ତାଇୱାନ ବିରୋଧରେ ଚୀନର ଯୁଦ୍ଧାଭ୍ୟାସକୁ ସମର୍ଥନ କଲା ରୁଷ

ନୂଆଦିଲ୍ଲୀ: ଚୀନ ତାଇୱାନକୁ ଚାରିପଟୁ ଘେରି ଯୁଦ୍ଧାଭ୍ୟାସ ଆରମ୍ଭ କରିଛି। ସୋମବାର ଚୀନର ପିପୁଲ୍ସ ଲିବରେସନ ଆର୍ମି(ପିଏଲଏ) ‘ଜଷ୍ଟିସ ମିଶନ ୨୦୨୫’ ନାମରେ ବଡ଼ ଧରଣର ସୈନ୍ୟ ଅଭ୍ୟାସ ଆରମ୍ଭ କରିଥିବାବେଳେ ଏଥିରେ ସ୍ଥଳସେନା, ନୌସେନା, ବାୟୁସେନାକୁ ତାଇୱାନର ଚତୁର୍ଦିଗରେ ମୁତୟନ…

ଟ୍ରେନ୍ ଲାଇନଚ୍ୟୁତ: ୧୩ ଯାତ୍ରୀ ମୃତ

ନୂଆଦିଲ୍ଲୀ : ମେକ୍ସିକୋର ଦକ୍ଷିଣ-ପୂର୍ବ ଓଆକ୍ସାକା ଅଞ୍ଚଳରେ ଏକ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୧୦୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମେକ୍ସିକୋ ଉପସାଗର ଏବଂ ପ୍ରଶାନ୍ତ ମହାସାଗର ମଧ୍ୟରେ ଯାତ୍ରା କରୁଥିବା…

ଅଶାନ୍ତ ବାଂଲାଦେଶ: ଜାଳି ଦେଲେ ହିନ୍ଦୁଙ୍କ ଘର

ନୂଆଦିଲ୍ଲୀ:ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ହିଂସା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଛାତ୍ର ନେତା ଉସମାନ ସରିଫ ହାଦିଙ୍କ ମୃତ୍ୟୁ ପରଠାରୁ ଦେଶ ଅଶାନ୍ତ ହୋଇପଡ଼ିଛି। ଏହି ସମୟରେ, ଜଣେ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ  ପିଟି ପିଟି ହତ୍ୟା କରଯାଇଥିଲା।…

କୁଳଦୀପ ସେନଗରଙ୍କୁ ଶକ୍ତ ଝଟ୍‌କା: ଜାମିନ ନିଷ୍ପତ୍ତି ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା କୁଲଦୀପ ସିଂହ ସେନଗରଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ସୁପ୍ରିମକୋର୍ଟ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରହିତା ଦର୍ଶାଇଛନ୍ତି। ସୁପ୍ରିମକୋର୍ଟ ସେନଗରଙ୍କୁ ଏକ ନୋଟିସ ମଧ୍ୟ…

ବାପା ଆଇଫୋନ୍ ନ ଦେବାରୁ ଜୀବନ ହାରିଲା ଝିଅ

ଉତ୍ତରପ୍ରଦେଶ : ଆଇଫୋନ୍ ପାଇଁ ଜୀବନ ହାରିଲା ୧୮ ବର୍ଷୀୟ ଝିଅ । ଯାହା ଫଳରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏଥିସହ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ମଧ୍ୟ ଖେଳିଯାଇଛି । ଏପରି ଘଟଣା ଉତ୍ତରପ୍ରଦେଶର ଡାକୋର ପୋଲିସ…

ଜାନୁଆରୀ ୫ ଯାଏଁ ବୃନ୍ଦାବନ ବାଙ୍କେ ବିହାରୀ ମନ୍ଦିରରେ ଦର୍ଶନ ମନା !

ମଥୁରା : ନୂଆବର୍ଷ ପାଇଁ ଶ୍ରୀବାଙ୍କେ ବିହାରୀ ମନ୍ଦିର ତରଫରୁ ଶ୍ରଦ୍ଧାଳୁଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରାଯାଇଛି କି, ପାଶ୍ଚାତ୍ୟ ନବବର୍ଷ ଅବସରରେ ମନ୍ଦିରରେ ପ୍ରବଳ ଭିଡ଼ ଯୋଗୁଁ ଦର୍ଶାନାର୍ଥୀଙ୍କ ଭିଡ଼କୁ…

ଆରାବଳୀ ମାମଲା: ନିଜ ରାୟ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ନିଜ ରାୟ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । ବହୁ ଚର୍ଚ୍ଚିତ ଆରାବଳୀ ଖଣି ଖନନ ମାମଲାରେ କୋର୍ଟ ପୂର୍ବରୁ ଦେଇଥିବା ରାୟରେ ସ୍ଥଗିତାଦେଶ ଜାରି କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି…

ମଝି ଆକାଶରେ ଦୁଇ ହେଲିକପ୍ଟର ଧକ୍କା, ଜଣେ ମୃତ

ଆମେରିକା : ଆମେରିକାର ନ୍ୟୁ ଜର୍ସିରେ ଭୟଙ୍କର ବିମାନ ଦୁର୍ଘଟଣା । ଦୁଇଟି ହେଲିକପ୍ଟର ମଝି ଆକାଶରେ ଧକ୍କା ହେବା ଫଳରେ ଖଣ୍ଡ ଖଣ୍ଡ ହୋଇଯାଇଛି । ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣକ ଗୁରୁତର ଆହତ ହୋଇଛନ୍ତି…

କରିପୁ ଜଙ୍ଗଲରେ ସର୍ଚ୍ଚ ଅପରେସନ, ଟିଫିନ ବୋମା ଓ ବିସ୍ଫୋରକ ଜବତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାର କରିପୁ ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ମିଳିଛି ମାଓ ସାମଗ୍ରୀ। ଯାହା ମଧ୍ୟରେ ରହିଛି ଗୋଟିଏ ଟିଫିନ ବୋମା ଏବଂ ବିପୁଳ ପରିମାଣର ବିସ୍ପୋରକ। ସୁରକ୍ଷା କର୍ମୀଙ୍କୁ କ୍ଷତି ପହଞ୍ଚାଇବା…

ଜିରୋ ନାଇଟ୍‌ରେ ମଦ ପିଇ ଗାଡ଼ି ଚଳାଇଲେ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଜିରୋ ନାଇଟରେ ମଦ ପିଇ ଗାଡ଼ି ଚଳାଇ ଧରାପଡ଼ିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଦ୍ଵେତନଗରୀ ପୁଲିସ କମିଶନର ଏସ. ଦେବଦତ୍ତ ସିଂହ ଏପରି ଚେତାବନୀ ଦେଇଛନ୍ତି। ଯଦି କେହି ଅମାନିଆ ହୁଅନ୍ତି, ତେବେ ସେମାନଙ୍କ ଗାଡ଼ି ଜବତ କରାଯିବା ସହିତ କୋର୍ଟ ଚାଲାଣ…