ଭୁବନେଶ୍ୱରରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ୯୩.୦୯ କୋଟିର ଅନୁଦାନ ଦେବ କେନ୍ଦ୍ର

ଭୁବନେଶ୍ୱର: ସଂଶୋଧିତ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ଇନଫୋଭ୍ୟାଲି ଠାରେ ଏକ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ନିର୍ମାଣକୁ ମଞ୍ଜୁରି ମିଳିଛି। ଶୁକ୍ରବାର ରାଜ୍ୟସଭାରେ ଏହି ସୂଚନା ଦେଇ କହିଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ରାଷ୍ଟ୍ର ମନ୍ତ୍ରୀ…

ଶିଶୁ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା

ଟିଟିଲାଗଡ : ଶିଶୁ ମୃତ୍ୟୁକୁ ନେଇ ଟିଟିଲାଗଡ଼ ହସ୍ପିଟାଲରେ ଉତ୍ତେଜନା । ଦୀର୍ଘ ସମୟ ପର୍ଯ୍ୟନ୍ତ ହସ୍ପିଟାଲରେ ପଡ଼ି ରହିଲା ମୃତଦେହ । ଟିଟିଲାଗଡ ସ୍ଥିତ ମାତୃ ଓ ଶିଶୁ ହସ୍ପିଟାଲକୁ ଗତକାଲି ସନ୍ଧ୍ୟାରେ ମୁରିବାହାଲ ଥାନା ଦେହେଲି ଗାଁର ଜଣେ…

ପୁଲିସ ଗୁଳିରେ କୁଖ୍ୟାତ ମାଓବାଦୀ ନିହତ

ଛତିଶଗଡ଼: ଛତିଶଗଡ଼ର ବିଜାପୁର ଅନ୍ତର୍ଗତ ଇନ୍ଦ୍ରାବତୀ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ କୁଖ୍ୟାତ ମାଓବାଦୀ ନିହତ ହୋଇଛି। ତା’ର ନାଁ ଫଗୁନ ମାଡଭି। ଫଗୁନ ନାମରେ ଛତିଶଗଡ଼ ସରକାର ୫ ଲକ୍ଷ ଟଙ୍କାର ପୁରସ୍କାର…

ରୋଚକ ଦୃଶ୍ୟ: ଏକାଠି ବସି ଚା ପିଇଲେ ମୋଦୀ, ପ୍ରିୟଙ୍କା, ସୁପ୍ରିୟା-ଧର୍ମେନ୍ଦ୍ର ଯାଦବ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଶେଷ ହେବା ପରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଅଧିବେଶନ ଶେଷ ହେବା ପରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଶାସକ ଓ…

ଟ୍ରାଙ୍କୁଲାଇଜ ପରେ ଅସୁସ୍ଥ ହାତୀର ଚିକିତ୍ସା ଆରମ୍ଭ

ଭୁବନେଶ୍ଵର: ଚନ୍ଦକା ଅଞ୍ଚଳରେ ଘୁରି ବୁଲୁଥିବା ଅସୁସ୍ଥ ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ କରାଯାଇଛି। ଶୁକ୍ରବାର ହାତୀକୁ ଟ୍ରାଙ୍କୁଲାଇଜ କରାଯିବା ପରେ ତା’ର ଚିକିତ୍ସା ଆରମ୍ଭ ହୋଇଛି। ହାତୀଟିର ବାମ ଗୋଡ଼ ଫୁଲିଛି। କ’ଣ ପାଇଁ ଗୋଡ଼ ଫୁଲିଛି ତାହା ଜାଣିବା ଲାଗି ଓୟୁଏଟି…

ଇଡ଼ି ରେଡ୍: ଟ୍ରାଭେଲ ଏଜେଣ୍ଟଠାରୁ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା, ୬ କେଜି ସୁନା ଜବତ

ନୂଆଦିଲ୍ଲୀ : ଇଡିକୁ ବଡ଼ ସଫଳତା । ଦିଲ୍ଲୀର ଟ୍ରାଭେଲ ଏଜେଣ୍ଟ ଠାରୁ ଜବତ ହେଲା ନଗଦ ୪ କୋଟି ୬୨ ଲକ୍ଷ ଟଙ୍କା । ଡଙ୍କି ରୁଟ୍ ଦ୍ବାରା ବେଆଇନ ଟଙ୍କା ଓ ସୁନା ତସ୍କରୀର ଯାଞ୍ଚ ବେଳେ ଇଡିକୁ ଏହି…

ପ୍ରବଳ ବର୍ଷାରେ ବୁଡିଗଲା UAE, ରାସ୍ତା ଜଳମଗ୍ନ, ବିମାନ ଚଳାଚଳ ବାଧାପ୍ରାପ୍ତ

ଦୁବାଇ : ମରୁଭୂମିରେ ବନ୍ୟା । ବନ୍ଯାରେ ବୁଡିଗଲା UAE । ଆଜି ସକାଳୁ ଦୁବାଇ ଏବଂ ଆବୁଧାବି ଭଳି ପ୍ରମୁଖ ଅଞ୍ଚଳ ସମେତ UAE ର କିଛି ଅଂଶରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ରାସ୍ତା…

ସରିଲା ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ : ସରିଲା ସଂସଦର ଶୀତ ଅଧିବେଶନ । ବିରୋଧୀଙ୍କ ପ୍ରବଳ ହଙ୍ଗାମା ଭିତରେ ସରିଲା ସଂସଦର ଶୀତକାଳୀନ ଅଧିବେଶନ । ୧୭ ତମ ଲୋକସଭାର ୬ଷ୍ଠ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି ଲୋକସଭା ଅଧ୍ୟକ୍ଷ । ଗତକାଲିଠୁ ମନରେଗା…

ପାଣି ଟାଙ୍କି ଭୁଶୁଡ଼ି, ୩ ଶ୍ରମିକ ମୃତ, ଅନେକ ଗୁରୁତର

ନାଗପୁର : ମହାରାଷ୍ଟ୍ର ନାଗପୁରରେ ବୁଟିବୋରି ଏମଆଇଡିସିରେ ଅୱାଡା କମ୍ପାନୀରେ ପାଣିଟାଙ୍କି ଭୁଶୁଡିବାରୁ ଅଘଟଣ । ଏଥିରେ ୩ ଜଣ ଶ୍ରମକଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଦବିଥିବା ଆଶଙ୍କା କରାଯାଉଛି । ଅୱାଡା କମ୍ପାନୀରେ ସୋଲାର ପ୍ୟାନେଲ ନିର୍ମାଣ କାମ ଚାଲୁ…

ରଣକ୍ଷେତ୍ର ପାଲଟିଛି ବାଂଲାଦେଶ: ଜଣେ ମୃତ, ୪ ଆହତ, ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି

ଢାକା : ରଣକ୍ଷେତ୍ର ପାଲଟିଛି ବାଂଲାଦେଶ । ବାଂଲାଦେଶରେ ପୁଣି ହିଂସା ଘଟି ଅନେକ ସ୍ଥାନରେ ପୋଡ଼ାଜଳା ସହିତ ପଥରମାଡ଼ ହୋଇଛି । ବାଂଲାଦେଶରେ ଶରିଫ ଉସ୍ମାନ ହାଦିଙ୍କ ମୃତ୍ୟୁ ପରେ ହିଂସା ଉପୁଜିଛି । ଚଟଗାଓଁରେ ଭାରତୀୟ ହାଇକମିଶନ ବାହାରେ ହିଂସା…