ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଝାରସୁଗୁଡ଼ା ଯୁବ ସମାବେଶରେ ଯୋଗ ଦେବେ
ଝାରସୁଗୁଡ଼ା : ଆସନ୍ତାକାଲି ଓଡ଼ିଶା ଆସୁଛନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଝାରସୁଗୁଡ଼ାରେ ଯୁବ ସମାବେଶରେ ଯୋଗ ଦେବେ । ମୋଦିଙ୍କ ଗସ୍ତ ସଫଳ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୮୦ ପ୍ଲାଟୁନ…
