2025

ସାର ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଚାଷୀ; ବୁଝାସୁଝା ପରେ ହଟିଲା ରାସ୍ତାରୋକ

ହରଭଙ୍ଗା :ବୌଦ୍ଧ ଜିଲ୍ଲାରେ ସାର ପାଇଁ ପୁଣି ଥରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। ଖୁଣ୍ଟବନ୍ଧଠାରେ ଚାଷୀମାନେ ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ପରେ ପୁଲିସ୍‌ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଚାଷୀ ଙ୍କ ଅଭିଯୋଗ ଅନୁଯାୟୀ ଚାଷୀ…

ଜାତୀୟ ଚଳଚିତ୍ର ଉତ୍ସବରେ ପୁଷ୍କରାକୁ ଶ୍ରେଷ୍ଠ ଓଡିଆ ଚଳଚିତ୍ର ପୁରସ୍କାର, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ଜାତୀୟ ଚଳଚିତ୍ର ଉତ୍ସବରେ ପୁଷ୍କରାକୁ ଶ୍ରେଷ୍ଠ ଓଡିଆ ଚଳଚିତ୍ର ପୁରସ୍କାର ମିଳିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ଚଳଚ୍ଚିତ୍ର ସହ ଜଡିତ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଓଡିଆ ଚଳଚ୍ଚିତ୍ର ଜଗତ ଏପରି ଉତ୍ତମ…

୨୦ ଲକ୍ଷ ଟଙ୍କା ପାଇଁ ଶୁଭମିତ୍ରାଙ୍କୁ ହତ୍ୟା: ଆଇନମନ୍ତ୍ରୀ

ଭୁବନେଶ୍ଵର: ୨୦ ଲକ୍ଷ ଟଙ୍କା ପାଇଁ ପୁଲିସ୍‌ କନଷ୍ଟେବଳ ଶୁଭମିତ୍ରାଙ୍କୁ ହତ୍ୟା କରାଯାଇଛି। ଆଜି ବିଧାନସଭାରେ ମୁଲତବୀ ଆଲୋଚନାବେଳେ ଏହା କହିଛନ୍ତି ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ଦୀପକ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀକୁ ମଧ୍ୟ ହତ୍ୟା କରିଥିଲା। ବୀମା ଅର୍ଥ…

ସର୍ପାଘାତରେ ମାଆ, ପୁଅ ମୃତ

ବଣାଇ: ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡର ମହୁଲପଦା ଥାନା ଅନ୍ତର୍ଗତ ବଡଚୂଆଁ ଗାଁ ଆଜି ଭୋରୁ ସାପ କାମୁଡାରେ ମା’ ପୁଅଙ୍କର ମୃତ୍ୟୁ ହୋଇଛି। ବଡଚୁଆଁ ଗାଁର ରଥ କୁଲୁ ଘରେ ଖଟିଆରେ ଶୋଇଥିବାବେଳେ ତାଙ୍କ ସ୍ତ୍ରୀ ତୁଳସୀ କୁଲୁ ଏବଂ…

ସମ୍ବଲପୁରରେ ୧୮୦ ମି.ମି ବର୍ଷା ରେକର୍ଡ, ଜନଜୀବନ ଅସ୍ତବ୍ୟସ୍ତ

ସମ୍ବଲପୁର : ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଥିବା ବେଳେ ସମ୍ବଲପୁର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ୧୨ ଘଣ୍ଟାରେ ୧୮୦ ମିମି ବର୍ଷା ରେକର୍ଡ ହୋଇଛି। ପ୍ରବଳ ବର୍ଷା କାରଣରୁ ଘରେ ବାହାରେ ସବୁଠି…

ଚାଉଳ ପାଇଁ ମୁହାଁମୁହିଁ ହେଲେ ଶାସକ-ବିରୋଧୀ

ଭୁବନେଶ୍ୱର: ବିଧାନସଭାରେ ବଳକା ଚାଉଳକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଖରିଫ ପୂର୍ବରୁ ବଳକା ଚାଉଳକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ । ବିରୋଧୀ ସଦସ୍ୟ ପ୍ରତାପ ଦେବଙ୍କ ପ୍ରଶ୍ନରେ…

ଅଯୋଗ୍ୟଙ୍କୁ ବାଦ୍‍ ବ ନୂଆଙ୍କୁ ସାମିଲ

ଭୁବେନଶ୍ବର: ରାଜ୍ୟରେ ୩୦ହଜାର ୧୨୫ ଜଣଙ୍କ ରାସନ କାର୍ଡ କଟିସାରିଲାଣି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ବିଧାନସଭାରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ । ସେହିପରି ଇକେୱାଇସିରେ ବାଦ୍‍ ପଡିଛନ୍ତି ୧ଲକ୍ଷ ୯ହଜାର ୮୫୩ଜଣ । ୬ଲକ୍ଷ ୩୮ହଜାର…

ଗୁରୁବାରଠାରୁ ବଡ ବର୍ଷା !

ଭୁବନେଶ୍ଵର : ଗୁରୁବାର ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ୨୬ ତାରିଖ ସୁଦ୍ଧା ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ୨୭ ତାରିଖ ସୁଦ୍ଧା ଏହା ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ର…

ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଟ୍ରମ୍ପ୍‌ଙ୍କ ପାଇଁ ଅଟକାଇଲା ଆମେରିକା ପୁଲିସ

ୱାଶିଂଟନ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ କାରକୁ ଆମେରିକା ପୁଲିସ ଅଟକାଇଥିଲା । ସେ ଜାତିସଂଘ ସାଧାରଣ ପରିଷଦରେ ଯୋଗଦେବା ପାଇଁ ନ୍ୟୁୟର୍କରେ ପହଞ୍ଚିଥିଲେ। ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କାରକାଡେକୁ ଦୃଷ୍ଟିରେ ରଖି ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା, ଯାହା ଫଳରେ…

ଜିଏସଟି ପ୍ରଭାବ ; ଏହି ଲୋକପ୍ରିୟ ବାଇକ୍‌ ୨୩,୦୦୦ ପର୍ଯ୍ୟନ୍ତ ଶସ୍ତା ହେଲା

ନୂଆଦିଲ୍ଲୀ : ବଜାଜ୍‌ ସେପ୍ଟେମ୍ବର ୨୨ରୁ ଲାଗୁ ହୋଇଥିବା ନୂଆ ଜିଏସଟି ଦର ଲାଗୁ ହେବା ପରେ କମ୍ପାନୀ ଏହାର ଲାଭ ସିଧାସଳଖ ନିଜ ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ପାଇଁ ଘୋଷଣା କରିଛି । କମ୍ପାନୀ ନିଜର ଅତ୍ୟନ୍ତ ଲୋକପ୍ରିୟ ବାଇକ୍‌…