ଆମାଜନ ମାଲିକ ୬୧ ବର୍ଷୀୟ ଜେଫ୍ ବେଜୋସ୍ ଦ୍ୱିତୀୟ ଥର ପାଇଁ ବିବାହ କରିବେ ୫୫ ବର୍ଷୀୟ ପ୍ରେମିକାଙ୍କୁ
ଭେନିସ୍: ଆମାଜନ ମାଲିକ ଏବଂ ବିଶ୍ୱର ତୃତୀୟ ସବୁଠାରୁ ଧନୀ ବ୍ୟକ୍ତି ଜେଫ୍ ବେଜୋସ୍ ଦ୍ୱିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି। ସେ ତାଙ୍କ ଗର୍ଲଫ୍ରେଣ୍ଡ ଲରେନ୍ ସାଞ୍ଚେଜ୍ଙ୍କୁ ବିବାହ କରିବେ। ଏହି ବିବାହ ଇଟାଲୀର ସୁନ୍ଦର ସହର ଭେନିସ୍ରେ…
