କାରିବିଆନ ସାଗରରେ ଜାହାଜ ଉପରେ ଆମେରିକାର ଆକ୍ରମଣ, ୧୧ ମୃତ
ୱାଶିଂଟନ: ଦକ୍ଷିଣ କାରିବିଆନ ସାଗରରେ ଏକ ଜାହାଜ ଉପରେ ଆକ୍ରମଣ କରିଛି ଆମେରିକା । ଏହି ଆକ୍ରମଣରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଦିନ କହିଛନ୍ତି ଯେ ଆମେରିକା ଏକ ଡ୍ରଗ୍ସ ପରିବହନକାରୀ ଜାହାଜ…
ୱାଶିଂଟନ: ଦକ୍ଷିଣ କାରିବିଆନ ସାଗରରେ ଏକ ଜାହାଜ ଉପରେ ଆକ୍ରମଣ କରିଛି ଆମେରିକା । ଏହି ଆକ୍ରମଣରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଦିନ କହିଛନ୍ତି ଯେ ଆମେରିକା ଏକ ଡ୍ରଗ୍ସ ପରିବହନକାରୀ ଜାହାଜ…
କ୍ବେଟା : ପାକିସ୍ତାନର କ୍ବୋଟାରେ ବଲୁଚ ନ୍ୟାସନାଲ ପାର୍ଟିର ରାଲିରେ ବଡ଼ ବିସ୍ଫୋରଣ । ଏଥିରେ ୨୫ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ଚିକିତ୍ସା ନିକଟସ୍ଥ ହସପିଟାଲରେ କରାଯାଉଛି । ଆହତଙ୍କ ମଧ୍ୟରେ ପୂର୍ବ…
ପଞ୍ଜାବ: ଉତ୍ତର ଭାରତରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ସ୍ଥିତି ଭୟଙ୍କର ରହିଛି । ପଞ୍ଜାବ, ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବନ୍ୟା ସ୍ଥିତି ଦେଖାଦେଇଛି । ପଞ୍ଜାବରେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି ।…
ନୂଆଦିଲ୍ଲୀ: ଧାର୍ମିକ ନିର୍ଯାତନାରୁ ରକ୍ଷା ପାଇଁ ଭାରତ ଆସିଥିବା ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର । ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି…
ନୂଆଦିଲ୍ଲୀ: ପିଲାଙ୍କ ଶୈଶବ ଯତ୍ନ ଓ ଶିକ୍ଷାକୁ ଆନୁଷ୍ଠାନିକ ଭାବେ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ଲକ୍ଷ୍ୟରେ ବିଦ୍ୟାଳୟଗୁଡ଼ିକ ସହିତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଯୋଡ଼ିବା ପାଇଁ ଏକ ସ୍ୱତନ୍ତ୍ର ପ୍ରକ୍ରିୟା ଆରମ୍ଭ…
ମୁମ୍ବଇ : ଜଲ୍ଦି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିଏମ୍) ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ବିସିସିଆଇର ଗୁମାସ୍ତାମାନେ ନୂତନ ସଭାପତି ଖୋଜିବା ଆରମ୍ଭ କରିଛନ୍ତି। ଗତ କିଛିଦିନ ହେଲା ଅନୌପଚାରିକ ବୈଠକ…
କୋର୍ଟରୁ ପୁଣି ଥରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଝଟ୍କା ଲାଗିଛି । ପୂର୍ବରୁ କୋର୍ଟ ତାଙ୍କ ଦ୍ୱାରା ଲାଗୁ କରାଯାଇଥିବା ଶୁଳ୍କକୁ ଅସାମ୍ବିଧାନିକ ଘୋଷଣା କରିଥିଲେ, ଯଦିଓ ଏହା ସ୍ଥଗିତ ରଖାଯାଇ ନଥିଲା । ଏହା ଟ୍ରମ୍ପଙ୍କୁ ଉଚ୍ଚ…
ନୂଆଦିଲ୍ଲୀ : ଭାରତୀୟ ରେଳବାଇ ନିଜ କର୍ମଚାରୀଙ୍କ ପାଇଁ ଏକ ବଡ ଘୋଷଣା କରିଛି । ରେଳ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଏସବିଆଇରେ ବେତନ ଖାତା ଥିବା କର୍ମଚାରୀଙ୍କୁ ଏକ କୋଟି ଟଙ୍କାର ଦୁର୍ଘଟଣା ମୃତ୍ୟୁ ବୀମା ମିଳିବ ।…
ସିନାପାଲି: ‘ଆପଣ ନେଇ କରୁନ୍…। ଆମେ ସଫା କର୍ମୁଁ। ଡ୍ରେନ୍(ନାଳ)ରୁ ବାହାରୁନ୍..।’ କିଛି ମହିଳା ଜଣେ ଅଧିକାରୀଙ୍କୁ ଘେରି ଯାଇ ହାତ ଯୋଡ଼ି ବାରମ୍ବାର ନେହୁରା ହେଉଥିଲେ। ଡ୍ରେନ୍ ସଫା କରନ୍ତୁ ନାହିଁ ବୋଲି କହୁଥିଲେ। ତେବେ ଡ୍ରେନ୍ ସଫା କରି…
ହରଭଙ୍ଗା : ହରଭଙ୍ଗା ବ୍ଲକରେ ବର୍ତମାନ ୟୁରିଆ ସାରର କୃତ୍ରିମ ଅଭାବ ଦେଖାଦେଇଛି।ଚାଷୀଙ୍କ ଚାହିଦା ଅନୁସାରେ ପ୍ୟାକ୍ସଗୁଡିକରୁ ୟୁରିଆ ସାର ମିଳୁନଥିବା ଅଭିଯୋଗ ହେଉଛି । ସାରର କୃତ୍ରିମ ଅଭାବ ପଛରେ କଳାବଜାରୀକୁ ଦାୟୀ କରାଯାଉଛି । ସାରର ଏଭଳି କୃତ୍ରିମ…