ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାହାରିବ ବାଲି, କାନ୍ଥରେ ଖୋଳା ହେବ ୧୬ ସେଣ୍ଟିମିଟରର ଗର୍ତ୍ତ
ଗୋପ : ଖୁବ ଶୀଘ୍ର କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାହାରିବ ବାଲି । ମନ୍ଦିର କାନ୍ଥରେ ୧୬ ସେଣ୍ଟିମିଟରର ଗର୍ତ୍ତ ଖୋଳିବା ପ୍ରକ୍ରିୟା ଆରମ୍ଭ । ଡ୍ରିଲ କରି ହୋଲ୍ କରାଯିବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଦୁଇଦିନ ମଧ୍ୟରେ ହୋଲ୍…
