୮୫ ହଜାର ଭିସା ରଦ୍ଦ କଲେ ଟ୍ରମ୍ପ୍, ଭାରତୀୟ ଅଧିକ ପ୍ରଭାବିତ

ୱାଶିଂଟନ: ଆମେରିକାର ରାଜଧାନୀ ୱାଶିଂଟନ ଡିସିରେ ଗୁଳିକାଣ୍ଡ ପରେ, ଜାତୀୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଚଳିତ ବର୍ଷ ପ୍ରାୟ ୮୫,୦୦୦ ଭିସା ରଦ୍ଦ କରିଛନ୍ତି। ଷ୍ଟେଟ୍ ଡିପାର୍ଟମେଣ୍ଟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ,…

ହାତୀ ମୃତ୍ୟୁ ରୋକିବାରେ ସରକାର ବିଫଳ, ଦେଢ଼ ବର୍ଷରେ ମଲେଣି ୧୩୬

ଭୁବନେଶ୍ବର: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର ବିଫଳ ହୋଇଛନ୍ତି। ମଙ୍ଗଳବାର ବିଧାନସଭାରେ ସରକାରଙ୍କ ଦ୍ବାରା ପ୍ରଦତ୍ତ ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି। ବିଗତ ଦେଢ଼ ବର୍ଷ ମଧ୍ୟରେ ରାଜ୍ୟରେ ୧୩୬ ହାତୀ ପ୍ରାଣ ହରାଇଥିବା ସରକାର ମାନିଛନ୍ତି। ଜଙ୍ଗଲ,…

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ କୋର୍ଟରୁ ନୋଟିସ୍‌

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ ଝଟକା ଲାଗିଛି । ସୋନିଆଙ୍କ ନାଗରିକତା ଉପରେ ପ୍ରଶ୍ନ ଉଠାଇଛନ୍ତି କୋର୍ଟ । ସୋନିଆ ଭାରତର ନାଗରିକ ହେବା ପୂର୍ବରୁ କେମିତି ଭାରତୀୟ ଭୋଟର ହେଲେ? ୧୯୮୦ ଭୋଟର ତାଲିକାକୁ ନେଇ ସୋନିଆଙ୍କ…

ଇଣ୍ଡୋନେସିଆରେ ଜଳିଗଲା ୭ ମହଲା କୋଠା, ୨୦ ମୃତ

ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୨୦ ଜଣଙ୍କ ମୃତ୍ୟୁ ହୋଇଛି। ଏକ ୭ ମହଲା ବିଶିଷ୍ଟ କୋଠାରେ କାର୍ଯ୍ୟାଳୟ ଚାଲିଥିବାବେଳେ ସେଥିରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ। ତେବେ ନିଆଁ ଯୋଗୁ…

ଅନନ୍ତ ଅମ୍ବାନୀଙ୍କୁ ମିଳିଲା ଗ୍ଲୋବାଲ୍ ହ୍ୟୁମାନିଟାରିଆନ୍ ପୁରସ୍କାର

ନୂଆଦିଲ୍ଲୀ : ନନ୍ତ ଅମ୍ବାନୀଙ୍କୁ ମିଳିଲା ଗ୍ଲୋବାଲ୍ ହ୍ୟୁମାନିଟାରିଆନ୍ ପୁରସ୍କାର । ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ ବ୍ୟାପକ କାର୍ଯ୍ୟକ୍ରମ ପାଇଁ ତାଙ୍କୁ ସମ୍ମାନିତ କରାଯାଇଛି । ଏହି ପ୍ରତିଷ୍ଠିତ ଆମେରିକୀୟ ପୁରସ୍କାର ପାଇବାରେ ଅନନ୍ତ ଅମ୍ବାନୀ ସବୁଠାରୁ କମ୍ ବୟସର ଏବଂ…

ରୁଷ ରକ୍ଷା ମନ୍ତ୍ରଣାଳୟର ବିମାନ ଦୁର୍ଘଟଣାଗ୍ରସ୍ତ

ରୁଷ : ରୁଷର ଇଭାନୋଭୋ ଅଞ୍ଚଳରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ଚାଳକ ଦଳର ୭ ଜଣ ସଦସ୍ୟ ରହିଥିଲେ । ଏହି ବିମାନଟି ରୁଷର ରକ୍ଷା ମନ୍ତ୍ରଣାଳୟର ରହିଥିବା ଖବର ମିଳିଛି ଇଭାନୋଭୋର ରୁଷର ଏକ ବଡ଼ ସହର…

ଶୀତକାଳୀନ ସୂଚୀରେ ୫% ବିମାନ ଭଡ଼ା ହ୍ରାସ କରିବାକୁ ଇଣ୍ଡିଗୋକୁ DGCAର ନିର୍ଦ୍ଦେଶ

ନୂଆଦିଲ୍ଲୀ : ଏପର୍ଯ୍ୟନ୍ତ ସୁଧୁରୁନି ଇଣ୍ଡିଗୋ ସମସ୍ୟା । ଏହାରି ମଧ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିମାନ କମ୍ପାନୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମନ୍ତ୍ରଣାଳୟ ଏହାର ଶୀତକାଳୀନ କାର୍ଯ୍ୟସୂଚୀ ବୃଦ୍ଧିକୁ ହ୍ରାସ କରି ୫ % ଉଡ଼ାଣ…

୭୯ ବର୍ଷରେ ପାଦ ଥାପିଲେ ସୋନିଆ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ଆଜି କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ଜନ୍ମଦିନ । ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହା ସେ ତାଙ୍କ ସୋସିଆଲ ମିଡିଆ ପେଜରେ ପୋଷ୍ଟ କରିଥିବାର ଦେଖିବାକୁ ମିଳିଛି । ସୋନିଆ ଗାନ୍ଧୀଙ୍କ ଲମ୍ବା…

ଶମଶାବାଦ ବିମାନବନ୍ଦରକୁ ବୋମା ଧମକ

ତେଲେଙ୍ଗାନା : ତେଲେଙ୍ଗାନାର ଶମଶାବାଦ ଏୟାରପୋର୍ଟକୁ ପୁଣି ବୋମା ଧମକ ମିଳିଛି । ଯାହାର ଧମକ ଏୟାରପୋର୍ଟର ଅଧିକାରୀଙ୍କ ନିକଟକୁ ଇମେଲ୍ ମାଧ୍ୟମରେ ଆସିଥିବା ସୂଚନା ମିଳୁଛି । ଯେଉଁଥିରେ ଦାବି କରାଯାଇଛି ଯେ, ଆମେରିକା ଯାଉଥିବା ବିମାନରେ ବୋମା ରଖାଯାଇଛି ।…

ଗୋଆ ଅଗ୍ନିକାଣ୍ଡ ପରେ ଛୁ ହେଲେ କ୍ଲବ ମାଲିକ

ଗୋଆ : ଇଣ୍ଡିଗୋ ଫ୍ଲାଇଟରେ ମାଲିକ ଛୁ । ଅଗ୍ନିକାଣ୍ଡର ୬ ଘଣ୍ଟା ପରେ ଫୁକେଟ୍ ପଳାଇଲେ ୨ ମାଲିକ । ଦିଲ୍ଲୀର ଉଦ୍ୟୋଗପତି ସୌରଭ ଓ ଗୌରଭ ଲୁଥ୍ରା ରବିବାର ଭୋର ୫ଟା ୩୦ରେ ଇଣ୍ଡିଗୋ ଫ୍ଲାଇଟ (6E 1073)ରେ ଫୁକେଟ…