ଇମ୍ରାନ ସୁସ୍ଥ ଓ ସୁରକ୍ଷିତ ଥିବା କହିଲେ ଭଉଣୀ ଉଜମା

ନୂଆଦିଲ୍ଲୀ : ଆଜି ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲରେ ଭେଟିବା ପାଇଁ ଯାଇଛନ୍ତି ଇମ୍ରାନଙ୍କ ଭଉଣୀ ଉଜମା । ଜେଲରେ ଇମ୍ରାନଙ୍କୁ ଭେଟିବା ପରେ ସେ ସୁସ୍ଥ ଥିବା ଭଉଣୀ ସୂଚନା ଦେଇଛନ୍ତି। କିଛି ଦିନ ତଳେ ଜେଲ…

ଶ୍ରୀଲଙ୍କାକୁ ରିଲିଫ ପଠାଇବା ଲାଗି ପାକିସ୍ତାନ ପାଇଁ ଆକାଶମାର୍ଗ ଖୋଲିଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଆକାଶମାର୍ଗ ଖୋଲିଲା ଭାରତ। ଅପରେସନ ସିନ୍ଦୂର ସମୟରେ ଭାରତ ଆକାଶମାର୍ଗକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ କରିଦେଇଥିଲା। ହେଲେ ବାତ୍ୟା ଦ୍ବାରା କ୍ଷତିଗ୍ରସ୍ତ ଶ୍ରୀଲଙ୍କାକୁ ରିଲିଫ ପଠାଇବା ଲାଗି ଆକାଶମାର୍ଗ ଅନୁମତି ପ୍ରଦାନ ପାଇଁ ପାକିସ୍ତାନ ଅନୁରୋଧ କରିଥିଲା। ମାନବତା…

ଭାରତ ଆସିବେ ପୁଟିନ୍, ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ହାଇଆଲର୍ଟ

ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୁଟିନଙ୍କ ଗସ୍ତ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଭାରତ ଏବଂ ରୁଷ ଉଭୟର ଏଜେନ୍ସି ଏହି ସ୍ତରକୁ…

ଖୋଲିଲା ଭାରତର ସବୁଠାରୁ ଲମ୍ବା ଗ୍ଲାସ୍ ସ୍କାଇୱାକ୍

ବିଶାଖାପଟନମ୍ : ଆନ୍ଧ୍ରପ୍ରଦେଶ ବିଶାଖାପାଟନମରେ ନିର୍ମାଣ ହୋଇଛି ବହୁ ପ୍ରତିକ୍ଷୀତ ଗ୍ଲାସ୍ ବ୍ରିଜ । ଡିସେମ୍ବର ୧ ତାରିଖରେ ଟିଡିପି ସାଂସଦ ଭରତ କୈଳାଶଗିରିରେ ନିର୍ମାଣ ହୋଇଥିବା ସ୍କାଇ ୱାକ୍ ବ୍ରିଜକୁ ଉଦ୍ଘାଟନ କରିଛନ୍ତି । ସମୁଦ୍ର ପତ୍ତନଠୁ ୧୦୦୦ ଫୁଟ…

ଯାନ୍ତ୍ରିକ ତ୍ରୁଟି ପାଇଁ ସବୱେରେ ଫସିଲା ଚେନ୍ନାଇ ମେଟ୍ରୋ ଟ୍ରେନ୍

ଚେନ୍ନାଇ :  ଆଜି ସକାଳେ ଚେନ୍ନାଇ ମେଟ୍ରୋ  ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା । ଯାହା ୱିମକୋ ନଗର ଡିପୋ ଏବଂ ଚେନ୍ନାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଚାଲେ । ସେଣ୍ଟ୍ରାଲ ମେଟ୍ରୋ ଏବଂ ହାଇକୋର୍ଟ ଷ୍ଟେସନ ମଧ୍ୟରେ ମେଟ୍ରୋଟି ଫସିଯାଇଥିଲା । ଯାହାଫଳରେ…

ଶ୍ରୀଲଙ୍କାକୁ ଏକ୍ସପାୟାର ରିଲିଫ ସାମଗ୍ରୀ ପଠାଇଲା ପାକିସ୍ତାନ

ଶ୍ରୀଲଙ୍କା: ବନ୍ୟା ତଥା ଘୂର୍ଣ୍ଣିଝଡ଼ ଡିଟୱା ଦ୍ବାରା ପ୍ରଭାବିତ ହୋଇ ଶ୍ରୀଲଙ୍କା ଏବେ ସଙ୍କଟରେ ଗତି କରୁଛି । ଏଭଳି ସ୍ଥଳେ ପାକିସ୍ତାନ ଶ୍ରୀଲଙ୍କାକୁ ପଠାଇଥିବା ରିଲିଫ ସାମଗ୍ରୀକୁ ନେଇ ନୂଆ ବିବାଦ ଦେଖାଦେଇଛି । ପାକିସ୍ତାନ ପଠାଇଥିବା ରିଲିଫ୍ ସାମଗ୍ରୀ ସବୁ…

ଏଣିକି ସେବାତୀର୍ଥ ନାମରେ ଜଣାଯିବ PMO

ନୂଆଦିଲ୍ଲୀ : ବଦଳିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନାମ । ଏବେ ଏହାକୁ ସେବାତୀର୍ଥ ନାମରେ ଜଣାଯିବ । ଏହାର ଉଦ୍ଦେଶ୍ୟ ଶାସନରେ ସେବାର ଭାବନକୁ ବଢାଇବା । ଏହି ପରିବର୍ତ୍ତନ କେବଳ ଗୋଟିଏ ନୁହେଁ, ଦେଶର ଅନେକ ସରକାରୀ ଭବନ ଏବଂ ରାସ୍ତାର…

୫୨ ଏକର ଜାଗାରେ ନିର୍ମାଣ ହେବ ଅଯୋଧ୍ୟା ରାମ ମନ୍ଦିର ସଂଗ୍ରାହଳୟ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ସଂଗ୍ରାହଳୟ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ଯାହାର ନିଷ୍ପତ୍ତି କ୍ୟାବିନେଟ୍ ବୈଠକରେ ନିଆଯାଇଥିଲା । ମନ୍ଦିର ସଂଗ୍ରାହଳୟ ୫୨ ଏକର ଜାଗାରେ ନିର୍ମାଣ କରାଯିବ । ଏହା…

କଟକରେ ଭଙ୍ଗା ହେବ ବିପଦସଙ୍କୁଳ କୋଠା: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: କଟକରେ ଭଙ୍ଗା ହେବ ବିପଦସଙ୍କୁଳ କୋଠା। ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର। କଟକରେ ଥିବା ସମସ୍ତ ବିପଦ ଶଂକୁଳ ଚିଠା ଚିହ୍ନଟ କରାଯାଇ ଖୁବଶୀଘ୍ର ଭଙ୍ଗାଯିବ । କୋଠାଗୁଡିକୁ ଚିହ୍ନଟ…

ଭଦ୍ରକରେ ସଙ୍ଗଠିତ ହେବ ଦଳ, ପ୍ରଫୁଲ୍ଲଙ୍କୁ ଗୁରୁଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ଭଦ୍ରକରେ ବିଜେଡିକୁ ଲାଗିଛି ଝଟ୍‌କା । ୪ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା ପରେ ଦୋହଲିଯାଇଛି ବିଜେଡି ଗଡ଼। ଭଦ୍ରକରେ ଦଳକୁ ସଙ୍ଗଠିତ କରି ରଖିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କୁ ଗୁରୁଦାୟିତ୍ୱ ଦେଇଛନ୍ତି। ଭଦ୍ରକରେ…