ସବମରିନ ବାଘସୀରରେ ଯାତ୍ରା କରି ନୂଆ ଇତିହାସ ରଚିଲେ ମହାମହିମ
ନୂଆଦିଲ୍ଲୀ: ରାଷ୍ଟ୍ରପତି ତଥା ତିନି ସେନାର ସର୍ବୋଚ୍ଚ କମାଣ୍ଡର ଦ୍ରୌପଦୀ ମୁର୍ମୁ କର୍ଣ୍ଣାଟକର କରୱାର ନୌସେନା ବେସ୍ ଠାରେ ସବମରିନ ବାଘସୀରରେ ଯାତ୍ରା କରି ନୂଆ ଇତିହାସ ରଚିଛନ୍ତି । ଭାରତୀୟ ନୌସେନାର କାଲଭାରୀ ଶ୍ରେଣୀର ବୁଡ଼ା ଜାହାଜ ‘ଆଇଏନଏସ୍ ବାଘସୀରରେ…
