ଚିକିତ୍ସା ଅବହେଳା ଜନିତ ମୃତ୍ୟୁର ତଦନ୍ତ ଆରମ୍ଭ

ଛତ୍ରପୁର: ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ଅବହେଳା ପାଇଁ ଜଣେ ବ୍ୟକ୍ତିଙ୍କର ଚଳିତ ମାସ ୨ ତାରିଖ ଦିନ ଚମାଖଣ୍ଡି ଥାନା ଅଧିନ ଘଡଘଡାପଲ୍ଲୀ ଗ୍ରାମର ଡି.ଜଗାରାଓ ପାତ୍ରଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଥିଲେ। ଶନିବାର ବ୍ରହ୍ମପୁର…

ବୀର ବାଳକ ବାଜି ରାଉତଙ୍କ ଜୀବନ ସ୍ୱଳ୍ପ ହୋଇପାରେ, କିନ୍ତୁ ତାଙ୍କ ବୀରତ୍ଵର ଗାଥା ବ୍ରିଟିଶ ସରକାର ବିରୁଦ୍ଧରେ ଲଢିବା ପାଇଁ ଲକ୍ଷ ଲକ୍ଷ ବାଜି ରାଉତ ସୃଷ୍ଟି କରିଥିଲା

ଭୁବନେଶ୍ୱର: ଜୟଦେବ ଭବନରେ ଆୟୋଜିତ ‘ଶହୀଦ ବାଜି ରାଉତ ଜୟନ୍ତୀ’ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ଯେ, ଦେଶର ସର୍ବ କନିଷ୍ଠ ଶହୀଦ ବାଜି ରାଉତଙ୍କ ଜୟନ୍ତୀ ସରକାରୀ ସ୍ତରରେ ବ୍ୟାପକ ରୂପେ ପାଳନ କରାଯିବ…

ଦୁର୍ଗାପୂଜାରେ ବେଙ୍ଗଲ କଏଦୀ ଖାଇବେ ମଟନ୍ ବିରିୟାନୀ ଓ ଚିକେନ ତରକାରୀ

କୋଲକାତା : ପଶ୍ଚିମବଙ୍ଗର କଏଦୀଙ୍କ ପାଇଁ ଦୁର୍ଗାପୂଜା ପାଇଁ ସ୍ପେଶାଲ ମେନୁ ପ୍ରସ୍ତୁତ କରାଯାଇଛି। ଜେଲରେ ଥିଲେ ମଧ୍ୟ କଏଦୀ ଖାଇବେ ସୁସ୍ୱାଦୁ ବ୍ୟଞ୍ଜନ। ମଟନ୍ ବିରିୟାନୀ, ଚିକେନ ତରକାରୀ ସହ ଅନ୍ୟାନ୍ୟ ବେଙ୍ଗଲର ପାରମ୍ପରିକ ଖାଦ୍ୟ ପରଷାଯିବ। ପଶ୍ଚିମବଙ୍ଗର ସଂଶୋଧନ…

୧୬ ବୁଲା କୁକୁରଙ୍କୁ ହତ୍ୟା ଅଭିଯୋଗରେ BSP ନେତା ଗିରଫ

ଚନ୍ନାଇ : ତାମିଲନାଡ଼ୁର ଜଣେ BSP ନେତାଙ୍କୁ ଗିରଫ କରିଛି ପୁଲିସ। ୧୬ଟି ବୁଲା କୁକୁରଙ୍କୁ ହତ୍ୟା କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଗିରଫ BSP ନେତା ହେଉଛନ୍ତି ୪୩ ବର୍ଷୀୟ ଭେଟ୍ରି ବନ୍ଧନ। ତିରୁଭଲ୍ଲୁର ପୁଲିସ ଆଜି ତାଙ୍କୁ…

ଏକଜିଟ ପୋଲ: ହରିୟାଣାରେ ଶେଷ ହେବ ବିଜେପି ଶାସନ, କଂଗ୍ରେସ ଫେରିବ

ନୂଆଦିଲ୍ଲୀ : ହରିୟାଣା ବିଧାନସଭାର ୯୦ଟି ଆସନ ପାଇଁ ଭୋଟ ଶେଷ ହେବା ପରେ ସମସ୍ତଙ୍କ ଅପେକ୍ଷା ଅକ୍ଟୋବର ୮କୁ। କାରଣ ସେହିଦିନ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ଏହାପୂର୍ବରୁ ଆସିଛି ଏକଜିଟ ପୋଲ ରେଜଲ୍ଟ। ୨୦୧୪…

ଘର ଭିତରୁ ମିଳିଲା ପୂର୍ବତନ କ୍ରିକେଟରଙ୍କ ମା’ଙ୍କ ରକ୍ତାକ୍ତ ମୃତଦେହ, କଟା ହୋଇଛି ତଣ୍ଟି

ପୁନେ : ଭାରତୀୟ ଟିମର ପୂର୍ବତନ କ୍ରିକେଟର ସଲିଳ ଅଙ୍କୋଲାଙ୍କ ମା’ ଆଉ ନାହାନ୍ତି। ପୁଣେରେ ଥିବା ସଲିଳଙ୍କ ଫ୍ଲାଟରୁ ମା’ଙ୍କ ରକ୍ତାକ୍ତ ମୃତଦେହ ମିଳିଛି। ତାଙ୍କ ତଣ୍ଟିରେ କଟା ଦାଗ ରହିଛି। ପୁଲିସର କହିବା କଥା ଯେ ସଲିଳଙ୍କ ମା’…

ଷ୍ଟେଜ ଉପରେ କଂଗ୍ରେସର ମହିଳା କର୍ମୀଙ୍କୁ ଅସଦାଚରଣ, ବିଜେପି ଛାଡ଼ିଲା ଭିଡିଓ

ଚଣ୍ଡୀଗଡ : ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଘଟଣା। କଂଗ୍ରେସର ଏକ କାର୍ଯ୍ୟକ୍ରମରେ ଜଣେ ଦଳୀୟ କର୍ମୀ ଷ୍ଟେଜ ଉପରେ ହୋଇଛନ୍ତି ଅସଦାଚରଣର ଶିକାର। ଷ୍ଟେଜ ଉପରେ ହୋଇଥିବା ଭିଡ଼ର ଫାଇଦା ଉଠାଇ କଂଗ୍ରେସର ଜଣେ ପୁରୁଷ କର୍ମୀ ମହିଳାଙ୍କୁ…

ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା: ଅଭିଯୁକ୍ତକୁ ଏନ୍‌କାଉଣ୍ଟର୍‌

ଲକ୍ଷ୍ନୌ : ଅମେଠୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଏନକାଉଣ୍ଟର। ପୁଲିସ ଠାରୁ ବନ୍ଧୁକ ଛଡାଇ ଫେରାର ହେଉଥିବା ବେଳେ ଏନ୍‌କାଉଣ୍ଟରରେ ସେ ଆହତ ହୋଇଛି। ନିକଟରେ ଉତ୍ତରପ୍ରଦେଶର ଅମେଠୀ ଜିଲ୍ଲାରେ ଗେଟିଏ ପରିବାରର ୪ ଜଣଙ୍କୁ ଗୁଳି କରି ହତ୍ୟା କରିଥିବା…

ଦୁର୍ଗାପୂଜା ସମୟରେ କଲକାତାରେ ପୁଣି ଲଜ୍ଜା; ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ନଦୀରେ ଫିଙ୍ଗିଲେ

କୋଲକାତା : କଲକାତାରେ ପୁଣି ଚାଞ୍ଚଲ୍ୟ। ଦୁର୍ଗାପୂଜା ସମୟରେ ଯେଉଁଠି ଦେବୀ ଦୁର୍ଗାଙ୍କୁ ସବୁଠାରୁ ଅଧିକା ପୂଜାର୍ଚ୍ଚନା କରାଯିବା ସହ ରୀତିନୀତି ଅନୁସାରେ ନବରାତ୍ରୀକୁ ଧୁମଧାମରେ ପାଳନ କରାଯାଏ ସେଠାରେ ଏହି ସମୟରେ ବି ସୁରକ୍ଷିତ ନୁହଁନ୍ତି ଝିଅ। କଲକାତାରେ ଜଣେ…

ଭୋଟ ଗଣତି ପୂର୍ବରୁ ଜମ୍ମୁ-କଶ୍ମୀରକୁ ମିଳିଗଲେ ୫ ବିଧାୟକ, କଂଗ୍ରେସର ଜୋରଦାର ବିରୋଧ

ଶ୍ରୀନଗର : ଆସନ୍ତା ଅକ୍ଟୋବର ୮ ତାରିଖରେ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ। ହେଲେ ଏହା ପୂର୍ବରୁ ଜମ୍ମୁ-କଶ୍ମୀର ବିଧାନସଭାକୁ ମିଳିଛି ୫ ବିଧାୟକ। ଉପ ରାଜ୍ୟପାଳ ନିଜ ଆଡ଼କୁ ବିଧାନସଭାକୁ ୫ ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି।…