ଗାନ୍ଧିଜୀଙ୍କୁ ନେଇ ବିଜେପି ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ: ଗାନ୍ଧିଜୀଙ୍କ ପ୍ରତମୂର୍ତ୍ତୀ ତଳେ ଧାରଣା ଦେଲେ ବିରୋଧୀ

ଭୁବନେଶ୍ୱର : ଗାନ୍ଧିଜୀଙ୍କ ଉପରେ ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିଧାନସଭାରେ ଝଡ଼ ।  ଗୃହରେ ପ୍ରଥମେ ହଙ୍ଗାମା, ପରେ ବିଧାନସଭା ପରିସରରେ ଥିବା ଗାନ୍ଧିଜୀଙ୍କ ପ୍ରତମୂର୍ତ୍ତୀ ତଳେ ଧାରଣା ।  ମୌନ ଧାରଣ ଦେଇଥିଲେ ବିଜେଡି ଓ…

ଭାରତରେ ରୁଷ ରାଷ୍ଟ୍ରପତି ପୁଟିନ, ଆଲିଙ୍ଗନ କରି ସ୍ବାଗତ କଲେ ମୋଦି

ନୂଆଦିଲ୍ଲୀ : ଭାରତରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଦିଲ୍ଲୀର ପାଲମ ବିମାନବନ୍ଦରରେ ଓହ୍ଲାଇଛନ୍ତି ରୁଷ ରାଷ୍ଟ୍ରପିତ ଭ୍ଲାଦିମିର ପୁଟିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୋଟୋକଲ ଭାଙ୍ଗି ପୁଟିନଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି । ପୁଟିନଙ୍କୁ ସ୍ୱାଗତ କରିବା…

ଲେଡି ସାଇକୋ କିଲର୍ ଗିରଫ, ନିଜ ପୁଅ ସେମତ ନେଇଥଲା ବହୁ ଶିଶୁଙ୍କ ଜୀବନ

ହରିୟାଣା : ସୁନ୍ଦର ଦିଶିବାକୁ ନେଇ ନିଜ ଭାଣେଜି ଓ ପୁଅକୁ ହତ୍ୟା କରିବା ଘଟଣା ଏବେ ଚାରିଆଡେ ଚାଞ୍ଚଲ୍ୟ ଖେଳାଇଦେଇଛି । ହରିୟାଣାର ପାନିପତ ଜିଲ୍ଲା ନୌଲ୍ଥା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ନିଜେ ସବୁଠୁ ସୁନ୍ଦରୀ ଦେଖାଯିବା…

ସୁଷମା ସ୍ବରାଜଙ୍କ ସ୍ବାମୀ ସ୍ବରାଜ କୌଶଲଙ୍କ ବିୟୋଗ

ନୂଆଦିଲ୍ଲୀ: ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସ୍ୱାମୀ ତଥା ବିଜେପି ସାଂସଦ ବାଂସୁରୀ ସ୍ୱରାଜଙ୍କ ବାପା ସ୍ୱରାଜ କୌଶଲଙ୍କ ପରଲୋକ । ତାଙ୍କ ବିୟୋଗ ନେଇ ଦିଲ୍ଲୀ ଭାରତୀୟ ଜନତା ପାର୍ଟି ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛି । ସେ…

ବିମାନ ସେବା ପ୍ରଭାବିତ, ଦିଲ୍ଲୀରୁ ମୁମ୍ବାଇ ଯାତ୍ରା ପାଇଁ ଦେବାକୁ ପଡ଼ୁଛି ଡବଲ୍ ଭଡ଼ା

ନୂଆଦିଲ୍ଲୀ : ସମଗ୍ର ଦେଶରେ ଇଣ୍ଡିଗୋ ବିମାନ ବର୍ତ୍ତମାନ ସଙ୍କଟ ଦେଇ ଗତି କରୁଛି । ବିମାନ ଉଡାଣ ଗୁରୁତର ଭାବରେ ପ୍ରଭାବିତ ହୋଇଛି । ଦୁଇ ଦିନରେ ୩୦୦ ରୁ ଅଧିକ ବିମାନ ବାତିଲ ହୋଇସାରିଲାଣି । ଆଉ ଏଥିପାଇଁ ଦିଲ୍ଲୀରୁ…

ପୁଟିନଙ୍କ ଭାରତ ଗସ୍ତ ନେଇ ଦିଲ୍ଲୀରେ ହୋଟେଲ ଦାମ୍ ଆକାଶଛୁଆଁ

ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ ଗସ୍ତ କରୁଛନ୍ତି| ଏଥିପାଇଁ ନୂଆଦିଲ୍ଲୀରେ ବ୍ୟାପକ କଡ଼ା ସୁରକ୍ଷା କରାଯାଇଛି । ପୁଟିନ ଭାରତ ଯାତ୍ରା ନେଇ ଦିଲ୍ଲୀରେ ହସପିଟାଲିଟି ଇଣ୍ଡଷ୍ଟ୍ରୀର ଭାଉ ବଢିଯାଇଛି । ରାଜଧାନୀର ସମସ୍ତ…

ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିରେ ୧୨ ମାଓବାଦୀ, ୩ ଯବାନ ସହିଦ

ଛତିଶଗଡ଼ : ପୁଣି ଲାଲବାହିନୀକୁ ଶକ୍ତ ଧକ୍କା । ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିରେ ୧୨ ମାଓବାଦୀ । ନକ୍ସଲଙ୍କ ପାଲଟା ଗୁଳିରେ ୩ ଡିଆରଜି ଯବାନ ସହିଦ । ଦାନ୍ତେୱାଡା ଓ ବିଜାପୁର ସୀମାନ୍ତ ଭୈରମଗଡ଼ ଅଞ୍ଚଳର କେଶକତୁଲ ଜଙ୍ଗଲରେ ଏନକାଉଣ୍ଟର…

ଆମରୋହାର ନ୍ୟାସନାଲ ହାଇୱେ ୯ରେ ଦୁର୍ଘଟଣା, ୪ ଡ଼ାକ୍ତର ମୃତ

ଉତ୍ତରପ୍ରଦେଶ : ଗତକାଲି ବିଳମ୍ବିତ ରାତିରେ  ଉତ୍ତରପ୍ରଦେଶ ଆମରୋହାର ନ୍ୟାସନାଲ ହାଇୱେ ୯ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ଘଟିଛି । ଦ୍ରୁତ ଗତିରେ ଆସୁଥିବା କାରଟି DCM ରେ ଧକ୍କା ହେବା ଫଳରେ…

କର୍ମଚାରୀ ଅଭାବ, ୨୦୦ ରୁ ଅଧିକ ଇଣ୍ଡିଗୋ ବିମାନ ଚଳାଚଳ ରଦ୍ଦ

ନୂଆଦିଲ୍ଲୀ : ଇଣ୍ଡିଗୋରେ କର୍ମଚାରୀ ଅଭାବ। ଫେଲ୍ ମାରିଲା ପଞ୍ଚୁଆଲିଟି ସର୍ଭିସ୍ । କ୍ରିୟୁ ସଦସ୍ୟଙ୍କ ଅଭାବ ଯୋଗୁ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ବେଙ୍ଗାଳୁରୁ ଭଳି ବଡ଼ ବଡ଼ ବିମାନ ବନ୍ଦରରେ ୨୦୦ ରୁ ଅଧିକ ବିମାନ ଚଳାଚଳ ରଦ୍ଦ ହୋଇଛି ।…

ଜଳିଗଲା ଓଏସଆରଟିସି ବସ

ବଲଣ୍ଡା: ବରଗଡ଼ ଜିଲା ବଲଣ୍ଡା ଛକରେ ଜଳିଗଲା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସଆରଟିସି) ବସ। ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ବସଟି ବରଗଡ଼ରୁ ପଦ୍ମପୁର ଯାଉଥିଲା। ବସରେ ୨୫ରୁ ଅଧିକ ଯାତ୍ରୀ ଥିଲେ।…