KLM ଫ୍ଲାଇଟକୁ ବୋମା ଧମକ

ହାଇଦ୍ରାବାଦ :  ଆମଷ୍ଟରଡାମରୁ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆସୁଥିବା KLM ଏୟାରଲାଇନ୍ସର ଏକ ବିମାନକୁ ବୋମା ଧମକ । ଧମକ ଆସିବା ପରେ ହଇଚଇ ସୃଷ୍ଟି କରିଛି । ବିଳମ୍ବିତ ରାତିରେ ମେଲ୍ ଆସିବା ପରେ ସୁରକ୍ଷା ଏଜେନ୍ସିଗୁଡିକୁ ସତର୍କ…

ମଝି ଆକାଶରେ ଇଞ୍ଜିନ୍ ଫେଲ୍, ଏମରଜେନ୍ସି ଲ୍ୟାଣ୍ଡିଂ କଲା ବିମାନ

ନୂଆଦିଲ୍ଲୀ : ମଝି ଆକାଶରେ ବିମାନର ଇଞ୍ଜିନ୍ ଫେଲ୍ । ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ଜରୁରୀ ଅବତରଣ  ହୋଇଥିବା ସୂଚନା ମିଳିଛି ।ସୂଚନାନୁଯାୟୀ, ଏମରଜେନ୍ସି ଲ୍ୟାଣ୍ଡିଂ କଲା ଏୟାର ଇଣ୍ଡିଆ ବିମାନ ।…

ବାଂଲାଦେଶରେ ଭାରତ-ବିରୋଧୀ ମନୋଭାବ ପଛରେ ଉଗ୍ରବାଦୀଙ୍କ ହାତ: ଶେଖ୍ ହସିନା

ବାଂଲାଦେଶ : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବଡ଼ ବୟାନ । ଭାରତ-ବିରୋଧୀ ମନୋଭାବ ପଛରେ ଉଗ୍ରବାଦୀଙ୍କ ହାତ। ୟୁନୁସ୍ ସରକାର ଅପରାଧୀଙ୍କୁ ପ୍ରଶ୍ରୟ ଦେଉଛନ୍ତି । ଉଗ୍ରବାଦୀଙ୍କୁ ଉତ୍ସାହିତ କରୁଥିବା ହସିନା ଅଭିଯୋଗ କରିଛନ୍ତି । ଯେଉଁମାନେ ମୋତେ ଦେଶ…

ପୁଣି ଷଡ଼ଯନ୍ତ୍ର କରୁଛି ପାକିସ୍ତାନ, ସୀମା ଆରପାରିରେ ସକ୍ରିୟ ଆତଙ୍କୀ କ୍ୟାମ୍ପ

ନୂଆଦିଲ୍ଲୀ:  ବିଏସଏଫର ବଡ଼ ସୂଚନା ।  ସୀମା ଆରପାରିରେ ପୁଣି ସକ୍ରିୟ ଆତଙ୍କବାଦୀ କ୍ୟାମ୍ପ । ପାକିସ୍ତାନ ସୀମାରେ ଜୈସ-ଇ-ମହମ୍ମଦର ୯ଟି ନୂଆ ଆଡ୍ଡା ଥିବା ସୂଚନା ମିଳିଛି ।  ଅପରେସନ୍ ସିନ୍ଦୂର ପରେ ପୁଣି ଷଡ଼ଯନ୍ତ୍ର କରୁଛି ପାକିସ୍ତାନ । …

ଜାନୁଆରୀ ପହିଲାରୁ କଡ଼ାକଡ଼ି ହେବ ଯାନବାହନ ଯାଞ୍ଚ

ଭୁବନେଶ୍ବର: ଜାନୁଆରୀ ପହିଲାରୁ ରାଜ୍ୟରେ ଯାନବାହନ ଯାଞ୍ଚ କଡ଼ାକଡ଼ି ହେବ। ଏ ନେଇ ସୋମବାର ସୂଚନା ଦେଇଛନ୍ତି ପରିବହନ ଆୟୁକ୍ତ ଅମିତାଭ ଠାକୁର। ସେ କହିଛନ୍ତି ଯେ, ଏମଭିଆଇ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମସ୍ତେ ସଡ଼କ ସୁରକ୍ଷା…

ଘରୋଇ ସ୍କୁଲ ପରିସରରେ ଆମ୍ବ ଗଛରୁ ପଡ଼ି ଚାଲିଗଲା ଛାତ୍ରଙ୍କ ଜୀବନ

ମୁନିଗୁଡ଼ା: ସ୍କୁଲ ପରିସରରେ ଥିବା ଏକ ଆମ୍ବ ଗଛରୁ ଖସିପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ଅନ୍ତଗର୍ତ ଏକ ଘରୋଇ ସ୍କୁଲରେ ଏହି ଅଭାବନୀୟ ଘଟଣା ଘଟିଛି। ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ବିଷମକଟକର ଏକ ଘରୋଇ…

ବ୍ରାହ୍ମଣୀରେ ବୁଡ଼ି ଯୁବକ-ଯୁବତୀ ମୃତ

ସୁନ୍ଦରଗଡ଼: ବ୍ରାହ୍ମଣୀ ନଦୀରେ ବୁଡ଼ି ଚାଲିଗଲା ଯୁବକଯୁବତୀଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲା ବଣାଇ ଅଞ୍ଚଳରୁ ସାମ୍ନାକୁ ଆସିଛି। ସୋମବାର ଚାନ୍ଦିପୋଷ ଥାନା ବୀରତୋଳା ମନ୍ଦିର ନିକଟରୁ ଉଭୟଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ…

କୁନି କୁସ୍ତି ଖେଳାଳିଙ୍କୁ ଅଣଦେଖା : ଟିକଟ୍ କନଫର୍ମ ନ ଥିବାରୁ ପାଇଖାନା ପାଖରେ ବସି ରେଳ ଯାତ୍ରା

ଭୁବନେଶ୍ଵର: ରାଜ୍ୟ କୁସ୍ତି ଖେଳାଳିଙ୍କୁ ଅଣଦେଖାର ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଟ୍ରେନ୍‌ ବଗି ପାଇଖାନା ପାଖରେ ବସି ଶୀତରେ ଥରି ଥରି ୟୁପିରୁ ଆସୁଥିବା ଦେଖିବାକୁ ମିଳିଛି। ଜାତୀୟସ୍ତରୀୟ ସ୍କୁଲ୍‌ କୁସ୍ତିରେ ଭାଗ ନେବାକୁ କର୍ତ୍ତୃପକ୍ଷ ଏପରି କରିଛନ୍ତି। ମାସକ…

ଟଙ୍କା ଫେରସ୍ତ ପାଇବେ ସବୁ ଚିଟ୍‌ଫଣ୍ଡ ଜମାକାରୀ: ମନମୋହନ

ଭୁବନେଶ୍ଵର: କ୍ଷୁଦ୍ର ଚିଟ୍‌ଫଣ୍ଡ୍ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ପ୍ରସଙ୍ଗ। ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି ସରକାର ଗୋଟିଏ ପରେ ଗୋଟିଏ ନିର୍ବାଚନ ପ୍ରତିଶ୍ରୁତି ପାଳନ କରୁଛନ୍ତି…

ରାଜ୍ୟର ୩୦ ଜିଲ୍ଲାରେ ହେବ ୩୦ ଶିଳ୍ପ: ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର  : ୩୦ ଜିଲ୍ଲାରେ ୩୦ ଶିଳ୍ପ  । ୧୬ଟି କ୍ଷେତ୍ରରେ ହେବ ନିବେଶ ।  ହାଇଦ୍ରାବାଦରେ ଦୁଇ ଦିନିଆ ନିବେଶକ ସମ୍ମିଳନୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।  ମୁଖ୍ୟମନ୍ତ୍ରୀ କହିଛନ୍ତି , ଓଡ଼ିଶା ହେବ ପୁଞ୍ଜିନିବେଶର ହବ୍…