ବାତ୍ୟା ମୁକାବିଲା ପାଇଁ ସରକାର ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୁରୀ ଓ ସାଗର ଦୀପ ଭିତରେ ସ୍ଥଳ ଭାଗରେ ବାତ୍ୟା ଅତିକ୍ରମ କରିବାର ସମ୍ଭାବନା ରହିଛି। ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ । ବାତ୍ୟାର ମୁକାବିଲା ପାଇଁ ସରକାରଙ୍କ ବିଭିନ୍ନ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ…

ଆତଙ୍କବାଦୀ ପନ୍ନୁର ଚେତାବନୀ; ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରନି

ଲଗାତାର କିଛି ଦିନ ହେବ ଭାରତୀୟ ବିମାନକୁ ବୋମା ଧମକ ମିଳୁ ଥିବାବେଳେ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ଆଉ ଏକ ଚେତାବନୀ ଦେଇଛି। ନଭେମ୍ବର ୧-୧୯ ଯାଏ ଏୟାର ଇଣ୍ଡିଆ ବିମାନରେ ଯାତ୍ରା ନ କରିବାକୁ ଧମକ ଦେଇଛି ପନ୍ନୁ। ଶିଖ୍ ହତ୍ୟାକାଣ୍ଡକୁ…

କିଟ୍‍ ଓ କିସ୍‍ ପରିଦର୍ଶନ କଲେ ସଂସଦୀୟ ଷ୍ଟାଣ୍ଡିଂ କମିଟି

ଭୁବନେଶ୍ୱର: ତଫସିଲଭୁକ୍ତ ଜାତି ଓ ଜନଜାତି କଲ୍ୟାଣ ସମ୍ବନ୍ଧୀୟ ସଂସଦୀୟ ଷ୍ଟାଣ୍ଡିଂ କମିଟି ରବିବାର କିଟ୍‍ ଓ କିସ୍‍ ଦର୍ଶନ କରିଛନ୍ତି। ସାଂସଦ ଡ. ଫଗନ ସିଂହ କୁଲସ୍ତେଙ୍କ ଅଧ୍ୟକ୍ଷତାରେ ଏହି କମିଟି କିଟ୍‍ ଓ କିସ୍‍ ପରିଦର୍ଶନରେ ଆସି କିଟ୍‍ର…

ପାରାଦୀପରୁ ଅପହୃତ ଛାତ୍ର କେନ୍ଦ୍ରାପଡ଼ାରୁ ଉଦ୍ଧାର

ସ୍କୁଲ ଯିବା ରାସ୍ତାରେ ଅପହୃତ ହେଲେ ଦଶମ ଶ୍ରେଣୀ ଛାତ୍ର। ଦୁର୍ବୃତ୍ତ ହାତ ବାନ୍ଧି ନିସ୍ତୁକ ପିଟିଥିବା ବେଳେ ସେମାନଙ୍କ କବଳରୁ ଖସି ଆସିବାକୁ ସଫଳ ହେଲେ ଛାତ୍ର। ଏହାପରେ ପୁଲିସ୍‌ ଓ ପରିବାର ଆଗରେ ସେ ବଖାଣିଛନ୍ତି ଛାତିଥରା ଘଟଣା। ଏପରି…

ଏନ୍‌କାଉଣ୍ଟର୍‌ରେ ୪ ନକ୍ସଲ ସଫା

ପୁଲିସକୁ ମିଳିଲା ବଡ଼ ସଫଳତ। ମହାରାଷ୍ଟ୍ରର ଗଡ଼ଚିରୋଲିରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ପୁଲିସ ଗୁଳିରେ ୪ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଗଡ଼ଚିରୋଲିର ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ C60 କମାଣ୍ଡୋ ଓ ନକ୍ସଲ…

ବାତ୍ୟା ‘ଦାନା’; ଏନଆରଟିଏସ୍ ଓ ସ୍କଲାରସିପ ପରୀକ୍ଷା ସ୍ଥଗିତ

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ବାତ୍ଯା ‘ଦାନା’ କାରଣରୁ ଏନଆରଟିଏସ୍ ଏବଂ ପ୍ରାଥମିକ ସ୍କଲାରସିପ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି। ସୋମବାର ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ ନ୍ୟାସନାଲ ରୁରାଲ୍ ଟାଲେଣ୍ଟ ସ୍କଲାରସିପ୍…

ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩% ବୃଢ଼ାଇଲେ ସରକାର

ଭୁବନେଶ୍ୱର: ଦୀପାବଳି ପୂର୍ବରୁ ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କୁ ଉପହାର ଦେଇଛନ୍ତି। ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା…

ବାଲିଗୁଡ଼ାରେ ଟିକା ନେଇ ୫୦ରୁ ଉର୍ଦ୍ଧ୍ୱ ଅସୁସ୍ଥ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ ଅଘଟଣ। ଯକ୍ଷ୍ମା (ଟିବି)ରୁ ରକ୍ଷା ପାଇଁ ଦିଆଯାଉଥିବା ବିସିଜି ଟିକା ନେଇ ୫୦ରୁ ଉଦ୍ଧ୍ବ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି । ଟିକା ନେବାର ୨ ରୁ ୩ ଦିନ ଯନ୍ତ୍ରଣା ପରେ…

ବଢ଼ୁଛି ରାଜଧାନୀରେ ପ୍ରଦୂଷଣ, ନଡ଼ା ଜାଳି ୧୪ କୃଷକ ଗିରଫ

ଦୀପାବଳି ପୂର୍ବରୁ ରାଜଧାନୀ ଦିଲ୍ଲୀରେ ବଢ଼ି ଚାଲିଛି ପ୍ରଦୂଷଣ। ବିଷାକ୍ତ ହେବାରେ ଲାଗିଛି ବାୟୁ। ପ୍ରତିବର୍ଷ ପଡୋଶୀ ରାଜ୍ୟ ହରିୟାଣାରେ କୃଷକମାନେ ନଡ଼ା ଜାଳିବା ଯୋଗୁ ପ୍ରଦୂଷଣ ବଢ଼ୁଥିବା ଅଭିଯୋଗ ହୋଇ ଆସୁଛି। ଏହାରି ଭିତରେ ଆକ୍ସନ ମୁଡ଼କୁ ଆସିଛନ୍ତି ସରକାର।…

ବାତ୍ୟା ‘ଦାନା’ର ମୁକାବିଲା ପାଇଁ ଟିପିଏସ୍ଓଡିଏଲ ପକ୍ଷରୁ ପ୍ରସ୍ତୁତି

ବ୍ରହ୍ମପୁର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଦାନା’କୁ ଦୃଷ୍ଟିରେ ରଖି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ତତ୍ପରତା ଦେଖାଇଛି। ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ସହ ବିଦ୍ୟୁତ ସରବରାହରେ ବାଧାବିଘ୍ନକୁ ହ୍ରାସ କରିବା ପାଇଁ କମ୍ପାନୀ…