ହିମାଚଳ ପ୍ରଦେଶରେ ଆକାଶଫଟା ବର୍ଷା: ୩ ମୃତ, ୫୦ରୁ ଅଧିକ ନିଖୋଜ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ । କୁଲୁ, ମଣ୍ଡି ଏବଂ ରାମପୁରରେ ବାଦଲ ଫଟା ବର୍ଷାରେ ପ୍ରଳୟ ସୃଷ୍ଟି ହୋଇଛି । ବର୍ଷାରେ ଅନେକ ଘର ଧୋଇ ହୋଇ ଯାଇଛି । ରାମପୁର ତହସିଲ୍‌ରୁ ପ୍ରାୟ ୫୦ରୁ ଅଧିକ ଲୋକ…

ପୂଜା ଖେଡକରଙ୍କ ଆଗୁଆ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ : ପୂର୍ବତନ ଟ୍ରେନି ଆଇଏଏସ ପୂଜା ଖେଡକରଙ୍କ ଜାମିନ ଆବେଦନ ଖାରଜ। ସିଭିଲ ସର୍ଭିସ ପରୀକ୍ଷାରେ ସିଟ୍ ପାଇବା ପାଇଁ ଜାଲିଆତି କରିବା ମାମଲାରେ ଆଗୁଆ ଜାମିନ ଆବେଦନ କରିଥିଲେ ଖେଡକର, ଯାହାକୁ ଆଜି ଖାରଜ କରି ଦେଇଛନ୍ତି ଅଦାଲତ।…

ଆମେ ରିଲସ ଅପେକ୍ଷା କାମରେ ବିଶ୍ୱାସ କରୁ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ସଂସଦରେ କଂଗ୍ରେସ ଅଭିଯୋଗର ଉତ୍ତର ଦେଉ ଦେଉ ରାଗିଗଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଆଉ ଏହାପରେ ବିରୋଧୀଙ୍କ ଉପରେ ବର୍ଷିଥିଲେ । ସିଧା ସିଧା କଂଗ୍ରେସକୁ ଟାର୍ଗେଟ କରିବା ସହିତ ସେ କହିଥିଲେ, ଆମେ କେବଳ ରିଲ୍ସ ବନେଇବା…

ପତ୍ନୀ ହତ୍ୟାକାରୀକୁ ଫାଶୀ ଦଣ୍ଡାଦେଶ

ଭୁବନେଶ୍ବର : ପତ୍ନୀ ହତ୍ୟାକାରୀ ସ୍ୱାମୀକୁ ଫାଶୀ ଦଣ୍ଡାଦେଶ। ହତ୍ୟା ଅଭିଯୁକ୍ତଙ୍କ ମାଆ, ଝିଅ, ଭାଉଜ ଓ ୧୫ ଜଣ ସାକ୍ଷୀଙ୍କ ବୟାନ୍‌ ଏବଂ ଅନ୍ୟାନ୍ୟ ତଥ୍ୟ ଆଧାରରେ ଏସଡିଜେଏମ୍‌ କୋର୍ଟ ଏହି ରାୟ ଶୁଣାଇଛନ୍ତି। ୨୦୨୨ ମସିହା ଜୁନ ୯…

ବିଜେପିରେ ଯୋଗଦେଲେ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିବା ମମତା

ଭୁବନେଶ୍ବର : ବୁଧବାର ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିବା ମମତା ମହାନ୍ତ ଆଜି ବିଜେପିରେ ଯୋଗଦେଇଛନ୍ତି। ନୂଆଦିଲ୍ଲୀ ସ୍ଥିତି ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମଲ୍‌ ହୋଇଛନ୍ତି। ବିଜେପି ସାଧାରଣ ସଂପାଦକ ଅରୁଣ ସିଂହ ଓ ପ୍ରଭାରୀ ବିଜୟପାଲ୍‌…