ଟ୍ରମ୍ପଙ୍କୁ ନୂତନ ଫିଫା ଶାନ୍ତି ପୁରସ୍କାର

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ ଫିଫା ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି । ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ଖୋଲାଖୋଲି ପ୍ରଚାର କରିଥିବାରୁ ଟ୍ରମ୍ପଙ୍କୁ ନୂତନ ଭାବରେ ଗଢା ହୋଇଥିବା ଫିଫା ପୁରସ୍କାର ଜିତିବା ପାଇଁ ଚୟନ କରାଯାଇଥିଲା ।…

ବିମାନ ଯାତ୍ରୀଙ୍କଠାରୁ ମନମୁଖୀ ଭଡ଼ା ଆଦାୟ ଉପରେ ବ୍ରେକ ଲଗାଇଲେ ସରକାର

ନୂଆଦିଲ୍ଲୀ : ଇଣ୍ଡିଗୋ ସଙ୍କଟ ଯୋଗୁଁ ଶହ ଶହ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ଏହାରି ମଧ୍ୟରେ ଅନେକ ବିମାନର ଭଡ଼ା ବୃଦ୍ଧି ପାଇଛି । ଯାହା ଫଳରେ ଯାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ତେଣୁ ଯାତ୍ରୀଙ୍କ ସୁବିଧାକୁ…

ହାଇଦ୍ରାବାଦ ବିମାନବନ୍ଦରକୁ ପୁଣି ବୋମା ଧମକ

ହାଇଦ୍ରାବାଦ : ତେଲେଙ୍ଗାନାର ହାଇଦ୍ରାବାଦ ରାଜୀବ ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରକୁ ପୁଣି ବୋମା ଧମକ । ଆଜି ଦୁଇଟି ଅଲଗା ଅଲଗା ବିମାନ ବନ୍ଦରକୁ ଇମେଲରେ ଧମକ ମିଳିଛି । ଏହି ଧମକ ଏୟାରପୋର୍ଟର କଷ୍ଟମର ସପୋର୍ଟ ଆଇଡିକୁ ମିଳିଥିଲା । ସୂଚନାନୁଯାୟୀ,…

ଫସି ରହିଥିବା ବିମାନ ଯାତ୍ରୀଙ୍କୁ ସହାୟତାର ହାତ ବଢାଇଲା ରେଲୱ, ବିଭିନ୍ନ ରୁଟରେ ୧୧୬ କୋଚ ବଢିଲା

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କୁ ସହାୟତାର ହାତ ବଢାଇଲା ରେଲୱ । ଇଣ୍ଡିଗୋ ବିମାନ ବାତିଲ ଯୋଗୁଁ ଫସି ରହିଥିବା ଯାତ୍ରୀଙ୍କ ସହାୟତା ପାଇଁ ବିଭିନ୍ନ ରୁଟରେ ଚଳାଚଳ କରୁଥିବା ଯାତ୍ରୀବାହୀ ରେଳଗାଡିଗୁଡିକର ୧୧୬ଟି ଅତିରିକ୍ତ କୋଚ ଲଗାଇଛି ଭାରତୀୟ ରେଳବାଇ। ଦେଶର ବିଭିନ୍ନ…

ଦୁର୍ଘଟଣା ହ୍ରାସ କରିବାକୁ କଳିଙ୍ଗା ଘାଟିରେ ପରୀକ୍ଷାମୂଳକ ଭାବେ ଲାଗିଲା ସତର୍କ ଘଣ୍ଟି

ଭୁବନେଶ୍ୱର : ଶୀତଦିନେ ଘାଟିଗୁଡିକରେ ସଡ଼କ ଦୁର୍ଘଟଣା ଚିନ୍ତାର କାରଣ ପାଲଟିଛି ।  ଏହାକୁ ହ୍ରାସ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ପରୀକ୍ଷାମୂଳକ ଭାବେ କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ସତର୍କ ଘଣ୍ଟିର ପଦକ୍ଷେପ ନେଇଛି । ଆଇଆଇଟି ଭୁବନେଶ୍ୱର ସହଭାଗିତାରେ…

ଗ୍ଲୋବାଲ ଏନର୍ଜି ସମିଟର ଶୁଭାରମ୍ଭ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ପୁରୀ : ପୁରୀରେ ଦୁଇଦିନିଆ ଗ୍ଲୋବାଲ ଏନର୍ଜି ସମିଟର ଶୁଭାରମ୍ଭ ।  ଅକ୍ଷୟ ଶକ୍ତି ଓ ଗ୍ରୀନ ଟେକନୋଲୋଜି ନେଇ ସମ୍ମିଳନୀରେ ହୋଇଛି  ଆଲୋଚନା ।  ଓଡିଶା ଅକ୍ଷୟ ଶକ୍ତି ଓ ଗ୍ରୀନ୍ ଟେକ୍ନୋଲୋଜି କ୍ଷେତ୍ରରେ ବହୁତ ଅଗ୍ରଗତି କରିଥିବା କହିଛନ୍ତି କେନ୍ଦ୍ର…

ସ୍ୱାମୀ ହନ୍ତା ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି ଆଠଗଡ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରାଜକୁମାର ଦାସ ଶନିବାର ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଘଟଣାର ବିବରଣୀରୁ ପ୍ରକାଶ, ୨୦୨୨ ଫେବୃୟାରୀ ୨୨ ତାରିଖ ଦିନ…

ଦୁର୍ଘଟଣାରେ ୨ ବାଇକ ଆରୋହୀ ମୃତ

ବଣାଇ : ଟ୍ରଲରରେ ପିଟି ହେଲା ବାଇକ ।  ଚାଲିଗଲା ଦୁଇଜଣଙ୍କ ଜୀବନ ।  ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ୧୪୩ ନମ୍ବର ଜାତୀୟ ରାଜପର ଲୁଥୁର୍ବା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।  ମୃତକ ହେଲେ ଟିକ୍ରାପୋଷ ଗାଁର ଯଶକେତନ…

ବନ୍ଧୁକ ଚାଲାଣ ରାକେଟ ଠାବ, କାରରୁ ୧୧ ମାଉଜର ଜବତ

ଭୁବନେଶ୍ୱର : ରାଜଧାନୀରେ ହାଇପ୍ରୋଫାଇଲ ବନ୍ଧୁକ ଚାଲାଣ ରାକେଟ ।  କାର୍ ଭିତରୁ ଜବତ ହେଲା ୧୧ ମାଉଜର ।  ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳରୁ ଜବତ କଲା ସ୍ପେଶାଲ କ୍ରାଇମ ୟୁନିଟ ।  ଏକ କାର୍ ଯୋଗେ ବନ୍ଧୁକ ବିହାରରୁ ବ୍ରହ୍ମପୁର ଅଭିମୁଖେ…

ହାତୀ ଆକ୍ରମଣରେ ଯୁବକ ମୃତ

କରଞ୍ଜିଆ: ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ।  ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ପାର୍ବତୀପୁର ଗାଁ ଆମ୍ବ ବଗିଚାରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।  ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଶୁକୃଳି ମେଡିକାଲ ଓ ପରେ କେନ୍ଦୁଝର ଜିଲ୍ଲା…