ଟ୍ରେନ ଲାଇନ୍ ସଂଯୋଗୀକରଣ ପାଇଁ ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ ଯୋରନ୍ଦା ରୋଡ୍ ମଧ୍ୟରେ ତୃତୀୟ/ଚତୁର୍ଥ ଲାଇନର କାର୍ଯ୍ୟକ୍ଷମତା ସହିତ ରାଜ ଆଠଗଡ଼ ଷ୍ଟେସନରେ ରେଳ ଲାଇନ୍ ସଂଯୋଗୀକରଣ କାର୍ଯ୍ୟ ପାଇଁ କିଛି ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ କରାଯାଇଛି।…

କଙ୍ଗାରୁ କୋର୍ଟ: ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ପିନ୍ଧାଇଲେ ଗ୍ରାମବାସୀ

କଳାହାଣ୍ଡି : ବାଦଲି ଗାଁରେ କଙ୍ଗାରୁ କୋର୍ଟ । ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ପିନ୍ଧାଇଲେ ଗ୍ରାମବାସୀ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବାଦଲି ଗାଁରେ ଜଣେ ବୃଦ୍ଧ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଗାଁରେ କଙ୍ଗାରୁ କୋର୍ଟ ବସିଥିଲା । କଙ୍ଗାରୁ…

ଆସନ୍ତା ୧୭ ତାରିଖରେ ଓଟିଇଟି ପରୀକ୍ଷା

କଟକ : ଆସନ୍ତା ୧୭ ତାରିଖରେ ସାରା ରାଜ୍ୟରେ ଆୟୋଜିତ ହେଉଛି ଓଟିଇଟି ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଏହି ପରୀକ୍ଷାରେ ରାଜ୍ୟର ୧ ଲକ୍ଷ ୬୦ ହଜାର ୩୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଏଥିରେ ଉଭୟ…

ବସ୍-ବାଇକ ମୁହାଁମୁହିଁ, ୨ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଦୁଇ ଛାତ୍ରଙ୍କର ଜୀବନ ଚାଲିଯାଇଛି। ସୂଚନାନୁଯାୟୀ, ଗୁରୁବାର ସକାଳେ ଦୁଇ ଜଣ ଯୁକ୍ତ ଦୁଇ ଛାତ୍ର ଗୁଡାରୀରୁ ବାଡ଼ିସୋଲାକୁ କଲେଜ ଆସୁଥିଲେ।…

ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ ଦେଇ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

ଚାନ୍ଦବାଲି : ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ ଦେବା ପଡ଼ିଲା ମହଙ୍ଗା । ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କଲେ ଚାନ୍ଦବାଲି ବିଇଓ । ନିଲମ୍ବିତ ଶିକ୍ଷକ ହେଲେ ଭଦ୍ରକ କିସମତ ସ୍କୁଲର ପ୍ରଧାନଶିକ୍ଷକ ବ୍ରଜକିଶୋର ଦାସ । ସେ ନିଜ ସୋସିଆଲ ମିଡିଆ…

ମହିଳାଙ୍କୁ ଦଳିଦେଲେ ହାତୀପଲ, କ୍ଷତିପୂରଣ ଦାବି

ବଲାଙ୍ଗିର : ମାତିଲେ ହାତୀ । ଘରୁ ଟାଣି ଆଣି ମହିଳାଙ୍କୁ ଦଳିଦେଲେ ହାତୀପଲ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ରେଞ୍ଜ ଛତରଦାଣ୍ଡି ଜଙ୍ଗଲରେ ୩୦ ଟିକିଆ ହାତପଲଙ୍କ ଉତ୍ପାତ। ଗାଁ ଗାଁକୁ ଯାଇ ଘରଦ୍ବାର ଭାଙ୍ଗୁଛନ୍ତି । ଗତକାଲି ରାତିରେ ସାନବାଙ୍କି…

୪ ବସ୍ତା ଚାଇନା ମାଞ୍ଜା ସୂତା ଜବତ

କଟକ : ୪ ବସ୍ତା ଚାଇନା ମାଞ୍ଜା ସୂତା ଜବତ  ।  କଟକ ଝୋଲା ସାହିର ଏକ ବ୍ୟବସାୟ ପ୍ରତିଷ୍ଠାନରୁ ଜବତ ହେଲା ଚାଇନା ମାଞ୍ଜା ସୂତା ।  କଟକ ମହାନଗର ନିଗମ ଏନ୍ ଫୋର୍ସମେଣ୍ଟ ସ୍ଵାଡ ଜବତ କରିଛି ମାଞ୍ଜା ସୂତା …

ଆଜି ଭୁବନେଶ୍ବରରୁ ବାତିଲ ହେଲା ୮ଟି ଇଣ୍ଡିଗୋ ବିମାନ

ଭୁବନେଶ୍ୱର : ଇଣ୍ଡିଗୋ ବିମାନ ଚଳାଚଳରେ ଅଚଳାବସ୍ଥା ଜାରି । ଆଜି ଭୁବନେଶ୍ବରରୁ ୮ଟି ବିମାନ ବାତିଲ । ଭୁବନେଶ୍ବରରୁ ଗୋଆ, ଦିଲ୍ଲୀ, ମୁମ୍ବାଇ ଓ ହାଇଦ୍ରାବାଦକୁ ବିମାନ ବାତିଲ ହୋଇଛି । କୋଲକାତା, ଡେରାଡୁନ, ଚେନ୍ନାଇ ଓ ବେଙ୍ଗାଲୁରୁକୁ ମଧ୍ୟ ବିମାନ…

ଅନିଲ ଅମ୍ବାନୀଙ୍କ ପୁଅ ଜୟ ଅନମୋଲଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ କମ୍ପାନୀ ମାଲିକ ଅନିଲ ଅମ୍ବାନୀଙ୍କ ପୁଅ ଜୟ ଅନମୋଲଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଜୟ ଅନମୋଲ ହେଉଛନ୍ତି ରିଲାଏନ୍ସ ହୋମ ଫାଇନାନ୍ସ ଲିମିଟେଡର ନିର୍ଦେଶକ।…

ଇଣ୍ଡିଗୋ ଅଚଳାବସ୍ଥା: ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର ବାଧା ସୃଷ୍ଟି ହେବା ଯୋଗୁଁ ଯାତ୍ରୀଙ୍କ ବ୍ୟାପକ ଅସୁବିଧା ପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଦେଶର ଏଗାରଟି ବିମାନବନ୍ଦରରେ ତୁରନ୍ତ କ୍ଷେତ୍ର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି । ଦେଶରେ ଇଣ୍ଡିଗୋ…