଟର ଧରି ବିଶାଳ ଶୋଭାଯାତ୍ରାରେ ଟାଟା ପାୱାର…

ବିକ୍ରି ହେବନି ବାସି ଅବଢ଼ା; ସାବାଡ଼ ହେବେ ଅସାଧୁ ବ୍ୟବସାୟୀ ଓ ଅଣ ସେବକ

ପୁରୀ : ଶ୍ରୀମନ୍ଦିର ଆନନ୍ଦ ବଜାରରେ ଆଉ ଚାଲିବନି ଭକ୍ତଙ୍କୁ ଶୋଷଣ କି ଦୁର୍ବ୍ୟବହାର। ବିକ୍ରି ହେବନି ବାସି ଅବଢ଼ା। ସାବାଡ଼ ହେବେ ଅସାଧୁ ବ୍ୟବସାୟୀ ଓ ଅଣ ସେବକ। କାରଣ ଆନନ୍ଦ ବଜାରରେ ସେମାନଙ୍କୁ ଜଗିବେ ଦକ୍ଷ ଅବସରପ୍ରାପ୍ତ ସେନା…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶ୍ଵ ଖାଦ୍ୟ କାର୍ଯ୍ୟକ୍ରମ ପ୍ରତିନିଧି ଦଳ

ଭୁବନେଶ୍ଵର: ବିଶ୍ଵ ଖାଦ୍ୟ କାର୍ଯ୍ୟକ୍ରମର ଭାରତ ନିର୍ଦେଶକ ଏଲିଜାବେଥ୍‌ ଫୌରଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଲୋକସେବା ଭବନରେ ଏହି ସୌଜନ୍ୟ ସାକ୍ଷାତ କାର୍ଯ୍ୟକ୍ରମ ଅବସରରେ ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ…

ଖୁବଶୀଘ୍ର ଆଦିବାସୀ ପାଠାଗାର ଓ ସଂଗ୍ରହାଳୟ ପ୍ରତିଷ୍ଠା ହେବ: କୁଳପତି

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ)ର ୧୬ତମ ପ୍ରତିଷ୍ଠା ଦିବସ ଗୁରୁବାର ଦିନ ଏହାର ମୁଖ୍ୟ କ୍ୟାମ୍ପସ ସୁନାବେଡ଼ାଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ବିଶ୍ୱବିଦ୍ୟାଳୟ ପତାକା ଉତ୍ତୋଳନ କରିବା ସହ ପ୍ରତିଷ୍ଠା ଦିବସ…