ହାଦିଙ୍କ ହତ୍ୟାରେ ସମ୍ପୃକ୍ତ ୨ ଅଭିଯୁକ୍ତ ଭାରତ ଫେରାର’: ବାଂଲାଦେଶ ପୋଲିସ
ଢାକା : ବାଂଲାଦେଶ ଢାକାରେ ଛାତ୍ରନେତା ଶରିଫ ଉସ୍ମାନ ହାଦିଙ୍କ ହତ୍ୟାରେ ସାମିଲ ଥିବା ଦୁଇ ମୁଖ୍ୟ ଅଭିଯୁକ୍ତ ଭାରତ ଖସି ଆସିଥିବା ଢାକା ମେଟ୍ରୋପଲିଟନ ପୋଲିସ ଦାବି କରିଛି । ପୋଲିସ କହିଛି କି, ଅଭିଯୁକ୍ତକୁ ସାହାଯ୍ୟ କରିଥିବା ଦୁଇ ଜଣଙ୍କୁ…
