ବିଏମସି ନିର୍ବାଚନରେ ଏକୁଟିଆ ଲଢ଼ିବ କଂଗ୍ରେସ, ଖୁବଶୀଘ୍ର ଜାରି ହେବ ଘୋଷଣାପତ୍ର
ମୁମ୍ବଇ: ବ୍ରିହନମୁମ୍ବଇ ମହାନଗର ନିଗମ(ବିଏମସି) ନିର୍ବାଚନରେ ଏକୁଟିଆ ଲଢ଼ିବ କଂଗ୍ରେସ। ମହାରାଷ୍ଟ୍ର କଂଗ୍ରେସ ପ୍ରଭାରୀ ରମୋ ଚେନ୍ନିଥଲା ଶନିବାର ଏହା ସ୍ପଷ୍ଟ କରିଛନ୍ତି। ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ନିର୍ବାଚନ ମଇଦାନକୁ ଓହ୍ଲାଇବ। ଦଳ ଖୁବଶୀଘ୍ର ନିଜର ଘୋଷଣାପତ୍ର ଜାରି କରିବ।…
