ଯୋଗାଣ ମନ୍ତ୍ରୀଙ୍କୁ ଠକେଇ ମାମଲା : ଅଭିଯୁକ୍ତ ନିରଞ୍ଜନ ଶତପଥୀକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ
ଢେଙ୍କାନାଳ ୨୯।୭: ଠକେଇ ତ ଠକେଇ, ପୁଣି ମନ୍ତ୍ରୀଙ୍କୁ ଠକେଇ । ସବୁବେଳେ ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଖୋଦ ଠକେଇର ଶିକାର । ଜାଗା ଦେବାକୁ କହି ଦଲାଲ ତାଙ୍କ ଠାରୁ…
