ଇସ୍ରାଏଲ ଆକ୍ରମଣ ଭୟରେ ସିରିୟା ଛାଡ଼ି ପଳାଇଲେ ରାଷ୍ଟ୍ରପତି ଓ ପ୍ରତିରକ୍ଷା ମନ୍ତ୍ରୀ

ଦମାସ୍କସ୍: ସିରିଆର ରାଷ୍ଟ୍ରପତି ଅହମଦ ଅଲ ଶାରା ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିଜ ନିଜ ପରିବାର ସହିତ ରାଜଧାନୀ ଦମାସ୍କସ୍ ଛାଡି ପଳାଇଥିବା ସୂଚନା ମିଳିଛି। ସରକାରୀ ସୂତ୍ରକୁ ଉଦ୍ଧାର କରି ଅଲ ମାୟାଦିନ ଖବରକାଗଜ ଏହି ଦାବି କରିଛି। ଅଲ…

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ଆସୁଛି ବଡ଼ ବର୍ଷା

ଭୁବନେଶ୍ୱର : ପୁଣି ଆସୁଛି ବଡ଼ ବର୍ଷା । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ ।  ଆସନ୍ତା ୨୨ରୁ ୨୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଫଳରେ୨୩ ତାରିଖରୁ…

ବିହାରକୁ ମିଳିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପହାର, ଭେଟି ଦେଲେ ୭୨୧୭କୋଟିର ପ୍ରକଳ୍ପ

ନୂଆଦିଲ୍ଲୀ: ବିହାରରେ ଆଗକୁ ହେବ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ବିିଭିନ୍ନ ଦଳର ନେତାମାନେ ସେଠାକୁ ଯାଇ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଏହି ଧାରାରେ ଶୁକ୍ରବାର ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋତିହାରୀ ଜିଲ୍ଲା ଗସ୍ତ କରିଥିଲେ। ୭୨୧୭ କୋଟି…

ପ୍ରକାଶ ପାଇଲା instant ରେଜଲ୍ଟ , ପାସ ହାର ୯୦.୫୭ %

ଭୁବନେଶ୍ୱର :  ପ୍ରକାଶ ପାଇଲା +୨ ତତ୍କାଳ ପରୀକ୍ଷା ଫଳ । ସମୁଦାୟ ୧୦୦୮ ପରୀକ୍ଷାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମୁଦାୟ ୯୧୩ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସମୁଦାୟ ପାସ୍ ହାର ରହିଛି ୯୦.୫୭ % । ଚଲିତ ବର୍ଷ…

ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପୁଅକୁ ବାନ୍ଧିଲା ଇଡି

ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କୁ ଗିରଫ କରିଛି ଇଡି । ମଦ ଦୁର୍ନୀତି ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ମିଳିଛି । ଆଜି ସକାଳେ ଭୂପେଶ ବାଘେଲଙ୍କ ଭିଲାଇ ସ୍ଥିତ ଘରେ…

ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, FM କଲେଜରେ UGCର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

ବାଲେଶ୍ୱର : ବାଲେଶ୍ବର FM କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ତଦନ୍ତ ଜୋର । FM କଲେଜରେ UGCର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ପ୍ରଫେସର ରାଜ କୁମାର ମିତ୍ତଲଙ୍କ ଅଧ୍ୟକ୍ଷତାରେ ୪ଜଣିଆ ଟିମ କଲେଜରେ ପହଞ୍ଚିଛନ୍ତି । ଟିମରେ ଅଛନ୍ତି ପ୍ରଫେସର…

ଯୁବତୀଙ୍କୁ ଅସଦାଚରଣ ଓ ଧମକ ଦେବା ଅଭିଯୋଗରେ ଯୁବ ନେତା ଗିରଫ

ଅନୁଗୁଳ: ଯୁବତୀଙ୍କୁ ଅସଦାଚରଣ ଓ ଧମକ ଚମକ ଦେବା ଅଭିଯୋଗରେ ଯୁବ ନେତା ଗିରଫ । ଗିରଫ ଯୁବକ ଜଣକ ହେଲେ ଯୁବ ନେତା ସୁଦୀପ୍ତ କୁମାର ସ୍ୱାଇଁ । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୋଲିସ ତାଙ୍କୁ ଗିରଫ କରି…

ନିଜ ଦେହରେ ସୁଇସାଇଡ୍‌ ନୋଟ୍‌ ଲେଖି ଜୀବନ ହାରିଲେ ମହିଳା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବାଗପତରୁ ଆତ୍ମହତ୍ୟାର ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ହଇଚଇ ସୃଷ୍ଟି କରିଛି । ଛପରୌଲୀ ଥାନା ଅନ୍ତର୍ଗତ ରଠୌଡା ଗାଁରେ ଯୌତୁକ ପାଇଁ ମନୀଷା ନାମରେ ଜଣେ ମହିଳା ବିଷ ପିଇ ଜୀବନ ହାରିଛନ୍ତି…

ସୋସିଆଲ ମିଡିଆରେ ମୃତ ଛାତ୍ରୀଙ୍କ ବିଷୟରେ ଅଶାଳୀନ ମନ୍ତବ୍ୟ, ଜଣେ ଯୁବକ ଗିରଫ

ଜଳେଶ୍ୱର: ଏଫ୍ଏମ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ଉଠୁଛି ପଡୁଛି ସାରା ଓଡ଼ିଶା । ବିଶେଷ କରି ଉପକୂଳ ଅଞ୍ଚଳରେ ବେଶି ତାତି । କାରଣ ରାଜନୀତି ଚାଲିଛି ଘଟଣାକୁ ନେଇ । ତେବେ ଏସବୁ ଭିତରେ କିନ୍ତୁ ସୋସିଆଲ ମିଡିଆରେ…

ପୁଣି ଏକ ଅନୁସୂଚିତ ବିଦ୍ୟାଳୟର ଛାତ୍ରୀ ଗର୍ଭବତୀ

ରାୟଗଡ଼ା: ମଙ୍ଗଳ ବିଭାଗର ଆବାସିକ ବିଦ୍ୟାଳୟମାନଙ୍କରେ ଛାତ୍ରୀମାନେ ବାରମ୍ବାର ଦୁଷ୍କର୍ମ ସାଙ୍ଗକୁ ଗର୍ଭବତୀ ହେବା ଭଳି ଚିତ୍ର ସାମ୍ନାକୁ ଆସୁଛି। ପୁଣି ବିଷମକଟକରେ ଦେଖିବାକୁ ମିଳିଛି ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଭଳି ଏକ ଲଜ୍ଜା ଜନକ ଘଟଣା । ରାୟଗଡା…