ୟୁକ୍ରେନ ଉପରେ ଋଷର ସର୍ବବୃହତ ଆକ୍ରମଣ: ୪୭୭ ଡ୍ରୋନ୍ ଓ ୬୦ କ୍ଷେପଣାସ୍ତ୍ର ମାଡ଼ରେ ଥରିଲା ଦେଶ
କିଭ୍/ମସ୍କୋ: ଦୀର୍ଘଦିନ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ଋଷ ପକ୍ଷରୁ ୟୁକ୍ରେନ ଉପରେ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଏବଂ ଭୟାବହ ବାୟୁ ଆକ୍ରମଣ କରାଯାଇଛି। ଶନିବାର ବିଳମ୍ବିତ ରାତିରୁ ରବିବାର ପର୍ଯ୍ୟନ୍ତ ହୋଇଥିବା ଏହି ଆକ୍ରମଣ ପରେ ଯୁଦ୍ଧ ଆହୁରି ଭୟଙ୍କର ରୂପ…
