ସାଉଦି ଆରବରୁ ତଡ଼ା ଖାଇଲେ ୫୦ ହଜାରରୁ ଅଧିକ ପାକିସ୍ତାନୀ ଭିକାରୀ

ସାଉଦି ଆରବ : ବାରମ୍ୱାର ବେଜ୍ଜିତ ହେଉଛି ପାକିସ୍ତାନ । ସାଉଦି ଆରବ ସରକାରଙ୍କ ସମସ୍ତ କଟକଣା ସତ୍ତ୍ବେ ପାକିସ୍ତାନରୁ ଅଧିକାଂଶ ଭିକାରୀ ସେଠାକୁ ଯାଇ ଭିକ୍ଷାବୃତ୍ତି କରୁଛନ୍ତି । ତେଣୁ ସାଉଦି ଆରବ ପକ୍ଷରୁ ୫୬ ହଜାର ପାକିସ୍ତାନୀ ଭିକାରୀଙ୍କୁ ବିତାଡିତ…

ଘନ କୁହୁଡ଼ି ଯୋଗୁଁ ବିମାନ ଉଡ଼ାଣ ବାଧାପ୍ରାପ୍ତ, ବିମାନ ଚଳାଚଳ ମନ୍ତ୍ରଣାଳୟର ଆଡଭାଇଜରୀ ଜାରି

ନୂଆଦିଲ୍ଲୀ : ଦିଲ୍ଲୀ ଓ ଉତ୍ତର ଭାରତର ଅନେକ ସ୍ଥାନରେ ଘନ କୁହୁଡ଼ି ଓ ଦୃଶ୍ୟମାନତା ହ୍ରାସ ହେତୁ ବିମାନ ଚଳାଚଳ ମନ୍ତ୍ରଣାଳୟ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଯାତ୍ରୀଙ୍କ ପାଇଁ ପରାମର୍ଶ ଜାରି କରିଛି । ପରାମର୍ଶରେ ବିମାନ ବିଳମ୍ବ ଏବଂ…

ସ୍କୁଲରେ ପଶି ୭ ପ୍ୟାକେଟ ଚାଉଳ ନଷ୍ଟ କଲା ହାତୀ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ରେଞ୍ଜ ବୁଡ଼ାଗୁଡା ସେକ୍ସନର ପଡିଭଟ୍ଟା ବିଦ୍ୟାଳୟରେ  ହାତୀ ପଶି ୭ ପ୍ୟାକେଟ ଚାଉଳ ନଷ୍ଟ କରିଛି। ବହୁଦିନ ଧରି ନିୟମଗିରି ପାହାଡ଼ରେ ରହୁଥିବା ୨୭ଟିକିଆ ହାତୀପଲ ଲାଞ୍ଜିଗଡ ଓ କଲ୍ୟାଣସିଂହପୁର ବ୍ଲକ ଅଞ୍ଚଳରେ ଘୁରି ବୁଲୁଥିବା…

ଲାଞ୍ଚ ଅଭିଯୋଗରେ ପୂର୍ବତନ ଅମିନଙ୍କୁ ୪ ବର୍ଷ ଜେଲ, ପେନସନ ବନ୍ଦ

ତରଭା : ଲାଞ୍ଚ ଅଭିଯୋଗରେ ପୂର୍ବତ୍ତନ ଅମିନଙ୍କୁ କାରାଦଣ୍ଡ । ପେନସନ ବନ୍ଦ କରିବା ସହ ୪ବର୍ଷ ବିଚାର ବିଭାଗୀୟ କାରାଦଣ୍ଡ ଓ ଜରିମାନା ନିର୍ଦେଶ ଦେଇଛି ଅଦାଲତ । ଘଟଣା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ତହସିଲରେ କାର୍ଯ୍ୟରତ ପୂର୍ବତନ…

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ହିଞ୍ଜିଳି ମ୍ୟୁନିସିପାଲିଟିର ଦଳୀୟ ନେତା ଓ କର୍ମୀ

ଭୁବନେଶ୍ୱର: ଗଞ୍ଜାମ ଜିଲା ଶେରଗଡ଼ ବ୍ଲକର ବିଜେଡି କର୍ମୀ ଓ ନେତାମାନେ ସେମାନଙ୍କ ବିଧାୟକ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ସରକାରୀ ଉଦାସୀନତା ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି । ଆଜି ହିଞ୍ଜିଳି ମ୍ୟୁନିସିପାଲଟି ବିଜୁ ଜନତା ଦଳର…

ହାଇଦ୍ରାବାଦ ଇନଭେଷ୍ଟର୍ସ ମିଟରୁ ଓଡ଼ିଶାକୁ ଆସିଲାଣି ୭୦ ହଜାର କୋଟିର ନିବେଶ

ଭୁବନେଶ୍ୱର : ରାଜ୍ୟକୁ ପୁଞ୍ଜିନିବେଶର ସୁଅ ।  ହାଇଦ୍ରାବାଦ ଇନଭେଷ୍ଟର୍ସ ମିଟରୁ ଓଡ଼ିଶାକୁ ଆସିଲାଣି ୭୦ ହଜାର କୋଟିର ନିବେଶ ।  ମାତ୍ର ୨ଦିନରେ ଏତେ ପରିମାଣର ନିବେଶ ଓଡ଼ିଶାର ଶିଳ୍ପନୀତି ପ୍ରତି ଶିଳ୍ପସଂସ୍ଥା ଆକୃଷ୍ଟ ହୋଇଥିବା ସ୍ପଷ୍ଟ ହୋଇଛି ।  ମୁଖ୍ୟମନ୍ତ୍ରୀ…

ମାଛ ବଜାର ଦାବିରେ ରାସ୍ତାରୋକ

ବ୍ରହ୍ମପୁର : ରାସ୍ତା ଉପରେ ମାଛ ରଖି ରାସ୍ତାରୋକ ।  ପରିତ୍ୟକ୍ତ ଅବସ୍ଥାରେ ଦୀର୍ଘ ବର୍ଷ ଧରି ମାଛ ବିକିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମତ୍ସ୍ୟଜୀବୀ । ମାଛ ବିକ୍ରି ପାଇଁ ବଜାର ହୋଇଥିବାବେଳେ ତାହାକୁ ମତ୍ସ୍ୟଜୀବୀଙ୍କୁ ହସ୍ତାନ୍ତର କରାଯାଇନଥିବା ଅଭିଯୋଗ…

ଜନବସତି ମୁହାଁ ହାତୀ, ୧୦ ସ୍କୁଲ ଛୁଟି ଘୋଷଣା କଲେ ଡିଇଓ

ବାଲେଶ୍ବର : ବାଲେଶ୍ବର ଜିଲ୍ଲାରେ ହାତୀ ପାଇଁ ସ୍କୁଲ ଛୁଟି । ୧୦ଟି ସ୍କୁଲକୁ ଛୁଟି ଘୋଷଣା କଲେ ବାଲେଶ୍ବର ଡିଇଓ । ଖଇରା ବ୍ଲକ ପୂର୍ବପଡା ଗାଁର ଜଣେ ଯୁବକଙ୍କୁ କଂକ୍ରିଟ ରାସ୍ତାରେ କଚାଡ଼ି ମାରିଲା ଦନ୍ତା । ମୃତକ ହେଲେ…

ଭୁବନେଶ୍ବର ବିମାନ ବନ୍ଦରରେ ଏକାଧିକ ଏୟାର ଇଣ୍ଡିଆ ବିମାନ ରଦ୍ଦ

ଭୁବନେଶ୍ବର : ଭୁବନେଶ୍ବର ବିମାନ ବନ୍ଦରରେ ଏକାଧିକ ଏୟାର ଇଣ୍ଡିଆ ବିମାନ ରଦ୍ଦ । ଯାତ୍ରୀ ହନ୍ତସନ୍ତ । ଘନ କୁହୁଡି ଯୋଗୁଁ ୩ଟି ବିମାନ ରଦ୍ଦ ହୋଇଛି । ଏଥିସହ ଗୋଟିଏ ବିମାନ ବିଳମ୍ବରେ ଚାଲିଛି । ଭୁବନେଶ୍ୱରରୁ ଦିଲ୍ଲୀ ପାଇଁ…

୫ କିମି ବାଟ ଚାଲି ଲୋକଙ୍କ ସମସ୍ୟା ବୁଝିଲେ ବିଡିଓ

ହରଭଙ୍ଗା : ଚର୍ଚ୍ଚାରେ ହରଭଙ୍ଗା ବିଡିଓ । ଗାଁ କୁ ଗାଡି ଯାଇ ପାରିଲାନି ବୋଲି ରାସ୍ତାରୁ ବଡବଡ ଢେମା ପଥର ହଟାଇ ହଟାଇ ଗଲେ ୫ କିମି ବାଟ । ଏ ହେଉଛନ୍ତି ହରଭଙ୍ଗା ବିଡିଓ ବିଜୟ କୁମାର ପ୍ରଧାନ ।…