ରାଜ୍ୟରୁ ବିଦାୟ ନେବ ମୌସୁମୀ, ପାଗ ରହିଛି ଅନୁକୂଳ

ଭୁବନେଶ୍ବର: ରାଜ୍ୟରୁ ବିଦାୟ ନେବ ମୌସୁମୀ। ଏଥିପାଇଁ ବାୟୁ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି। ୨ ଦିନ ମଧ୍ୟରେ ଏହା ଓଡ଼ିଶାର କିଛି ଭାଗରୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟରୁ ଦକ୍ଷିଣ-ପଶ୍ଚିମ…

ମୁମ୍ବାଇରେ ଏନସିପି ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା, ୨ ଗିରଫ

ନୂଆଦିଲ୍ଲୀ : ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଅଜିତ ପାୱାରଙ୍କ ଏନସିପି ନେତାଙ୍କୁ ହତ୍ୟା । ବାବା ସିଦିକିଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ ।  ଦୁଇ ଜଣଙ୍କୁ ଗିରଫ କରି ପଚରାଉରା କରୁଛି ପୋଲିସ । ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ…

ଶାରଦୀୟ ଦୁର୍ଗୋତ୍ସବରେ ଶ୍ରୀକ୍ଷେତ୍ରରେ ନାଗାର୍ଜୁନଙ୍କୁ ଉପାସନା କରାଯାଏ

ଭାରତ ବର୍ଷରେ ଶରତକାଳୀନ ଶାରଦୀୟ ଦୁର୍ଗାପୂଜା ପ୍ରତିଟି ସ୍ଥାନରେ ଧୂମଧାମରେ ପାଳନ କରାଯାଏ। କିନ୍ତୁ କୌଣସି ସ୍ଥାନରେ ନାଗାର୍ଜୁନଙ୍କୁ ପୂଜା କରାଯାଇନଥାଏ। ହେଲେ ଶାରଦୀୟ ଦୁର୍ଗୋତ୍ସବରେ ଶ୍ରୀକ୍ଷେତ୍ରରେ ନିଆରା ପରମ୍ପରାରେ ଉପାସିତ ହୋଇଥାଆନ୍ତି ନାଗାର୍ଜୁନ। ନାଗାର୍ଜୁନଙ୍କୁ ବନଯାଗ ମନ୍ତ୍ରରେ ଉପସନା କରାଯାଇଥାଏ।…

ପ୍ରତିଦିନ ଅନିଚ୍ଛାକୃତ ଆଘାତ ମୃତ୍ୟୁରେ ଯାଉଛି ୫୭ ଜୀବନ

ଭୁବନେଶ୍ବର : ଦେଶରେ ବଢ଼ି ଚାଲିଛି ଅନିଚ୍ଛାକୃତ ଆଘାତ ମୃତ୍ୟୁ। ଏଭଳି ମୃତ୍ୟୁରେ ଓଡ଼ିଶା ଦେଶରେ ଅଷ୍ଟମ ସ୍ଥାନରେ ରହିଛି। ରାଜ୍ୟରେ ବର୍ଷକୁ ଲକ୍ଷେ ଲୋକଙ୍କ ଭିତରୁ ପ୍ରାୟ ୪୬ ଜଣଙ୍କ ଜୀବନ ନେଉଛି ଅନିଚ୍ଛାକୃତ ଆଘାତ। ୨୦୨୨ ମସିହାରେ ଅକାଳରେ…

୧୩୨୮ ସରକାରୀ ଚାକିରି ହରାଇବେ ଓବିସି ପ୍ରାର୍ଥୀ-ଏଲ୍‌ଟିଆର ଶିକ୍ଷକ ନିଯୁକ୍ତି!

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ୬୦୨୫ ପଦରେ ଏଲ୍‌ଟିଆର ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ପଛୁଆବର୍ଗଙ୍କ ପାଇଁ ମାତ୍ର ୧୧.୨୫% ସଂରକ୍ଷଣ ଥିବା ଯୋଗୁଁ ରାଜ୍ୟର ପଛୁଆବର୍ଗ ଶିକ୍ଷକ ଆଶାୟୀ ପ୍ରାର୍ଥୀମାନେ ଏହି ୬୦୨୫ ଶିକ୍ଷକ ପଦ…

ମଣ୍ଡପରୁ ଲୁଟିନେଲେ ମା’ଙ୍କର ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର

ଭୁବନେଶ୍ବର : ମଣ୍ଡପରୁ ଲୁଟିନେଲେ ମା’ଙ୍କର ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର। ଯାଜପୁର କୋରେଇ ଥାନା ବରୁଣ୍ଡେଇସ୍ଥିତ ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏନେଇ କୋରାଇ ଥାନାରେ ଅଭିଯୋଗ ହୋଇଛି। ଗତକାଲି ରାତିରେ ଭୋଜିଭାତ…

କାଲି ମହାନଦୀରେ ବୁଡ଼ିଯାଇଥିଲେ ୨ ଛାତ୍ର; ଆଜି ମିଳିଲା ମୃତଦେହ

ସମ୍ବଲପୁର : ଗତକାଲି ମହାନଦୀରେ ଗାଧୋଇଲା ବେଳେ ବୁଡ଼ିଯାଇଥିବା ଦୁଇ ନବମ ଶ୍ରେଣୀ ଛାତ୍ରଙ୍କ ମୃତଦେହ କରାଯାଇଛି। ସମଲେଶ୍ୱରୀ ଘାଟରୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାଯାଇଛି। ମୃତକ ଛାତ୍ର ଦ୍ୱୟ ହେଲେ କନିଷ୍କ ଓ ହିମାଂଶୁ। ଗତକାଲି ୨…

ଫୁଡ୍ ଷ୍ଟଲରେ ଚଢ଼ାଉ କଲା ବିଏମସି; ନଷ୍ଟକଲା ବାସି ଖାଦ୍ୟ

ଭୁବନେଶ୍ବର : ଭୁବନେଶ୍ୱରର ବିଭିନ୍ନ ପୂଜା ପେଣ୍ଡାଲ ପରିସରରେ ପଡ଼ିଥିବା ଖାଦ୍ୟ ଷ୍ଟଲ ଉପରେ ବିଏମସି ପକ୍ଷରୁ ଆଜି ଚଢାଉ କରାଯାଇଛି। ବାସି, ଅପମିଶ୍ରିତ ରଙ୍ଗ, ଏବଂ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ଖାଦ୍ୟକୁ ନଷ୍ଟ କରିଛି ବିଏମସି ଟିମ୍। ରଗୁଲଗଡ, ନୟାପଲ୍ଲୀ…

‘ବିଜୟର ଶ୍ରେୟ ନେଉଥିଲେ,ଏବେ ପରାଜୟ ପାଇଁ ଦାୟିତ୍ୱ ନିଅନ୍ତୁ ନବୀନ’

ଭୁବନେଶ୍ବର : ଆଗରୁ ପ୍ରତ୍ୟେକ ନିର୍ବାଚନରେ ଦଳର ବିଜୟ ହେବା ପରେ ଶ୍ରେୟ ନେଉଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ୨୦୨୪ ସାଧାରଣ ନିର୍ବାଚନରେ ଦଳ ହାରିଛି। ଦଳ କାହିଁକି ନିର୍ବାଚନ ହାରିଲା ତାହାର ଦାୟିତ୍ୱ ନିଅନ୍ତୁ ନବୀନ। ସମୀକ୍ଷା କରି…

ପାଠପଢ଼ା ଆରମ୍ଭ ହେଲାଣି ,+୨ରେ ଖାଲି ପଡ଼ିଛି ୧ ଲକ୍ଷ ୩୩ ହଜାର ଆସନ

ଭୁବନେଶ୍ବର : ଦୁଇମାସ ହେଲା +୨ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେଲାଣି। ଏପର୍ଯ୍ୟନ୍ତ ରାଜ୍ୟରେ ଥିବା ଜୁନିୟର କଲେଜ ବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଆସନ ପୂରଣ ହୋଇପାରିଲାନି। ବିଗତ ବର୍ଷଗୁଡ଼ିକ ପରି ୨୦୨୪-୨୫ ଶିକ୍ଷାବର୍ଷରେ ମଧ୍ୟ ସମାନ ପରିସ୍ଥିତି…