ମହାପ୍ରଭୁଙ୍କ ମୂଲ୍ୟବାନ ଖଣି ଖାଇଗଲେ; ୧୯ ଲିଜଧାରୀଙ୍କୁ ନୋଟିସ୍
ଭୁବନେଶ୍ବର : କୋଟି ଓଡ଼ିଆଙ୍କ ମଉଡମୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଲ୍ୟବାନ ଖଣି ଖାଇଗଲେ ମାଫିଆ। ଉତ୍ତୋଳନ ପାଇଁ ଯେତିକି ଅନୁମତି ନେଇଥିଲେ, ତା’ଠାରୁ ଢ଼ର ଗୁଣା ପଥର ତାଡ଼ି ବିକିଦେଲେ। ଏଭଳି ମହାଲୁଟ୍ ଧରାପଡ଼ିବା ପରେ, ୧୯ ଜଣ ଖଣି ଲିଜଧାରୀଙ୍କୁ…
