ଭୂମିକମ୍ପରେ ଦୋହଲିଲା ଦିଲ୍ଲୀ

ନୂଆଦିଲ୍ଲୀ:ଦୋହଲିଲା ଦିଲ୍ଲୀ। ଅନୁଭୂତ ହେଲା ଭୂମିକମ୍ପ ଝଟ୍‌କା। ଭୟଭୀତ ହୋଇପଡିଲେ ରାଜଧାନୀବାସୀ। ଆଫଗାନିସ୍ତାନରେ ଭୟଙ୍କର ଭୂମିକମ୍ପ ହୋଇଥିବା ବେଳେ ଏହାର ପ୍ରଭାବ ଦିଲ୍ଲୀ-ଏନ୍‌ସିଆର୍‌ ଯାଏ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୭ ରେକର୍ଡ କରାଯାଇଛି। ଆଫଗାନିସ୍ତାନ ସମୟ ଅନୁଯାୟୀ,…

ଭାରତରେ ବଢୁଛି ଜୀବନ ହାରିବା ମାମଲା: କୃଷକଙ୍କ ରେକର୍ଡ ପାର୍‌ କଲେ ଛାତ୍ର

ନୂଆଦିଲ୍ଲୀ: ଏକ ନୂତନ ରିପୋର୍ଟରୁ ଜଣାପଡିଛି ଯେ ଭାରତରେ ଛାତ୍ର ଆତ୍ମହତ୍ୟା ହାର ଅବିଶ୍ବସନୀୟ ଭାବେ ବୃଦ୍ଧି ପାଇବାରେ ଲାଗୁଛି। ତେବେ ବଡ଼ କଥା ହେଉଛି ପୂର୍ବରୁ ଦେଶରେ କୃଷି ଆତ୍ମହତ୍ୟା ଅଧିକ ମାତ୍ରାରେ ରିପୋର୍ଟ କରାଯାଉଥିବା ବେଳେ ‌ଏବେ ସେହି…

ରାହୁଲ ଗାନ୍ଧିଙ୍କ ସାମରିକ କଳାର ଭିଡିଓ ଭାଇରାଲ, ପ୍ରତିପକ୍ଷଙ୍କୁ କରୁଛନ୍ତି ଚିତ୍‌

ନୂଆଦିଲ୍ଲୀ : ଜାତୀୟ କ୍ରୀଡ଼ା ଦିବସ ଅବସରରେ କଂଗ୍ରେସ ସାଂସଦ ରହୁଲ ଗାନ୍ଧି ଗୋଟିଏ ପୁରୁଣା ଭିଡିଓକୁ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧି ନିଜର ସାମରିକ କଳା ଦେଖାଇଛନ୍ତି। ସେ ଜାପାନିଜ ସାମରିକ କଳା…

ମୁଁ କୌଣସି ଜୁନିୟର୍‌ ଡାକ୍ତରଙ୍କୁ ଧମକ ଦେଇନାହିଁ: ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର କହିଛନ୍ତି ଯେ କୋଲକାତା ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କ ବଳାତ୍କାର-ହତ୍ୟାକୁ ବିରୋଧ କରୁଥିବା ଡାକ୍ତରଙ୍କୁ ସେ କେବେ ବି ଧମକ ଦେଇନାହାଁନ୍ତି। ଆନ୍ଦୋଳନକାରୀ ଜୁନିଅର ଡାକ୍ତରମାନଙ୍କୁ ଧମକ ଦେବା ଅଭିଯୋଗ…

ଜଗନଙ୍କୁ ଝଟକା: ଦଳ ଛାଡ଼ିଲେ ଦୁଇ ଜଣ ସାଂସଦ, ଟିଡିପିରେ ମିଶିବେ

ହାଇଦ୍ରାବାଦ : ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୱାଇଏସ୍‌ଆର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀଙ୍କୁ ବଡ଼ ଝଟକା ଲାଗିଛି। ଆଜି ଦଳର ଦୁଇ ଜଣ ରାଜ୍ୟସଭା ସାଂସଦ ତାଙ୍କ ହାତ ଛାଡ଼ି ଦେଇଛନ୍ତି। ୱାଇଏସ୍‌ଆର କଂଗ୍ରେସ ଟିକେଟରୁ ଦୁଇ…

ଅଡୁଆରେ ମଣ୍ଡି ସାଂସଦ, କୃଷକ ଆନ୍ଦୋଳନ ମନ୍ତବ୍ୟ ପରେ ନଡ୍ଡାଙ୍କୁ ଭେଟିଲେ କଙ୍ଗନା

ଚଣ୍ଡୀଗଡ଼ : ୨୦୨୦-୨୧ କୃଷକ ଆନ୍ଦୋଳନ ବିରୋଧରେ ତାଙ୍କ ମନ୍ତବ୍ୟରୁ ଦଳ ନିଜକୁ ଦୂରେଇ ରଖିବାର କିଛି ଦିନ ପରେ ବିଜେପି ମଣ୍ଡି ସାଂସଦ କଙ୍ଗନା ରାଣାୱତ ଆଜି (ଗୁରୁବାର) ସକାଳେ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଦଳର ଅଧ୍ୟକ୍ଷ ତଥା କେନ୍ଦ୍ର…

ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ନଂ-1 ହେଲେ ଗୌତମ ଆଦାନୀ

ନୂଆଦିଲ୍ଲୀ : ଧନୀ ତାଲିକାରେ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଆଗେଇ ଯାଇଛନ୍ତି ଗୌତମ ଆଦାନୀ। ବର୍ତ୍ତମାନ ଭାରତର ସବୁଠୁ ଧନୀ ହେଉଛନ୍ତି ଗୌତମ ଆଦାନୀ। ତାଙ୍କ ସମ୍ପତ୍ତି ମୂଲ୍ୟ 11.6 ଲକ୍ଷ କୋଟି ଟଙ୍କା। ହୁରୁନ ଇଣ୍ଡିଆ ରିପୋର୍ଟରେ ଏହା ପ୍ରକାଶ…

ରାଜଧାନୀରେ ଚାଞ୍ଚଲ୍ୟ; ଚାଲିଥିଲା ତନ୍ତ୍ର ସାଧନା, ଦିଆଯାଉଥିଲା ନରବଳି !

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଭଡ଼ା ଘରେ ଚାଲିଥିଲା ତନ୍ତ୍ର ସାଧନା। ଆଉ କାଉଁରୀ କନ୍ୟାଙ୍କୁ ବଳି ଦିଆଯାଉଥିବା ଅଭିଯୋଗ ହେଉଛି। ଘର ଭିତରୁ ହାଡ ଓ ରକ୍ତ ରଞ୍ଜିତ ଗାଙ୍ଗୁଲା ମିଳିଥିବାରୁ ବଳି ଦିଆଯାଉଥିବା ଅଭିଯୋଗକୁ ବଳ ମିଳିଛି।…

ପୁଣି ଆରମ୍ଭ ହେବ ବ୍ୟାଘ୍ର ପ୍ରକଳ୍ପ, ୫ ବର୍ଷରେ ଆସିବେ ୧୪ଟି ବାଘ

ସାତକୋଶିଆ : ସାତକୋଶିଆକୁ ଆସିବେ ବାଘ । ପୁଣି ଆରମ୍ଭ ହେବ ଟ୍ରାନସ ଲୋକେସନ ପ୍ରକଳ୍ପ । ଏଥର ମହାରାଷ୍ଟ୍ର ତଡ଼ୋବା ଜଙ୍ଗଲରୁ ଆସିବ ବାଘ । ଟ୍ରାନସ ଲୋକେସନ ପାଇଁ  ମିଳିଛି  NTCAର ଗ୍ରୀନ ସିଗନାଲ ।  ୫ ବର୍ଷରେ ପର୍ଯ୍ୟାୟକ୍ରମେ…

ରାଜଧାନୀରୁ ନକଲି ଡାକ୍ତର ଗିରଫ

ଭୁବନେଶ୍ୱର: ପୁଣି ଜଣେ ନକଲି ଡାକ୍ତର ଗିରଫ । ରାଜଧାନୀ ଭୁବନେଶ୍ୱରରୁ ଆଜି ଜଣେ ନକଲି ଡାକ୍ତର ଗିରଫ ହୋଇଛନ୍ତି । ତାଙ୍କ ନାମ କୁମାର କାଣ୍ଡି । ତାଙ୍କ ନିକଟରୁ ବହୁ ପରିମାଣର ନକଲି ଔଷଧ ଜବତ ହୋଇଛି ।…