ଅପରେସନ୍ ମହାଦେବରେ ନିହତ ଦୁଇ ପହଲଗାମ୍ ଆକ୍ରମଣକାରୀଙ୍କ ପ୍ରଥମ ଫଟୋ ଜାରି ହେଲା
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ୯୭ ଦିନ ପରେ, ଭାରତୀୟ ସେନା ଶେଷରେ ଏକ ବଡ଼ ସଫଳତା ପାଇଛି। ସେନା 'ଅପରେସନ୍ ମହାଦେବ' ଅଧୀନରେ ପ୍ରତିଶୋଧ ନେଇ ତିନି ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସଫା କରିଛି। ଏପ୍ରିଲ୍ ୨୨…
