‘ସିଏଜି ରିପୋର୍ଟରୁ ସାମ୍ନାକୁ ଆସିଲା ଆପ୍ର ପାପ, ଦିଲ୍ଲୀରେ ହୋଇଛି ୨୦୨୬ କୋଟି ଟଙ୍କାର ରାଜସ୍ବ କ୍ଷତି’: AAPକୁ ବିଜେପିର ଟାର୍ଗେଟ୍
ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ସରଗରମ ରହିଛି ଦିଲ୍ଲୀ ରାଜନୀତି। ଆପ୍ ଓ ବିଜେପି ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି। ଏହାରି ମଧ୍ୟରେ ସିଏଜି ରିପୋର୍ଟକୁ ନେଇ ପୁଣି ଜୋର ଧରିଛି ଦିଲ୍ଲୀ ରାଜନୀତି। ବିଜେପି ଆପ୍କୁ ଟାର୍ଗେଟ କରି…
