October 16, 2024

ଆସନ୍ତା ୧୮ରୁ ଶ୍ରୀମନ୍ଦିରକୁ କେବଳ ସିଂହଦ୍ବାର ଓ ପଶ୍ଚିମଦ୍ବାର ଦେଇ ପ୍ରବେଶ ଅନୁମତି

ପୁରୀ : ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । କାର୍ତ୍ତିକ ମାସରେ ଶ୍ରଦ୍ଧାଳୁ ଓ ହବିଷ୍ୟାଳିଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ । ଶ୍ରୀମନ୍ଦିରକୁ କେବଳ ସିଂହଦ୍ବାର ଓ ପଶ୍ଚିମଦ୍ବାର…

ପୁଣି ମଝି ଆକାଶରେ ବୋମା ଆତଙ୍କ, ଆକାଶା ଏୟାର ଓ ଇଣ୍ଡିଗୋ ବିମାନକୁ ମିଳିଛି ବୋମା ଧମକ

ପୁଣି ମଝି ଆକାଶରେ ବୋମା ଆତଙ୍କ । ଆଜି ପୁଣି ୨ ବିମାନକୁ ବୋମା ଧମକ । ଆକାଶା ଏୟାର ଓ ଇଣ୍ଡିଗୋ ବିମାନକୁ ମିଳିଛି ବୋମା ଧମକ । ବେଙ୍ଗାଲୁରୁକୁ ଯାଉଥିବା ଅକାସା ଏୟାର ବିମାନ ଏବଂ ଦିଲ୍ଲୀକୁ ଯାଉଥିବା…

କାର୍ତ୍ତିକ ପୂର୍ବରୁ ବେଲଗାମ ପରିବା ଦର

କଟକ : ଦିନକ ପରେ କାର୍ତ୍ତିକ ମାସ । ପରିବା ଦର ମହଙ୍ଗା ହୋଇଛି । ମଧ୍ୟବିତ୍ତ ଓ ଗରିବ ପରିବାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । କିଛି ଦିନ ପରେ ହବିଷିଆଳିଙ୍କ ବ୍ରତ ଆରମ୍ଭ ହେବ। ଏହି ସମୟରେ…

ପାଣ୍ଡିଆନଙ୍କୁ ନୁହେଁ, ବିଜେଡିର ପରାଜୟ ପାଇଁ ଦୋଷ ଦେବାର ଅଛି ତ ନବୀନ ପଟ୍ଟନାୟକଙ୍କୁ ଦିଅ: ଦେବାଶିଷ ସାମନ୍ତରାୟ

ଭୁବନେଶ୍ବର: ଅମର ଶତପଥୀ ଓ ପ୍ରସନ୍ନ ପାଟଶାଣୀଙ୍କ ବିସ୍ପୋରକ ବୟାନ ଉପରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ‘ପାଣ୍ଡିଆନ ଆମ ନେତା ନୁହନ୍ତି। ବିଜେଡିର ପରାଜୟ ପାଇଁ ଦୋଷ ଦେବାର ଅଛି ତ ନବୀନ ପଟ୍ଟନାୟକଙ୍କୁ…

ଜମି ବିବାଦ ମଧ୍ୟରେ ହଠାତ ଇସ୍ତଫା ଦେଲେ ମୁଦା ମୁଖ୍ୟ

ମହୀଶୂର ଅର୍ବାନ ବିକାଶ ପ୍ରାଧିକରଣ (ମୁଦା)ର ମୁଖ୍ୟ ଏମକେ ମାରିଗୌଡ଼ା ହଠାତ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଅତନ୍ୟନ୍ତ ଘନିଷ୍ଠ ମାରିଗୌଡ଼ା ସ୍ୱାସ୍ଥ୍ୟଗତ କାରଣରୁ ମୁଦା ମୁଖ୍ୟରୁ ଇସ୍ତଫା ଦେଇଥିବା କହୁଛନ୍ତି। ହେଲେ ଏବେ କର୍ଣ୍ଣାଟକାରେ ମୁଦା…

ପୋଲିସ ଗାଡି ଭଙ୍ଗାରୁଜା, ଦୁଇ ପୁଲିସ୍‌ ASI ଗୁରୁତର; ୧୧ ଅଟକ

ସୁବର୍ଣ୍ଣପୁର: ତାତିଲେ ଗାଁ ଲୋକେ। ୩ ଡକାୟତଙ୍କ ସମେତ ପୁଲିସ୍‌କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ। ପୁଲିସ୍‌ ଗାଡ଼ିକୁ ଭାଙ୍ଗିଲେ। ଯେଉଁଥିପାଇଁ ରଣକ୍ଷେତ୍ର ପାଲଟିଲା ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଆନନ୍ଦନଗର ଗାଁ ଦାଣ୍ଡ। ଗାଁ ଲୋକଙ୍କ ଆକ୍ରମଣରେ ଦୁଇ ପୁଲିସ୍‌ ASI…

ଦ୍ରୁତଗାମୀ ଟ୍ରେନ ଆଗରୁ ବୃଦ୍ଧାଙ୍କୁ ବଞ୍ଚାଇବାକୁ ଯାଇ ଯୁବକ ଗୁତୃତର ଓ ବୃଦ୍ଧା ମୃତ

ବାଲେଶ୍ଵର : ଦ୍ରୁତଗାମୀ ଟ୍ରେନ ଆଗରୁ ବୃଦ୍ଧାଙ୍କୁ ବଞ୍ଚାଇବାକୁ ଯାଇ ଯୁବକ ଗୁତୃତର ଓ ବୃଦ୍ଧା ମୃତ । ବାଲେଶ୍ଵର ଅଙ୍ଗାରଗଡ଼ିଆ ଲେଭେଲ କ୍ରସିଂ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘଟଣା ଅନୁସାରେ ଅଙ୍ଗାରଗଡ଼ିଆ ଲେଭେଲ କ୍ରସିଂ…

ବିଭିନ୍ନ ଖାଦ୍ୟ ଶସ୍ୟର MSP ବୃଦ୍ଧି କଲେ କେନ୍ଦ୍ର ସରକାର

ଦେଶର ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ରବି ଫସଲଗୁଡ଼ିକ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସ୍‌ପି ବୃଦ୍ଧି ପ୍ରସ୍ତାବ ଉପରେ ଆଜି କେନ୍ଦ୍ର କ୍ୟାବିନେଟ ମୋହର ମାରିଛି। ଆସନ୍ତା ୨୦୨୫-୨୬ ସିଜିନ ପାଇଁ ବିଭିନ୍ନ ପ୍ରକାରର ରବି…

ଭୁବନେଶ୍ୱରରେ ନକଲି କଲ୍ ସେଣ୍ଟର, ୫ ଅଟକ

ଭୁବନେଶ୍ୱର: ଟୁଇନ୍ ସିଟି କମିଶନରେଟ୍ ପୋଲିସ ବୁଧବାର ଦିନ ଭୁବନେଶ୍ୱରରେ ଚାଲୁଥିବା ଏକ ନକଲି କଲ୍ ସେଣ୍ଟରକୁ ଠାବ କରିଛି। ଏହି ଘଟଣାରେ ୫ ଜଣ ଅଟକ ରହିଛନ୍ତି। ପୋଲିସ ସୂଚନା ଅନୁଯାୟୀ, ସାଇବର ଅପରାଧ ପାଇଁ ବ୍ୟବହୃତ ଏହି ନକଲି…

ଆସିକା ସାଂସଦ ପ୍ରାର୍ଥୀଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପୂର୍ବତନ ବିଧାୟିକା ଲତିକା ପ୍ରଧାନ

ବ୍ରହ୍ମପୁର: ଆସିକାରେ ବିଜେଡିକୁ ହରାଇବାକୁ ବିଜେପି ସହ ହାତ ମିଳାଇଥିଲେ ବିଜେଡି ସାଂସଦ ପ୍ରାର୍ଥୀ। ତାଙ୍କ ପାଇଁ ବିଜେଡି ଆସିକା ଲୋକସଭା ସହ ଅନେକ ବିଧାନସଭା କ୍ଷେତ୍ରରେ ହାରିଲା। ହିଞ୍ଜିଳିରେ ଭୋଟ କମିବା ସହ କବିସୂର୍ଯ୍ୟନଗରରେ ବି ଦଳ ତାଙ୍କ ପାଇଁ…