ବିଧାୟକଙ୍କ ଜୀବନ ପ୍ରତି ବିପଦ, ମାଗିଲେ ସୁରକ୍ଷା
ଯାଜପୁର : ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଲୋଡ଼ିଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ସାହୁ। ଯାଜପୁର ଜିଲ୍ଲାପାଳ ଓ ଏସ୍ପିଙ୍କୁ ସେ ମାଗିଛନ୍ତି ସୁରକ୍ଷା। ହିମାଂଶୁ ସାହୁଙ୍କ ଧର୍ମଶାଳା କୁମାରି ସ୍ଥିତ କାର୍ଯ୍ୟାଳୟରେ ଗୁଳିମାଡ଼ ଅଭିଯୋଗ…
