ଠକେଇ ମାମଲା: ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ
ନୂଆଦିଲ୍ଲୀ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି ରାଜସ୍ଥାନ ପୁଲିସ। ୩୦ କୋଟି ଠକେଇ ମାମଲାରେ ତାଙ୍କ ସମେତ ୮ ଜଣଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ହୋଇଥିବାବେଳେ ପୁଲିସ ରବିବାର ବିକ୍ରମଙ୍କୁ ଗିରଫ କରିଛି। ରାଜସ୍ଥାନ ପୁଲିସ…
