2025

ଜାତୀୟ ଶିକ୍ଷକ ସମ୍ମାନ-୨୦୨୫: ଓଡି଼ଶାର ୨ ଶିକ୍ଷକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ଭୁବନେଶ୍ୱର/ନୂଆଦିଲ୍ଲୀ: ଦିଲ୍ଲୀ ବିଜ୍ଞାନ ଭବନରେ ଜାତୀୟ ଶିକ୍ଷକ ସମ୍ମାନ ପ୍ରଦାନ ସମାରୋହ ଆୟୋଜିତ ହୋଇଛି। ଗୁରୁ ଦିବସରେ ୪୫ ଶିକ୍ଷକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶାର ୨ ଜଣ ଶିକ୍ଷକଙ୍କୁ ମିଳିଲା ଜାତୀୟ ଶିକ୍ଷକ ସମ୍ମାନ-୨୦୨୫। ମାଲକାନଗିରିର ବସନ୍ତ…

ପାରାଦୀପ ବନ୍ଦରରେ ଜାହାଜରୁ ଖସିପଡିଲେ ୨ ଜଣ କ୍ରିୟୁ ସଦସ୍ୟ, ଜଣେ ନିଖୋଜ

ପାରୀଦୀପ : ପାରୀଦୀପ ବନ୍ଦରରେ ଅଘଟଣ । ଜାହାଜରୁ ଖସିପଡିଲେ ୨ ଜଣ କ୍ରିୟୁ ସଦସ୍ୟ । ଜଣେ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି, ଅନ୍ୟ ଜଣେ ନିଖୋଜ । ବନ୍ଦରର ୫ ନମ୍ବର ଗେଟ୍ ନିକଟରେ ଥିବା ପିଆଇସିଟି ବର୍ଥରେ ଅଘଟଣ…

ସ୍କୁଲରେ ଗୁରୁଦିବସ ପାଳନ ଚାଲିଥିବା ବେଳେ ଛାତରୁ ଖସିଲା ପ୍ଲାଷ୍ଟର, ୩ ଛାତ୍ରୀ ଗୁରୁତର

ବାସୁଦେବପୁର : ଗୁରୁଦିବସ ପୂଜା ଚାଲିଥିବା ବେଳେ ଛାତରୁ ଖସିଲା ପ୍ଲାଷ୍ଟର । ୩ ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କିସ୍ମତ କୃଷ୍ଣପୁର ପଂଚାୟତ ବହୁମାଘେରି ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏପରି ଘଟଣା…

ଓଡ଼ିଶାକୁ ଆସିବ ୬୦୦ ଇ-ବସ୍‌, ସମ୍ବଲପୁରରେ ଗଡ଼ିବ ୨୫ଟି

ଭୁବନେଶ୍ୱର : ଆଗକୁ ରାଜ୍ୟରେ ଅଧିକ ଗଡ଼ିବ ଇ-ବସ୍ । ପରିବେଶ ସୁରକ୍ଷା ପାଇଁ ଆଗକୁ ଅଧିକ ଇ-ବସ୍ ପ୍ରଚଳନ କରିବାକୁ ସରକାର ଯୋଜନା କରୁଛନ୍ତି । ମନ୍ତ୍ରୀ କହିଛନ୍ତି, ଆଗକୁ ରାଜ୍ୟ ସରକାର ୨ ଶହ ଇ-ବସ୍ ଆଣିବେ ।…

ଭୁବନେଶ୍ୱରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଖରାପ ପାଗ ଯୋଗୁ କୋଲକାତାରେ ଅବତରଣ କଲା ବିମାନ

ଭୁବନେଶ୍ୱର : ଦିଲ୍ଲୀ ଗସ୍ତରୁ ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ସକାଳେ ପାଗ ଖରାପ ଯୋଗୁ ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ଫେରୁଥିବା ବିମାନଟି ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିପାରିନଥିଲା । ଏହି ବିମାନଟି କୋଲକାତାରେ ଲ୍ୟାଣ୍ଡିଂ କରିଥିଲା । ପାଗ…

ଶାରଦୀୟ ପୂଜା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ଏସଓପି ଜାରି କଲା କଟକ ଜିଲ୍ଲା ପ୍ରଶାସନ

କଟକ : ଶାରଦୀୟ ପୂଜା ମଣ୍ଡପ ଓ ଗେଟ ଅନୁମତି ପାଇଁ କଟକ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ବ୍ୟବସ୍ଥା । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ୱତନ୍ତ୍ର ଏସଓପି ଜାରି କରିଛି କଟକ ଜିଲ୍ଲା ପ୍ରଶାସନ । ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ…

ଆଗାମୀ ଦିନରେ ରାଜ୍ୟରେ ନିଯୁକ୍ତି ପାଇବେ ୪୪ ହଜାର ୪୩୩ ଶିକ୍ଷକ : ମନ୍ତ୍ରୀ

ଭୁବନେଶ୍ୱର : ଆଗାମୀ ଦିନରେ ରାଜ୍ୟ ସରକାର ୪୪ ହଜାର ୪୩୩ ଶିକ୍ଷକ ନିଯୁକ୍ତି ଦେବାକୁ ଯାଉଛନ୍ତି । ସେହିପରି ପ୍ରତିବର୍ଷ ୧୫ ହଜାର ଶିକ୍ଷକ ନିଯୁକ୍ତି କରିବା ପାଇଁ ବି ନିଷ୍ପତ୍ତି ନେଇଛନ୍ତି । ଶିକ୍ଷକ ଅଭାବର ସମାଧାନ ହେବ…

ଗୁରୁ ଦିବସରେ ଗାନ୍ଧୀ ମାର୍ଗରେ ଗର୍ଜିଲେ, ୫ ଦଫା ଦାବି ନେଇ ଆନ୍ଦୋଳନ କଲେ ଶିକ୍ଷକ

ଭୁବନେଶ୍ବର : ରାଜଧାନୀରେ ଗୁରୁ ଦିବସରେ ଗର୍ଜିଲେ ଶିକ୍ଷକ । ଓଡ଼ିଶା ସ୍କୁଲ କଲେଜ୍ ଶିକ୍ଷକ ଓ କର୍ମଚାରୀ ସମନ୍ଵୟ ସମିତି ପକ୍ଷରୁ ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଆନ୍ଦୋଳନ । ଲୋୟର ପିଏମଜିରେ ହଜାର ହଜାର ଶିକ୍ଷକ ଏକାଠି ହୋଇଛନ୍ତି ।…

୧୫ ସେପ୍ଟେମ୍ବରରୁ ୟୁପିଆଇ ଦୈନିକ ନେଣଦେଣ ସୀମା ବଢିବ

ନୂଆଦିଲ୍ଲୀ : ୟୁପିଆଇ ଦୈନିକ କାରବାର ସୀମାକୁ ନେଇ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି । ଆସନ୍ତା ୧୫ ତାରିଖରୁ ଏହି ସୀମା କେତେକ ନିର୍ଦ୍ଦିଷ୍ଟ ନେଣଦେଣ ପାଇଁ ବୃଦ୍ଧି କରାଯାଇଛି । ଏବେ ୟୁପିଆଇ ମଧ୍ୟମରେ ଆପଣ ଦୈନିକ…

ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: କ୍ୟାନ୍ସର ରୋଗୀଙ୍କ ପରିବାର ଉପରୁ ବୋଝ କମାଇବେ

ନୂଆଦିଲ୍ଲୀ: ଭାରତରେ କର୍କଟ ରୋଗ ଚିକିତ୍ସା ସବୁବେଳେ ରୋଗୀ ଏବଂ ତାଙ୍କ ପରିବାର ଉପରେ ଏକ ଆର୍ଥିକ ବୋଝ ହୋଇଆସିଛି। କେମୋଥେରାପି ଔଷଧ, ପରୀକ୍ଷା ଏବଂ ଦୀର୍ଘକାଳୀନ ଚିକିତ୍ସା ଯୋଗୁଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ। ଏହା ଉପରେ, ଜିଏସ୍ଟିର…