ଖୁବ ଶୀଘ୍ର ଆୟୁଷ୍ମାନ ଭାରତ ଯୋଜନା ସହ ଯୋଡ଼ିହେବେ ଓଡ଼ିଶାବାସୀ

ଭୁବନେଶ୍ବର: ଓଡ଼ିଶାବାସୀଙ୍କୁ କେନ୍ଦ୍ର ସରକାର ଖୁବ୍‌ ଶୀଘ୍ର ଆୟୁଷ୍ମାନ ଭାରତ ଯୋଜନା ସହ ଯୋଡ଼ିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନକ ପରେ ଅର୍ଥାତ ଆସନ୍ତା ୨୯ ତାରିଖରେ ଓଡ଼ିଶାର ଲୋକଙ୍କ ପାଇଁ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ମୋଦୀ…

ରାଜ୍ୟବ୍ୟାପୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଲା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘ

ନଭେମ୍ବର ୧ରୁ ଠପ ହେବ ୧୦୮ ଆମ୍ବୁଲାନ୍ସ । ରାଜ୍ୟବ୍ୟାପୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ। ଗଡିବନି ୧୩୦୦ ଆମ୍ବୁଲାନ୍ସ । ନୂତନ ଠିକା ସଂସ୍ଥା ଉଦ୍ଦେଶ୍ୟମୂଳକ ଭାବେ ୨୦୦ କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରିନଥିବା ଅଭିଯୋଗ ହୋଇଛି…

ହେଜବୁଲ୍ଲାର ଆଉ ଏକ କମାଣ୍ଡରକୁ ମାରିଲା ଇସ୍ରାଏଲ୍

ତେଲଅଭିବ୍: ଲେବାନନ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ ଜାରି ରହିଛି । ଇସ୍ରାଏଲର ଏୟାରଷ୍ଟ୍ରାଇକରେ ହିଜବୁଲ୍ଲାର ଆଉଜଣେ କମାଣ୍ଡର ମୃତ୍ୟୁବରଣ କରିଛି । ସେ ହେଉଛି ଅହମ୍ମଦ ଜାଫର ମଟୋକ । ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) କହିଛି ଯେ…

ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଅପରାହ୍ଣରେ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ପାରାଦୀପ, ମହାକାଳପଡା, ରାଜନଗର, ରାଜକନିକା ଓ ଚାନ୍ଦବାଲିର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଅନୁଧ୍ୟାନ କରିଥିଲେ। ଆକାଶ ମାର୍ଗରୁ…

ବ୍ରିକ୍ସ ରାଷ୍ଟ୍ରମୁଖ୍ୟଙ୍କୁ ମୋଦିଙ୍କ ଉପହାର, ରହିଛି ଝାରଖଣ୍ଡ ଓ ମହାରାଷ୍ଟ୍ରର କଳାକୃତି

ନିକଟରେ ସରିଥିବା ବ୍ରିକ୍ସ ଶିଖର ସମ୍ମିଳନୀର ସଦସ୍ୟ ରାଷ୍ଟ୍ରମୁଖ୍ୟଙ୍କୁ ଭାରତର କଳାକୃତି ଏବଂ ହସ୍ତତନ୍ତ ଉପହାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଯେଉଁଥିରେ ଝାରଖଣ୍ଡର କଳାକୃତି ଏବଂ ମହାରାଷ୍ଟ୍ରର ହସ୍ତତନ୍ତ ରହିଛି। ସରକାରୀ ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ରୁଷ ଗସ୍ତ ସମୟରେ ରାଷ୍ଟ୍ରପତି ଭ୍ଲାଦିମିର…

ବନ୍ୟା ପାଣିରେ ଭାସିଗଲେ ଯୁବକ, ଖୋଜୁଛି ଅଗ୍ନିଶମ ବାହିନୀ

ଚାନ୍ଦବାଲି  : ବନ୍ୟା ପାଣିରେ ଭାସି ଯୁବକ ନିଖୋଜ ।  ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଧୂଷୁରୀ ପଞ୍ଚାୟତ ବ୍ରାହ୍ମଣୀପାଳ ପଣ୍ଡା ପାଟଣା ଗାଁ ଜଣେ ଯୁବକଙ୍କ ବନ୍ୟା ପାଣିରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି । ଘଟଣାସ୍ଥଳରେ ଧାମନଗର ଅଗ୍ନିଶମ…

ଭାରତକୁ ବିକଶିତ ରାଷ୍ଟ୍ର କରିବା ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ: ଓମ୍ ବିର୍ଲା

ଭୁବନେଶ୍ୱର: ଓଡ଼ିଶାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା। ରାଜଭବନଠାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସହିତ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡା ସାକ୍ଷାତ କରିଛନ୍ତି।…

୧୦ ହୋଟେଲକୁ ବୋମା ଧମକ

ଭାରତୀୟ ବିମାନ ପରେ ଗୁଜରାଟର ହୋଟେଲ, ଆଉ ଏବେ ପୁଣି ଲକ୍ଷ୍ନୌର କିଛି ହୋଟେଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ମିଳିଛି। ଲକ୍ଷ୍ନୌର ପ୍ରତିଷ୍ଠିତ ୧୦ଟି ହୋଟେଲକୁ ବୋମା ଧମକ ମିଳିଥିବା ସୂଚନା ମିଳିଛି। ଇମେଲ୍ ଜରିଆରେ ହୋଟେଲଗୁଡ଼ିକୁ ବୋମା…

ବିଜେଡି ନେତା ପ୍ରତାପ ପଲାଇ ହତ୍ୟା ମାମଲା: ୧୬ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଆସିକା: ଆସିକା -ବ୍ରହ୍ମପୁର ମୁଖ୍ୟ ରାସ୍ତାରେ କରଞ୍ଜେଇ ଛକ ନିକଟରେ ୨୦୧୭ ନଭେମ୍ବର ୬ ତାରିଖ ରାତ୍ରି ପ୍ରାୟ ଆଠ ଘଣ୍ଟା ସମୟରେ ଚଳନ୍ତି ଆକବରୀ ବସରେ ଆସିକା ପକେଲାପଲ୍ଲୀ ଗ୍ରାମର ବିଜେଡି ନେତା ପ୍ରତାପ ପଲାଇଙ୍କୁ ଅତି ନିକଟରୁ ଗୁଳି…

ବାତ୍ୟା ‘ଦାନା’ରେ ପ୍ରଭାବିତ ହୋଇଛି ୧୦୮ ବ୍ଲକର ୧୬୭୧ ପଞ୍ଚାୟତ

ଭୁବନେଶ୍ଵର: ବାତ୍ୟା ପରର ସ୍ଥିତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା । ବାତ୍ୟା ‘ଦାନା’ ପ୍ରଭାବରେ ପ୍ରଭାବିତ ହୋଇଛି ୧୪ ଜିଲ୍ଲାର ୧୦୮ ବ୍ଲକର ୧୬୭୧ ପଞ୍ଚାୟତ । ସେହିପରି ୩୧ ସହରାଞ୍ଚଳର ୪୨୬ଟି ୱାର୍ଡ ବାତ୍ୟା ଯୋଗୁଁ…