ବାଂଲାଦେଶ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ

ବାଂଲାଦେଶରେ ଜାରି ରହିଥିବା ସ୍ଥିତି ଉପରେ ଭାରତ ସରକାରଙ୍କ ରହିଛି ତୀଖ୍ଣ ନଜର। ପରିସ୍ଥିତି ଯାହା ବି ହେବ ସେ ସମ୍ପର୍କରେ ସୂଚିତ କରାଯିବ। ପଡୋଶୀ ରାଷ୍ଟ୍ର ବାଂଲାଦେଶରେ ହଂସାତ୍ମକ ପରିବେଶ ଓ ଶେଖ ହସିନା ସରକାରଙ୍କ ପତନ ସମ୍ପର୍କରେ ଆଲୋଚନା…

ଆସନ୍ତାକାଲି ରାଜ୍ୟ କ୍ୟାବିନେଟର ବୈଠକ

ଭୁବନେଶ୍ୱର : ଆସନ୍ତା କାଲି ରାଜ୍ଯ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ମୋହନ ମାଝୀଙ୍କ ସରକାରର ଏହା ଚତୁର୍ଥ କ୍ୟାବିନେଟ ବୈଠକ ବସିବ। କିଛି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର ।…

ନୟାଗଡ଼ ନିର୍ବାଚନ ଅନିୟମିତତା ମାମଲାରେ ଅରୁଣ ସାହୁଙ୍କୁ ନୋଟିସ୍

କଟକ: ନୟାଗଡ଼ ନିର୍ବାଚନ ଅନିୟମିତତା ମାମଲାରେ ବିଜେଡି ବିଧାୟକ ଅରୁଣ ସାହୁଙ୍କୁ ନୋଟିସ୍ l ବିଜେଡି ବିଧାୟକ ଅରୁଣ ସାହୁଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ l ନାମାଙ୍କନ ସତ୍ୟପାଠରେ ଅରୁଣ ତଥ୍ୟ ଲୁଚାଇଥିବା ନେଇ ନିର୍ବାଚନ ବେଳେ ଅଭିଯୋଗ ହୋଇଥିଲା…

ୱାୟନାଡ ଭୂସ୍ଖଳନ: ଅଜଣା ମୃତଦେହଗୁଡ଼ିକର ହେଲା ଶେଷକୃତ୍ୟ ସମ୍ପନ୍ନ

ୱାୟନାଡ ଭୂସ୍ଖଳନ ପରି ପ୍ରାକୃତିକ ବିପର୍ଯ୍ୟୟକୁ ସପ୍ତାହେ ବିତି ସାରିଥିବା ବେଳେ ଶତାଧିକ ଲୋକ ଏଥିରେ ପ୍ରାଣ ହରାଇଛନ୍ତି। ଏଯାବତ ଚିହ୍ନଟ ହୋଇ ନଥିବା ବହୁ ମୃତଦେହର ପରିଚୟ ମିଳି ପାରି ନ ଥିବା ବେଳେ ସେମାନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାଯାଇଛି।…

ଜୋରରେ ଭାସିଯାଇ ଛାତ୍ରୀ ନିଖୋଜ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବସଲା ପଞ୍ଚାୟତ ସୁନାଭୁଇଁ ଗାଁ ନିକଟରେ ଥିବା ଜୋରରେ ଭାସିଗଲେ ଛାତ୍ରୀ । ପାଠ ପଢିବାକୁ ଯାଇ ଘରକୁ ଫେରିବା ବାଟରେ ଜୋର ପାର ହେଉଥିବା ବେଳେ ଛାତ୍ରୀ ଜଣକ ଜୋରରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି ।…

ଆସନ୍ତାକାଲି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୪ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ : ଆସନ୍ତାକାଲି ଶ୍ରାବଣ ଶୁକ୍ଲ ତୃତୀୟା ତିଥି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ୪ ଘଣ୍ଟା ବନ୍ଦ ରହିବ ଦର୍ଶନ । ସନ୍ଧ୍ୟା ୫ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ…

ଦୁଇ ଦିନିଆ ରିମାଣ୍ଡରେ ଧୋକାବାଜ ୫ ସ୍ତ୍ରୀଙ୍କ ସ୍ବାମୀ

ଭୁବନେଶ୍ବର: ରିମାଣ୍ଡରେ ଗଲା ୫ ସ୍ତ୍ରୀଙ୍କ ସ୍ୱାମୀ ସତ୍ୟଜିତ ସାମଲ । ଆଜିଠୁ ୨ ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ । ଖୋଳତାଡ଼ ପରେ ଖୋଲିବ ରସିକିଆ ପ୍ରେମିକର ସମସ୍ତ ଗୁମର । ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ବରରେ ୫ ଜଣ…

ଶେଖ୍ ହସିନାଙ୍କ ଇଂଲଣ୍ଡ ଯିବା ରାସ୍ତା ବନ୍ଦ

ବ୍ୟାପକ ହିଂସା ପରେ ଦେଶ ଛାଡି ପଳାଇ ଆସିଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଆଉ କିଛି ଦିନ ଭାରତରେ ରହିପାରନ୍ତି। ସେ ଏଠାରୁ ଇଂଲଣ୍ଡ ଯିବା ନେଇ ଯେଉଁ ଯୋଜନା ଚାଲିଥିଲା ତାହା ସ୍ପଷ୍ଟ ହୋଇପାରି ନାହିଁ। ତେଣୁ…

ଆଳୁ କେଜି ୬୦ ଛୁଇଁଲା

ଭୁବନେଶ୍ବର: ଗତ କିଛି ଦିନ ହେବ ଆଳୁ ଦର ସ୍ବାଭାବିକ ଥିବା ବେଳେ ଏବେ ପୁଣି ବଜାରରେ ତେଜିଛି ଆଳୁ ନିଆଁ । ଗୋଟିଏ ପଟେ ପଶ୍ଚିମବଙ୍ଗ ଆଳୁ ଦେଉନଥିବା ବେଳେ ୟୁପିରୁ ଆଳୁ ଆସିବା ଆଶା ଏବେ ମଉଳି ପଡିଛି…

ବନ୍ଧା ହେଲେ କୁବେର ଯନ୍ତ୍ରୀ: ୪୨ଟି ପ୍ଲଟ ସହ, ସୁନା ଗହଣା ସାଙ୍ଗକୁ ଜବତ ହୋଇଛି କାଗଜପତ୍ର

ଭୁବନେଶ୍ୱର : ବନ୍ଧା ହେଲେ କୁବେର ଯନ୍ତ୍ରୀ । ୫ ଜିଲ୍ଲାରେ ରହିଛି ମୋଟ୍ ୪୨ ପ୍ଲଟ। ଯାଜପୁର ଜିଲ୍ଲାରେ ୩୨, ଭୁବନେଶ୍ବରରେ ୩, ଖୋର୍ଦ୍ଧାରେ ଗୋଟିଏ, କଟକ, ଭଦ୍ରକ ଓ ଢେଙ୍କାନାଳରେ ୨ଟି ଲେଖାଏ ଫ୍ଲଟ ରହିଛି । ତା…