ଜାତିସଂଘ ଶିବିର ଉପରେ ଇସ୍ରାଏଲର ଆକ୍ରମଣକୁ ନେଇ ଭାରତର ଚିନ୍ତା

ନୂଆଦିଲ୍ଲୀ: ଜାତିସଂଘ ଶାନ୍ତିସେନା ରହୁଥିବା ଶିବିରଗୁଡ଼ିକ ଉପରେ ଇସ୍ରାଏଲର ଆକ୍ରମଣକୁ ନେଇ ଭାରତ ଚିନ୍ତା ପ୍ରକଟ କରିଛି । ସ୍ଥିତି ଉପରେ ନଜର ରଖାଯାଇଛି ବୋଲି ନୂଆଦିଲ୍ଲୀ କହିଛି । ସୂଚନା ଅନୁସାରେ ଇସ୍ରାଏଲ ସେନା ଦକ୍ଷିଣ ଲେବାନନରେ ଥିବା ଜାତିସଂଘର…

ନାବାଳିକାକୁ ଟ୍ୟୁସନ ସାରଙ୍କ ଦୁଷ୍କର୍ମ ଅଭିଯୋଗ

ଖୋର୍ଦ୍ଧା : ନାଚୁଣୀ ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଘଟିଛି ଏକ ଲଜ୍ୟା ଜନକ ଘଟଣା  l ଜଣେ ନାବାଳିକା  7 ମ ଶ୍ରେଣୀ ଛାତ୍ରୀକୁ ସ୍କୁଲ ଗୃହରେ ଦୁଷ୍କର୍ମ କରିଛି ଟିଉସନ ମାଷ୍ଟର  l  ଏନେଇ ପୀଡିତାର ମା’ ନାଚୁଣୀ ଥାନା…

ରକ୍ତ ରଞ୍ଜିତ ହେଲା ମାଣିକେଶ୍ୱରୀଙ୍କ ପୀଠ, ପଡ଼ିଲା ୧୦ ହଜାର ପଶୁବଳି

ଭବାନୀପାଟଣା: ସଂପନ୍ନ ହେଲା ମାଆ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଜେନାଖାଲରୁ ଛତର ବାହାରି ଦିନ ୧୨ଟାରେ ମନ୍ଦିରରେ ପହଞ୍ଚିଥିଲା। ତେବେ ଏଥର ପାଖାପାଖି ୧୦ ହଜାରରୁ ଊର୍ଦ୍ଧ୍ବ ପଶୁବଳି ଦିଆଯାଇଥିବା ସୂଚନା ମିଳିଛି। କଳାହାଣ୍ଡିରେ ଶାରଦୀୟ ଦଶହରା କହିଲେ ଇଷ୍ଟଦେବୀ…

ଅଭ୍ୟାସ ବେଳେ ବିସ୍ଫୋରଣ, ୨ ଅଗ୍ନିବୀର ମୃତ

ସେନାରୁ ଆସିଛି ଦୁଃଖଦ ଖବର। ଅଭ୍ୟାସ ବେଳେ ଦୁଇ ଅଗ୍ନିବୀରଙ୍କ ମୃତ୍ୟୁ ହୋଇଛି। ଗୁଳି ଚଳାଇବା ପାଇଁ ଅଭ୍ୟାସ ବେଳେ ଏହି ଦୁଃଖଦ ଘଟଣା ଘଟିଛି। ସୂଚନା ଅନୁସାରେ, ଆଜି ମହାରାଷ୍ଟ୍ରର ନାଶିକର ଆର୍ଟିଲେରୀ ସେଣ୍ଟରରେ ଅଗ୍ନିବୀରଙ୍କ ଅଭ୍ୟାସ ଚାଲିଥିଲା। କିପରି…

୪ ପୁରସ୍କାର ଘୋଷିତ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସକୁ ମିଳିଛି ବଡ଼ ସଫଳତା। ନକ୍ସଲ ଦମନ ନେଇ ଚାଲିଥିବା ଅପରେସନରେ ପୁଲିସ ସଫଳତା ପାଉଥିବା ବେଳେ ଏବେ ନକ୍ସଲ ସଂଗଠନ ଧୀରେଧୀରେ ଦୁର୍ବଳ ହେଉଥିବା ବେଳେ ନକ୍ସଲମାନେ ସଂଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ…

ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ପୁରୀ: ଆସନ୍ତା ୨୩ ତାରିଖରେ ୨ ଦୁନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେବା ପାଇଁ କାର୍ଯ୍ୟକ୍ରମ ରହିଛି। ତେବେ ଆସନ୍ତା ୨୩ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ।…

ଜାପାନର ନିହୋନ୍ ହିଡାନକିଓ ସଂଗଠନକୁ ମିଳିବ ନୋବେଲ ଶାନ୍ତି ପୁରସ୍କାର

ଶାନ୍ତି ପାଇଁ ବିଶ୍ୱର ସମ୍ମାନସ୍ପଦ ପୁରସ୍କାର ନୋବେଲ ଘୋଷଣା ହୋଇଛି। ଜାପାନର ସଂଗଠନ ନିହୋନ୍ ହିଡାନକିଓକୁ ମିଳବ ଚଳିତ ବର୍ଷର ଏହି ଶ୍ରେଷ୍ଠ ସମ୍ମାନ। ପରମାଣୁ ଅସ୍ତ୍ର ବିରୋଧରେ ଅଭିଯାନ ପାଇଁ ଏହି ସଂଗଠନକୁ ନୋବେଲ ଶାନ୍ତି ପୁରସ୍କାର ଦିଆଯିବ। ଏନେଇ ଆଜି ନୋବେଲ…

ଆଗକୁ ସୃଷ୍ଟି ହେବାକୁ ଯାଉଛି ଦୁଇ ଦୁଇଟି ଲଘୁଚାପ

ଆଗକୁ ସୃଷ୍ଟି ହେବାକୁ ଯାଉଛି ଦୁଇ ଦୁଇଟି ଲଘୁଚାପ ।  ଏନେଇ ସୂଚାଇଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ ।  ଉତ୍ତର ଲାକ୍ଷାଦ୍ବୀପରେ ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଗାମୀ କିଛି ଦିନରେ ଅବପାତର…

ରାଜଧାନୀରେ ପର୍ଯ୍ୟଟକଙ୍କ ମନମୋହୁଛି ଦୁବାଇର ମିରାକଲ୍ ଗାର୍ଡେନ

ଭୁବନେଶ୍ଵର: ମଣ୍ଡପେ ବିରାଜମାନ କରିଛି ମାଆ ଦୁର୍ଗା। ଏଥିପାଇଁ ଚଳଚଞ୍ଚଳ ରାଜଧାନୀ ଭୁବନେଶ୍ୱରରୁ ପୁରପଲ୍ଲୀର କୋଣ ଅନୁକୋଣ । ଆଜି ଶାରଦୀୟ ଦୁର୍ଗାପୂଜାରେ ପୀଠରେ ମହାନବମୀ ଚାଲିଥିବା ବେଳେ ମଣ୍ଡପମାନଙ୍କରେ ମୁଣ୍ମୟୀ ଦେବୀ ପ୍ରତିମାଙ୍କର ମହାଷ୍ଟମୀ ଚାଲିଛି । ବେଦମନ୍ତ୍ରରେ ପ୍ରକମ୍ପିତ…

ମଦ୍ରାସା ଶିକ୍ଷକଙ୍କ ଦରମା ଦୁଇ ଗୁଣ ବଢ଼ାଇଲେ ସରକାର

ନିର୍ବାଚନ ପୂର୍ବରୁ ସଂଖ୍ୟାଲଘୁଙ୍କ ପାଖରେ ପହଞ୍ଚିବା ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ରର କ୍ଷମତାସୀନ ବିଜେପ-ଶିବସେନା ଓ ଏନସିପି ସରକାର। ଆଜି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟରେ ସଂଖ୍ୟାଲଘୁଙ୍କ ପାଇଁ ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ମୌଲାନା ଆଜାଦ ସଂଖ୍ୟାଲଘୁ ଆର୍ଥିକ…