ଶକ୍ତିଶାଳୀ ‘ଖୈବର୍ ଶାକାନ୍’ କ୍ଷେପଣାସ୍ତ୍ର ନିକ୍ଷେପ କଲା ଇରାନ
ତେହରାନ: ଇରାନ ଆଜି ନିଜର ସବୁଠାରୁ ବିପଜ୍ଜନକ ‘ଖୈବର୍ ଶାକାନ୍’ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଦ୍ବାରା ଇସ୍ରାଏଲ ଉପରେ ଆକ୍ରମଣ କରିଛି। ଇସ୍ରାଏଲର ଅତ୍ୟାଧୁନିକ ‘ଆଇରନ୍ ଡୋମ୍’ ପ୍ରତିରକ୍ଷା ବ୍ୟବସ୍ଥା ଏହି କ୍ଷେପଣାସ୍ତ୍ରକୁ ରୋକିବାରେ ବିଫଳ ହୋଇଛି। ଏକ ଐତିହାସିକ ଇହୁଦୀ ଦୁର୍ଗର ନାମ…
