October 30, 2024

ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଉପରେ ଲାଗିବ ରୋକ୍; ଆଇନ ଆଣିବେ ସରକାର

ଭୁବନେଶ୍ବର: ଗତ କିଛି ବର୍ଷ ହେବ ଯାତ୍ରା ପ୍ରତି ପୁଣି ଆକୃଷ୍ଟ ହେଉଛନ୍ତି ଲୋକେ । ହେଲେ ଯାତ୍ରା ଆରମ୍ଭ ହେବା ପୂର୍ବରୁ ହେଉଥିବା ଆଇଟମ୍‌ ଡ୍ୟାନ୍ସକୁ ନେଇ ଅନେକ ସମୟରେ ବିବାଦ ଦେଖା ଦେଉଛି । ଫଳରେ ନାନା ପ୍ରକାରର…

ନଭେମ୍ବର ୨୬ରୁ ଆରମ୍ଭ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ନଭେମ୍ବର ୨୬ରୁ ଆରମ୍ଭ ହେବାକୁ ଥିବାବେଳେ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ବୁଧବାର ବିଧାନସଭା ସଚ୍ଚିବାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ନଭେମ୍ବରରେ ୫ ଏବଂ ଡିସେମ୍ବର ମାସରେ ୨୫ କାର୍ଯ୍ୟ ଦିବସ…

ୱାଇଏସ୍ ଜଗନ ରେଡ୍ଡୀ ଓ ଭଉଣୀ ଶର୍ମିଲା ସମ୍ପତ୍ତି ବିବାଦ; ଝିଅ ସପକ୍ଷରେ ବାହାରିଲେ ମାଆ

ୱାଇଏସଆର୍ କଂଗ୍ରେସ ମୁଖ୍ୟ ୱାଇଏସ୍ ଜଗନ୍ ମୋହନ ରେଡ୍ଡୀ ଏବଂ ତାଙ୍କ ଭଉଣୀ ତଥା କଂଗ୍ରେସ ନେତ୍ରୀ ୱାଇଏସ୍ ଶର୍ମିଲାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ସମ୍ପତ୍ତି ବିବାଦ ବେଶ ଚର୍ଚ୍ଚାରେ ରହିଛି। ଭାଇ-ଭଉଣୀଙ୍କ ମଧ୍ୟରେ ଚାଲିଥିବା ଏହି ସମ୍ପତ୍ତି…

ବଢିଲା କନଷ୍ଟେବଳ ନିଯୁକ୍ତି ଆବେଦନ ତାରିଖ

କଟକ: ଓଡ଼ିଶାର ବିଭିନ୍ନ ବାଟାଲିଅନରେ କନଷ୍ଟେବଳ ନିଯୁକ୍ତି ପାଇଁ ଆବେଦନର ଶେଷ ତାରିଖ ବୁଧବାର ଥିବାବେଳେ ଏହାକୁ ବୃଦ୍ଧି କରିଛନ୍ତି ମାନ୍ୟବର ହାଇକୋର୍ଟ । ଆବେଦନ ତାରିଖର ସମୟ ସୀମା ନଭେମ୍ବର ୧୫ ପର୍ଯ୍ୟନ୍ତ ବଢିଛି । ଓଡ଼ିଶା ପୋଲିସ ପକ୍ଷରୁ…

ଦୁଇ ଦିନ ତଳେ ମହାନଦୀକୁ ଡେଇଁଥିଲେ, ଆଜି ମିଳିଲା ମୃତଦେହ

ଗତ ସୋମବାର କଟକ ମୁଣ୍ଡଳୀ ବ୍ରିଜ୍ ଉପରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଥିଲେ ଜଣେ ବ୍ୟାଙ୍କ ମ୍ୟାନେଜର। ଦୁଇ ଦିନ ପରେ ତାଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର ହୋଇଛି। ମୃତକ ହେଲେ ତାରିଣୀ ପ୍ରସାଦ । ଢେଙ୍କାନାଳ କାବେରା…

ନଭେମ୍ବରରୁ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ଼

ଭୁବନେଶ୍ୱର: ଆସନ୍ତା ମାସରୁ ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ମିଳିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବୁଧବାର ଦିନ କହିଛନ୍ତି। ଦଶ ଲକ୍ଷରୁ ଅଧିକ ଆବେଦନ ଉପରେ ଯାଞ୍ଚ ଶେଷ ହେବା ପରେ…

ଜେଲରେ ରହି ଟିଭି ଚ୍ୟାନେଲକୁ ଲରେନ୍ସ ବିଷ୍ଣୋଇର ଇଣ୍ଟରଭ୍ୟୁ

ଗୋଟିଏ ଘରୋଇ ଟିଭି ଚ୍ୟାନେଲକୁ ଜେଲରେ ରହି ମାଫିଆ ବସ୍‌ ଲରେନ୍ସ ବିଷ୍ଣୋଇ ୨୦୨୨ରେ ଦେଇଥିବା ସାକ୍ଷାତକାର ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟ। ଶୁଣାଣି ବେଳେ ଏସଆଇଟି ପକ୍ଷରୁ ଦାଖଲ କରାଯାଇଥିବା ରିପୋର୍ଟକୁ…

‘ଓଡ଼ିଶା ଯାତ୍ରୀ’ ଆପ୍ ଉନ୍ମୋଚିତ

ଭୁବନେଶ୍ବର: ଉବେର ଏବଂ ଓଲା କମ୍ପାନୀର କ୍ୟାବ୍ କୁ ଟକ୍କର ଦେବାକୁ ଉନ୍ମୋଚିତ ହେଲା ‘ଓଡ଼ିଶା ଯାତ୍ରୀ’ ଆପ୍ । ଏହାକୁ ଉନ୍ମୋଚନ କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏହି ‘ଓଡ଼ିଶା ଯାତ୍ରୀ’…

ଆୟୁଷ୍ମାନ ଭାରତ ବନ୍ଦ କରି ଦିଲ୍ଲୀ ମଡେଲ ଲାଗୁ କରନ୍ତୁ : କେଜ୍ରିୱାଲ

ତେଜୁଛି ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ରାଜନୀତି। କେନ୍ଦ୍ର ସରକାରଙ୍କ ଏହି ଯୋଜନା ଦିଲ୍ଲୀରେ କାର୍ଯ୍ୟକାରୀ ନହେବା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମାଲୋଚନା ପରେ ତୁରନ୍ତ କାଉଣ୍ଟର ଆଟାକ୍ କରିଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆୟୁଷ୍ମାନ ଭାରତ ଯୋଜନା…

୮୪୩ ସରକାରୀ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ଚିଠି

ମୟୂରଭଞ୍ଜ: ଗତ ଆର୍ଥିକ ବର୍ଷରେ ମୟୂରଭଞ୍ଜ ଜିଲ୍ଲାକୁ ଦେଢ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କାମ ଆସିଥିଲା । ହେଲେ ଜିଲ୍ଲାରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟକାରିତା ମୂଳ ଲକ୍ଷ୍ୟରୁ ୬୫ ପ୍ରତିଶତ ପଛରେ ରହିଛି…