December 2025

ଯାତ୍ରୀଙ୍କୁ ୮୨୭ କୋଟି ଟଙ୍କା, ସାଢେ ୪ ହଜାର ବ୍ୟାଗ୍ ଫେରସ୍ତ କଲା ଇଣ୍ଡିଗୋ

ନୂଆଦିଲ୍ଲୀ : ଥମୁନି ଇଣ୍ଡିଗୋ ସଙ୍କଟ । ଯାତ୍ରୀଙ୍କୁ ୮୨୭ କୋଟି ଟଙ୍କା ସହିତ ସାଢେ ୪ ହଜାର ବ୍ୟାଗ୍ ଫେରସ୍ତ କଲା ଇଣ୍ଡିଗୋ । ୩୬ ଘଣ୍ଟା ମଧ୍ୟରେ ବାକି ରହିଥିବା ଆଉ କିଛି ବ୍ୟାଗ୍ ଯାତ୍ରୀଙ୍କୁ ହସ୍ତାନ୍ତର କରାଯିବ…

କୋଟା କଲେକ୍ଟରେଟ ଓ ଜୟପୁର ହାଇକୋର୍ଟକୁ ବୋମା ଧମକ

ରାଜସ୍ଥାନ: କୋଟା କଲେକ୍ଟରେଟ ଏବଂ ଜୟପୁର ହାଇକୋର୍ଟକୁ ବୋମା ଧମକ । ଆଜି ସକାଳେ କୋଟା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବୋମା ଧମକ ଇମେଲ ମିଳିଥିଲା । ଯାହାପରେ ସଂପୂର୍ଣ୍ଣ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଖବର ପାଇବା ମାତ୍ରେ ପୋଲିସ ଓ…

ବ୍ରିଟିଶ ଶାସନକୁ ଜବାବ ଦେଇଥିଲା ‘ବନ୍ଦେ ମାତରମ୍’ ସ୍ଲୋଗାନ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସଂସଦରେ ଶୀତକାଳୀନ ଅଧିବେଶନରେ ବନ୍ଦେ ମାତରମ୍ ବିତର୍କ । ବନ୍ଦେ ମାତରମ୍ ୧୫୦ ବର୍ଷ ପୂରଣକୁ ନେଇ ଅଭିଭାଷଣ ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଭିଭାଷଣ ବେଳେ କଂଗ୍ରେସକୁ ପରୋକ୍ଷରେ ଟାର୍ଗେଟ୍ କଲେ ପିଏମ୍ । ପିଏମ୍…

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଲାଗି ଖର୍ଚ୍ଚ ହୋଇଛି ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ କାର୍ଯ୍ୟ ଆରମ୍ଭରୁ ଆଜିର ବାତାବରଣ ବେଶ୍ ସ୍ୱାଭାବିକ ରହିଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ମରାମତି ପାଇଁ ଖର୍ଚ୍ଚ ହୋଇଛି ୫୦ ଲକ୍ଷ ଟଙ୍କା ।…

ସୁନା ବିସ୍କୁଟ୍ ଲୋଭ ଦେଖାଇ ୪ ଲକ୍ଷ ଟଙ୍କାର ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ। ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ପୁରୀର ଜଣେ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କାର ଠକେଇ…

କୁଖ୍ୟାତ କମାଣ୍ଡର ସହ ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ କେନ୍ଦ୍ରୀୟ କମିଟି ସଦସ୍ୟ (ସିସିଏମ୍) ରାମଧେର ମାଜ୍ଜି ତାଙ୍କ ୧୧ ଜଣ ସହଯୋଗୀଙ୍କ ସହିତ ଆଜି ସକାଳେ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛି । ସେମାନଙ୍କଠାରୁ ଏକେ-୪୭, ୩୦…

ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ବଲାଙ୍ଗିର: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ୫୦ରୁ ଅଧିକ ଫଳ ଦୋକାନ ଜଳିଯାଇଛି। ଦୋକାନ ସମେତ ବହୁ ଟଙ୍କାର ଫଳ ମଧ୍ୟ ପୋଡ଼ି ନ​‌ଷ୍ଟ ହୋଇଯାଇଛି। ପ୍ରାୟ ୧ କୋଟି ଟଙ୍କାର…

ରାଜ୍ୟର ସବୁ କ୍ଲବ, ପବ୍‌ରେ ଅଗ୍ନି ନିରାପତ୍ତା ଯାଞ୍ଚ ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ ପରେ ଓଡ଼ିଶାରେ ସରକାରଙ୍କ ଚେତା ପଶିଛି। ରାଜଧାନୀ ଭୁବନେଶ୍ଵର ସମେତ ରାଜ୍ୟର ସମସ୍ତ କ୍ଲବ, ପବ୍‌ରେ ଅଗ୍ନି ନିରାପତ୍ତା ଯାଞ୍ଚ କରିବାକୁ ସରକାର ନିର୍ଦେଶ ଦେଇଛନ୍ତି। ରାଜ୍ୟ ଅଗ୍ନିଶମ ଡିଜିଙ୍କ…

ଚାକିରି ଦେବା ଆଳରେ ଠକେଇ, ଜଣେ ଗିରଫ

ସୁନ୍ଦରଗଡ଼: ଭାଇରାଲ ହେଉଥିଲା ଚାକିରି ବିଜ୍ଞାପନ । ବିଜ୍ଞାପନରେ ଥିଲା ଆକର୍ଷଣୀୟ ଅଫର । ଯୁବପିଢ଼ିଙ୍କୁ କରାଯାଉଥିଲା ଶିକାର। କିନ୍ତୁ ଘଟଣାର ପର୍ଦ୍ଦାଫାସ୍ କଲା ପୋଲିସ । ଠକର ମହା ଠକାମି । ଟଙ୍କା ପାଇଁ ଚାକିରି ଆଶାୟୀଙ୍କୁ ଟାର୍ଗେଟ କରୁଥିଲା…

କଲେଜରେ ଗୋଷ୍ଠୀ ସଂଘର୍ଷ, ଛାତ୍ରଙ୍କୁ ଛୁରାମାଡ଼

ମୟୂରଭଞ୍ଜ : ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ , ଛୁରାମାଡ଼। ମୟୂରଭଞ୍ଜ-କୁଳିଅଣା ଥାନା ବିବି କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ଛୁରାମାଡ଼ । ଜଣେ ଗୁରୁତର । ଗୁରୁତ୍ୱର ଛାତ୍ର ଜଣକ ହେଲେ ଯୁକ୍ତ ଦୁଇ ବାଣିଜ୍ୟ…