ପ୍ରସାଦ ସେବନ କରି ୫୦ ଗୁରୁତର, ହସ୍ପିଟାଲରେ ଭର୍ତ୍ତି
ରାଜଗଡ: ରାଜଗଡ ଜିଲାରେ ଏକ ଧାର୍ମିକସ୍ଥଳରେ ଆୟୋଜିତ ପ୍ରସାଦ ସେବନ ପରେ ୫୦ରୁ ଅଧିକ ଲୋକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୋମବାର ରାତିରେ ରାଜଗଡ ଜିଲା ଖିଲଚିପୁର ଥାନା ଅନ୍ତର୍ଗତ ଗାଦିୟା ଲୁହାର ଗାଁରେ ଆୟୋଜିତ ଏକ ଧାର୍ମିକ…
ରାଜଗଡ: ରାଜଗଡ ଜିଲାରେ ଏକ ଧାର୍ମିକସ୍ଥଳରେ ଆୟୋଜିତ ପ୍ରସାଦ ସେବନ ପରେ ୫୦ରୁ ଅଧିକ ଲୋକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୋମବାର ରାତିରେ ରାଜଗଡ ଜିଲା ଖିଲଚିପୁର ଥାନା ଅନ୍ତର୍ଗତ ଗାଦିୟା ଲୁହାର ଗାଁରେ ଆୟୋଜିତ ଏକ ଧାର୍ମିକ…
ବାଂଲାଦେଶ: ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ସେ ହେଲେ ବଜେନ୍ଦ୍ର ବିଶ୍ଵାସ(୪୨)। ଏକ କାରଖାନା ଭିତରେ ସୁରକ୍ଷାକର୍ମୀ ଭାବେ ଡ୍ୟୁଟି କରୁଥିବା ସମୟରେ ବଜେନ୍ଦ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗୁଳି କରିବା ପରେ ହତ୍ୟାକାରୀ ତାତ୍ସଲ୍ୟ କରି…
ନୂଆଦିଲ୍ଲୀ: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ବେଙ୍ଗାଲୁରୁର ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ଠାରେ ପରବର୍ତ୍ତୀ ପିଢ଼ିର ସିଭିଲ୍ ହେଲିକପ୍ଟର DHRUV-NG ଉଦଘାଟନ କରିଛନ୍ତି । ମନ୍ତ୍ରୀ ଶ୍ରୀ ନାଇଡୁ ଏରୋ ଇଣ୍ଡିଆ ଶୋ’ରେ HAL…
ନୂଆଦିଲ୍ଲୀ: ବେଙ୍ଗଲ ନିର୍ବାଚନ ପୂର୍ବରୁ କୋଲକାତାରେ ଅମିତ ଶାହଙ୍କ ରଣହୁଁକାର । ୨୦୨୬ ମସିହାରେ ବେଙ୍ଗଲରେ ବିଜେପି ସରକାର ନିଶ୍ଚିତ ବୋଲି କହିଛନ୍ତି ସୌରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ। ଆହୁରି ମଧ୍ୟ ସେ କହିଛନ୍ତି ୨୦୨୪ରେ ଓଡ଼ିଶା ଓ ଆନ୍ଧ୍ରରେ ପ୍ରଥମ…
ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ଏକ ଭୟଙ୍କର ବସ୍ ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୫ ଜଣ ଆହତ ହୋଇ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ଉତ୍ତରଖଣ୍ଡର ଆଲମୋରା ଜିଲ୍ଲାର ଭିକିଆସେନ ନିକଟରେ ଏକ ଯାତ୍ରୀବାହୀ ବସ୍…
ମସ୍କୋ- ପୁଟିନ୍ଙ୍କ ଘର ଉପରେ ଡ୍ରୋନ୍ ଆକ୍ରମଣ କରିବା ପାଇଁ ଚେଷ୍ଟା କରାଯାଇଥିବା ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍ ସୂଚନା ଦେଇଛନ୍ତି । ୟୁକ୍ରେନ୍ ଏହି ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିବା ସେ କହିଛନ୍ତି । ଡିସେମ୍ବର ୨୮…
ବାଂଲାଦେଶ : ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପରଲୋକ । ୮୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ବୟସ ଜନିତ ରୋଗରେ ପୀଡ଼ିତ ଥିଲେ । ସେ…
ବାରାଣାସୀ: ନୂଆବର୍ଷ ପାଇଁ ଦେଶର ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । କିଛି ସ୍ଥାନରେ ଲମ୍ବା ଧାଡ଼ି ଲାଗିଥିବାବେଳେ ଅନ୍ୟ ସ୍ଥାନରେ ଠିଆ ହେବା ପାଇଁ ଯଥେଷ୍ଟ ସ୍ଥାନ ନାହିଁ । ବିଶ୍ୱାସର ପରିପ୍ରକାଶକୁ ଦୃଷ୍ଟିରେ ରଖି,…
ମୁମ୍ୱାଇ : ମୁମ୍ୱାଇରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଭାଣ୍ଡୁପ ୱେଷ୍ଟ ରେଲୱେ ଷ୍ଟେସନ୍ ନିକଟରେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏକ BEST ବସ୍ ଦୁର୍ଘଟଣାରେ…
କଟକ : ଟାଟା ପାୱାର ବିରୋଧରେ ହାଇକୋର୍ଟରେ ରୁଜ୍ଜୁ ହେଲା ଜନସ୍ୱାର୍ଥ ମାମଲା । ସ୍ମାର୍ଟ ମିଟର ଏବଂ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ କରି ହାଇକୋର୍ଟରେ ରୁଜୁ ହୋଇଛି ଏହି ଜନସ୍ୱାର୍ଥ ମମାଲା । ଏହାର ତୁରନ୍ତ ପ୍ରତ୍ୟାହାର କରିବାକୁ ଆବେଦନରେ…