ଚିରନିଦ୍ରାରେ ଓଡ଼ିଶା ବିଧାନସଭାର ପ୍ରଥମ ବିଧାୟକ ମକରଧ୍ୱଜ ପ୍ରଧାନ

ବ୍ରଜରାଜନଗର: ଓଡ଼ିଶା ବିଧାନସଭାର ପ୍ରଥମ ବିଧାୟକ ମକରଧ୍ୱଜ ପ୍ରଧାନଙ୍କର ଆଜି ଝାରସୁଗୁଡ଼ା ଜିଲ୍ଲା ବାଘମୁଣ୍ଡାସ୍ଥିତ ନିଜ ବାସଭବନରେ ପରଲୋକ ହୋଇଛି। ତାଙ୍କୁ ୧୦୨ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟଜନିତ କାରଣରୁ ସେ ଗତ ୨ମାସ ହେଲା ଶଯ୍ୟାଶାୟୀ ଥିଲେ। ଗାଁ ଶ୍ମଶାନରେ ତାଙ୍କର…

ମହାନଗର ନିଗମ ପକ୍ଷରୁ ବ୍ୟାବସାୟିକ ପ୍ରତିଷ୍ଠାନରେ ଚଢ଼ଉ

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସ୍ୱଚ୍ଛତା ସମ୍ବନ୍ଧୀୟ କାର୍ଯ୍ୟକାରିତା ପାଇଁ ବିଭିନ୍ନ ଅଞ୍ଚଳରେ ଥିବା ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ଉ ଅଭିଯାନ ଜାରି ରହିଛି । ଏହି କ୍ରମରେ ଅଇଁଠାପାଲିରୁ ବୁଢ଼ାରଜା ପର୍ଯ୍ୟନ୍ତ ସ୍ୱଚ୍ଛତା ସମ୍ବନ୍ଧୀୟ ସଚେତନତା ଓ କାର୍ଯ୍ୟକାରିତା…

ବିପନ୍ନଙ୍କୁ କଟୁ କଥା କହି ୪ ଅଧିକାରୀ ନିଲମ୍ବିତ, ମନ୍ତ୍ରୀ କହିଲେ- କାହାକୁ ଛଡ଼ାଯିବନି

ଭୁବନେଶ୍ବର : ବାତ୍ୟା ‘ଦାନା’ର ମୁକାବିଲା ନିମନ୍ତେ ତୃଣମୂଳ ସ୍ତରରେ ମୁତୟନ ହୋଇଥିଲେ ଅଧିକାରୀ। ବିପନ୍ନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇଦେବା ସହ ସ୍ଥିତିର ପରିଚାଳନା ନିମନ୍ତେ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ବିପର୍ଯ୍ୟୟ ସମୟରେ ବିପନ୍ନଙ୍କୁ ଅପମାନିତ କରିଥିବା ୪ ଅଧିକାରୀଙ୍କୁ…

୨୧ ଦାଦନ ଶ୍ରମିକ ଉଦ୍ଧାର, ୩ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ୨୧ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ପୁଲିସ ପକ୍ଷରୁ ପାଟ୍ରୋଲିଂ ସମୟରେ ଏକ ବୋଲେରୋ ଗାଡ଼ି ଏବଂ ୪ଟି ବାଇକକୁ ଅଟକାଇ ଯାଞ୍ଚ କରାଯିବା ପରେ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଛି। ପୁଲିସ ଏକ ବୋଲେରୋ ସହିତ…

ସୁଧୁରୁନି ଇସ୍କନ: ପୁଣି ଅବେଳରେ ଆୟୋଜନ କରିବାକୁ ଯାଉଛି ରଥଯାତ୍ରା

ଭୁବନେଶ୍ବର : ପୁଣି ଅଦିନରେ ରଥଯାତ୍ରା ଆୟୋଜନ। ପୁଣି ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଭାଙ୍ଗିବାକୁ ଇସ୍କନ ଅପଚେଷ୍ଟା କରୁଛି। ଅଦିନରେ ରଥଯାତ୍ରା ନକରିବାକୁ ପୂର୍ବ ପ୍ରତିଶ୍ରୁତିରୁ ଓହରି ଏଥର ଆମେରିକାର ହ୍ୟୁଷ୍ଟନରେ ନଭେମ୍ବର ୩ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ…

ଓଡିଶା ଆସିବେ କେନ୍ଦ୍ରୀୟ ଟିମ୍, ଆକଳନ କରିବେ ବାତ୍ୟା କ୍ଷୟକ୍ଷତି

ଭୁବନେଶ୍ବର : ସାମୁଦ୍ରିକ ଝଡ଼ ‘ଦାନା’ ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ମୟୂରଭଞ୍ଜ ଓ ଜଗତସିଂହପୁରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ ୧.୭୫ ଲକ୍ଷ ହେକ୍ଟର ଜମିର…

ପାଗ ଖରାପ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ କାର୍ଯ୍ୟକ୍ରମ ସ୍ଥଗିତ

ଭୁବନେଶ୍ଵର: ସାମୁଦ୍ରିକ ଝଡ଼ ‘ଦାନା’ ପ୍ରଭାବରେ ଉପକୂଳ ଓଡ଼ିଶାର ୩ଟି ଜିଲା ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଝଡ଼ ଯୋଗୁଁ ଗଛ ଓ ବିଜୁଳି ଭିତ୍ତିଭୂମି ବ୍ୟାପକ ନଷ୍ଟ ହୋଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି…

ମେଡିକାଲ୍‌ରେ ପିଲା ଜନ୍ମ ପରେ ହାତ ଖର୍ଚ୍ଚ ପାଇଁ ୫୦୦୦ ଟଙ୍କା ନେଲେ ନର୍ସ

ଅନୁଗୁଳ : ସରକାରୀ ମେଡିକାଲ୍‌ରେ ଅଜବ ଚିତ୍ର। ପିଲା ଜନ୍ମ ପରେ ହାତ ଖର୍ଚ୍ଚ ପାଇଁ ନର୍ସ ନେଲେ ୫୦୦୦ ଟଙ୍କା। ଆଉ କହିଲେ ଯିଏ ସରକାରୀ ମେଡ଼ିକାଲ୍‌ରେ ପ୍ରସବ କରାଇବ, ତାଙ୍କୁ ୫ ହଜାର ଟଙ୍କା ଦେବାକୁ ପଡ଼ିବ। ତେଣୁ…

ଆପାର୍ଟମେଣ୍ଟ ନିରାପତ୍ତା ପାଇଁ ପୋଲିସ କମିଶନରଙ୍କ ଅପିଲ, ସିସିଟିଭି ଫିଡ୍ ପୋଲିସ କଣ୍ଟ୍ରୋଲ ରୁମ୍କୁ ଦେବାକୁ ପରାମର୍ଶ

ଭୁବନେଶ୍ବର ୨୬।୧୦: ଆପାର୍ଟମେଣ୍ଟ ନିରାପତ୍ତା ପାଇଁ ପୋଲିସ କମିଶନରଙ୍କ ଅପିଲ । ସମସ୍ତ ଏଣ୍ଟ୍ରି ଓ ଏକ୍ସିଟ୍ ପଏଣ୍ଟରେ ସିସିଟିଭି ଲଗାଇବାକୁ ପରାମର୍ଶ । ସିସିଟିଭିର ଫିଡ୍ ପୋଲିସ କଣ୍ଟ୍ରୋଲ ରୁମ୍ କୁ ଦେବାକୁ ପରାମର୍ଶ । ନିଜ ଆପାର୍ଟମେଣ୍ଟର ତଥ୍ୟ…

ରାତି ଅଧରେ ୨୦ କେଜି ସୁନା ସହ ଗାଡ଼ି ଜବତ, ୨ ଅଟକ

ବାରିପଦା : ଜିଏସ୍‌ଟି ଫାଙ୍କିବା ସନ୍ଦେହରେ ମୟୂରଭଞ୍ଜ ଜିଲ୍ଲା ବାରିପଦାର ଏମକେସି ହାଇସ୍କୁଲ ଛକ ନିକଟରେ ଏକ ଲଜିଷ୍ଟିକ୍‌ ଗାଡ଼ିକୁ ଅଟକ ରଖିଛି ପୁଲିସ୍‌। ଉକ୍ତ ଗାଡ଼ିରେ ପ୍ରାୟ ୨୦ କେଜିରୁ ଊର୍ଦ୍ଧ୍ୱ ସୁନା ଥିବା ଜଣାଯାଇଛି। ସୁନା କେଉଁଠୁ ଆସୁଥିଲା…