Whatsapp image 2025 09 19 at 10.45.37 am 1068x601

ଭୁବେନଶ୍ବର: ରାଜ୍ୟରେ ୩୦ହଜାର ୧୨୫ ଜଣଙ୍କ ରାସନ କାର୍ଡ କଟିସାରିଲାଣି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ବିଧାନସଭାରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ । ସେହିପରି ଇକେୱାଇସିରେ ବାଦ୍‍ ପଡିଛନ୍ତି ୧ଲକ୍ଷ ୯ହଜାର ୮୫୩ଜଣ । ୬ଲକ୍ଷ ୩୮ହଜାର ୯୯୬ମୃତକ ପାଇଥିଲେ ରାସନ୍‍ କାର୍ଡ । ୩ଲକ୍ଷ ୮୭ହଜାର ୮୧୯ନୂଆ ହିତାଧିକାରୀ ଯୋଜନାରେ ସାମିଲ ହୋଇଛନ୍ତି । ଅଯୋଗ୍ୟଙ୍କୁ ବାଦ୍‍ ଦେଇ ନୂଆଙ୍କୁ ସାମିଲ କରୁଛନ୍ତି ସରକାର ।

Share