ଶାରଦୀୟ ଦୁର୍ଗୋତ୍ସବରେ ଶ୍ରୀକ୍ଷେତ୍ରରେ ନାଗାର୍ଜୁନଙ୍କୁ ଉପାସନା କରାଯାଏ
ଭାରତ ବର୍ଷରେ ଶରତକାଳୀନ ଶାରଦୀୟ ଦୁର୍ଗାପୂଜା ପ୍ରତିଟି ସ୍ଥାନରେ ଧୂମଧାମରେ ପାଳନ କରାଯାଏ। କିନ୍ତୁ କୌଣସି ସ୍ଥାନରେ ନାଗାର୍ଜୁନଙ୍କୁ ପୂଜା କରାଯାଇନଥାଏ। ହେଲେ ଶାରଦୀୟ ଦୁର୍ଗୋତ୍ସବରେ ଶ୍ରୀକ୍ଷେତ୍ରରେ ନିଆରା ପରମ୍ପରାରେ ଉପାସିତ ହୋଇଥାଆନ୍ତି ନାଗାର୍ଜୁନ। ନାଗାର୍ଜୁନଙ୍କୁ ବନଯାଗ ମନ୍ତ୍ରରେ ଉପସନା କରାଯାଇଥାଏ।…